‘ଆମ ମାନଙ୍କ ପାଖରେ କିଛି ଉପାୟ ନାହିଁ ବୋଲି ଆମେ ସେକ୍ସ ୱାର୍କ କରୁଛୁ କି ଭିକ୍ଷା ବୃତ୍ତି କରୁଛୁ, ନହେଲେ ଆମର ବି କିଛି…’ ନିଜ ଦୁଃଖ କାହାଣୀ ବଖାଣିଲେ କିନ୍ନର

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଛନ୍ତି ଯେ, କିନ୍ନର ସମାଜ ଏକ ଏପରି ସମାଜ ଅଟେ ଯିଏ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଆନ୍ତି । ଏହା ମଧ୍ୟ କୁହାଯାଏ ଯେ,କିନ୍ନର ମାନଙ୍କ ଆଶୀର୍ବାଦ ଏବଂ ଅଭିଶାପ ନିଶ୍ଚିତ ଭାବରେ ଫଡ଼ିଥାଏ । ତାଙ୍କର ଏକ ମାତ୍ର ସାହାରା ହେଉଛି ଆଖପାଖ ରେ ହେଉଥିବା ସମାହାର ରେ ଯୋଗ ଦେବା ଏବଂ ନାଚ ଗୀତ କରିବା । କିନ୍ନର ସମାଜ ଏକ ଏପରି ସମାଜ ଯାହା ଅନ୍ୟ ମାନଙ୍କ ପାଇଁ ଏକ ଜିଜ୍ଞାସା ହୋଇ ରହି ଯାଇଥାଏ ।

ତେବେ କିଛ ବ୍ୟକ୍ତି ଏପରି ମଧ୍ୟ ଭାବି ଥାଆନ୍ତି ଯେ, କିନ୍ନର ମାନଙ୍କ ସାମ୍ନାକୁ ଯିବା ଆଦୋୖ ଉଚିତ ନୁହେଁ କାରଣ ସେମାନଙ୍କ ସମ୍ମୁଖକୁ ଯିବା ଦ୍ୱାରା ସେମାନଙ୍କ କହିବା ଅନୁସାରେ ସବୁ କରିବାକୁ ପଡିଥାଏ ନଚେତ ସେମାନେ କିଛିଭି କରି ଦିଅନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ଆପଣ ମାନେ ଯଦି ଏହି ଜିନିଷ ଟି ମାଗି ଆଣିବେ ତାହେଲେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଆପଣ ଧନ ସମ୍ପତ୍ତି ର ଅଧିକାରୀ ହେବେ ।

ତେବେ କିନ୍ତୁ ଏହି ସମାଜ କିନ୍ନର କୁ ସହଜରେ ଗ୍ରହଣ କରି ପାରି ନାହିଁ । ତେବେ ବର୍ତ୍ତମାନ ଭୁବନେଶ୍ବର ରେ କିନ୍ନର ସମାଜ ଆନ୍ଦୋଳନ କରୁଛନ୍ତି ତେବେ ତାଙ୍କର ଦାବି ହେଉଛି ତାଙ୍କୁ କାମ ଦେବା ବାହାନାରେ ସଏକ୍ସ୍ ୱାର୍କ କରି ଦେଉଛନ୍ତି ।

ତେବେ ବର୍ତ୍ତମାନ ଭୁବନେଶ୍ୱର ରେ କିଛି କିନ୍ନର ମାନେ ନିଜର ଦାବି ରଖିଛନ୍ତି ଏବଂ କହିଛନ୍ତି କି ମୀରା ପରିଡା ଭଳି ମେଘନା ସାହୁ ଯିଏ କିନ୍ନର ମାନଙ୍କ ର ଲିଡ଼ର ହେଉଛି ସେ ସବୁ କିନ୍ନର ମାନଂକୁ କାମ ଦେବା ଆଶା ରେ ତାଙ୍କୁ ନିଜ ଜାଲରେ ଫସେଇ ତାଙ୍କୁ ନେଇ ଧନ୍ଦା ରେ ଲଗାଉଛନ୍ତି । ତେବେ ଆମ କିନ୍ନର ମାନଙ୍କ ର ବହୁତ ଅସୁବିଧା ରହୁଛି ଆମେ ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହେଉଛୁ ଆମ ପାଇଁ ଯେଉଁ ସବୁ ଯୋଜନା ହେଉଛି ତାହା ଆମ ପାଖକୁ ପହଁଚି ପାରୁନି ।


ଆମେ ଅଧିକ ପାଠ ଶାଠ ପଢିନୁ ତେଣୁ ଆମକୁ ସତ ମିଛ କହି ଫସେଇ ଦେଉଛନ୍ତି ଆମ ପଇସା ଖାଇ ଦେଉଛନ୍ତି । ତେବେ ଆମେ ମଧ୍ୟ ନିଜର ସୁବିଧା ଅସୁବିଧା ପାଇଁ ପଇସା ରୋଜଗାର କରିବାକୁ ଚାହୁଁଛୁ କିନ୍ତୁ କୌଣସି ଉପାୟ ନ ମିଳିବାରୁ ଆମେ ସଏକ୍ସ୍ ୱାର୍କ ଭିକ ମାଗୁଛୁ । ତେଣୁ ଆମର ଦାବି ଆମକୁ ରୋଜଗାର ଦିଆ ଯାଉ ଏବଂ ମେଘନା ସାହୁ କୁ ଦଣ୍ଡ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *