ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ପୁଅକୁ ହରାଇ ଥିବା ମାଆ ବାରମ୍ବାର ବେହୋସ ହେଉଛି ଅନ୍ୟ ପରିବାର ଲୋକେ ଛାତି ଫଟାଇ କାନ୍ଦୁ ଛନ୍ତି । ଗାଁର ସବୁ ଲୋକ ଜମା ହୋଇଛନ୍ତି ଭାସି ଯାଇଥିବା ଦୁଇ ପିଲାଙ୍କ ଖବର ଜାଣିବା ପାଇଁ । ଦେଖନ୍ତୁ ଏହା କେତେ ଭୟଙ୍କର ନଦୀ କେଉଁଠି ଗଣ୍ଡ, କେଉଁଠି, ବାଲି କେଉଁଠି ପାଣି କାହାକୁ ଜଣା ଥିବ । ଏହି ନଦୀରେ ବୁଡି ଗଲେ ପାଞ୍ଚ ଜଣ ସାଙ୍ଗ ।
ଦୁଇଟି ଗାଡିରେ ଯାଇଥିଲେ ପାଞ୍ଚ ଜଣ ସାଙ୍ଗ । ଏହି ଫଟୋତିରେ ସେ ଶେଷ ସେଲଫି ନେଇ ଥାଇ ପାରନ୍ତି । ଏହି ମାନଙ୍କ ଭିତରୁ ପାଞ୍ଚ ଜଣ ନଦୀ ଭିତରକୁ ଯାଇ ଗାଧୋଇବା ପାଇଁ ପ୍ଳାନ କରିଥିଲେ । ହେଲେ ସେମାନେ ଜାଣି ନଥିଲେ ଗଣେଶ ପୂଜାରେ ଘଟିଯିବ ଏତେ ବଡ ଅଘଟଣ । ସ୍ଥାନୀୟ ଲୋକ ତିନି ଜଣଙ୍କୁ ବୁଡି ଯିବାର ଦେଖି ଉଦ୍ଧାର କରିଦେଲେ ଆଉ ଦୁଇ ଜଣଙ୍କର ପତା ମିଳୁନି ।
ତେବେ ଅନେକ ଖୋଜା ଖୋଜି ପରେ ଗତ ସନ୍ଧ୍ୟା ବେଳକୁ ଜଣଙ୍କର ମୃତ ଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ । ସେତେବେଳେ ନଦୀ ଭିତରେ ଆଉ ଜଣେ ପୁଅ ନିଖୋଜ ଅଛି । ଆଉ ଏପଟେ ନଦୀ କୂଳରେ ପୁଅକୁ ଚାହିଁ ବସିଛି ମାଆ । ପୁଅ କାହିଁକି ଆସୁନି ତାହା ଭାବି ଭାବି ମା କାନ୍ଦୁଛି । ମାଆ ବାରମ୍ବାର କାନ୍ଦୁଛି ଆଉ ବେହୋସ ହେଉଛି । ଏ ଦୃଶ୍ୟ ଦେଖି ଯେତିକୁ ଦୁଃଖ ଲାଗୁଛି ଆଜ୍ଞା ତା ଠାରୁ ଅଧିକ ଆପଣ ଏ ଦୃଶ୍ୟକୁ ନିଜ ମନ ଭିତରେ ରଖନ୍ତୁ ଆଉ ନିଜ ପିଲା ମାନଙ୍କୁ ଦେଖାନ୍ତୁ ।
ପିଲା ମାନଙ୍କର କିଛି ହେଇଗଲେ ଯେ, ବାପା-ମାଆଙ୍କର କଣ ହୁଏ ଆଜି ତାଙ୍କୁ ନିରୋଳାରେ ବୁଝାନ୍ତୁ । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ଆଉ ଏବେ ସାରା ଗାଁ ଅନ୍ୟ ପିଲାଟିକୁ ଚାହିଁ ରହିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।