କେନ୍ଦ୍ରପଡା ରେ ସାଂଘାତିକ ଘଟଣା ! ପରକୀୟା ପ୍ରୀତି ଧାରା ପଡିବା ପରେ ସ୍ତ୍ରୀ ପ୍ରେମିକ ସହ ମିଶି ସ୍ଵାମୀ ସହିତ ଯାହା କଲା ଶୁଣିଲେ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ଗତ 24 ତାରିଖ ଦିନ ବ୍ରାହ୍ମଣ ଗାଁର ଗଙ୍ଗାଧର ଦାସଙ୍କ ବାପା ବୈଷ୍ଣବ ଚରଣ ଦାସ  ଏକ ଅଭିଯୋଗ କରିଥିଲେ ଯେ, ତାଙ୍କର ଯେଉଁ ଭାଇ ଅଛି ରଙ୍ଗାଧର ଦାସଙ୍କୁ ତାଙ୍କ ନିଜ ସ୍ତ୍ରୀ ରତ୍ନମଣି ଦାସ ଆଉ ସ୍ତ୍ରୀଙ୍କ ପ୍ରେମିକ ଅସିତ କୁମାର ଶତପଥି ମିଶି ତାଙ୍କର ହତୟଆ କରିଛନ୍ତି । ସ୍ତ୍ରୀ ରତ୍ନମଣି ଦାସ ଆଉ ତାଙ୍କ ପ୍ରେମିକ ଅସିତ କୁମାର ଶତପଥିଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା ଆଉ ଏ ସମ୍ପର୍କକୁ ବିରୋଧ କରୁଥିଲେ ରଙ୍ଗାଧର ଦାସ ।

ତେଣୁ ନିଜ ସ୍ଵାମୀକୁ ରାସ୍ତାରୁ ହଟେଇବା ପାଇଁ ପତ୍ନୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ତାଙ୍କର ହତୟଆ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ତ୍ରୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ରଙ୍ଗାଧରକୁ ମାରି ନଦୀରେ ଫିଙ୍ଗି ଦେଇଥିଲେ । ଗତ 21 ତାରିଖ ଦିନ ଶିମିଳି ମାହାଳ ନଦୀରେ ରଙ୍ଗାଧରଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା । ସେହି ମୃତ ଶରୀର ରଙ୍ଗାଧରଙ୍କର ବୋଲି ତାଙ୍କ ପରିବାର ଲୋକ କହିଥିଲେ ।

ତା ପରେ ଗତ 24 ତାରିଖ ଦିନ ତାଙ୍କ ପରିବାର ଅଭିଯୋଗ କରିଲେ ଯେ ତାଙ୍କ ସ୍ତ୍ରୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ଚକ୍ରାନ୍ତ କରି ରଙ୍ଗାଧରଙ୍କ ହତୟଆ କରିଛନ୍ତି । 302 ଆଉ 34 ଦଫାରେ ଏକ ମାମଲା ରୁଜୁ କରାଯାଇ ଥିଲା । ବନ୍ଧୁଗଣ ଏହି ମାମଲା ରୁଜୁ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ଆଉ ପ୍ରାଥମିକ ତଦନ୍ତରୁ ଏହା ଏକ ହତୟଆ ବୋଲି ପୋଲିସ ଜାଣିବାକୁ ପାଇ ଥିଲା ।

ସେହି ଆଧାରରେ ପ୍ରାଥମିକ ତଦନ୍ତରୁ ଉକ୍ତ ଦୁଇ ଜଣଙ୍କୁ 302, 201 ଓ 34 ଆଇପିସି ଦଫାରେ ଆଜି କୋର୍ଟ ଚାଲଣା କରିଛି ପୋଲିସ । ବନ୍ଧୁଗଣ ମୃତଙ୍କ ପତ୍ନୀଙ୍କ କଥା ଯଦି କହିବା ଆପଣ ମୁଣ୍ଡରେ ହାତ ଦେବେ । ସେ ବୁଢୀ ବୟସରେ ପରକ୍ରିୟା ପ୍ରୀତିରେ ଏତେ ଲୀନ ହୋଇଯାଇଥିଲେ ଯେ, ନିଜ ସ୍ଵାମୀଙ୍କ ହତୟଆ କରିବାକୁ ପଛେଇଲେ ନାହିଁ । ସମ୍ପୃକ୍ତ ମହିଳାଙ୍କର ଚାରିଟି ଛୁଆ ମଧ୍ୟ ଅଛନ୍ତି ପରିବାର ଲୋକଙ୍କ ସହ ଛୁଆ ମାନେ ବି ମହିଳାଙ୍କୁ ଘୃଣା କରୁଛନ୍ତି ।

ଯେଉଁ ଦିନ ସ୍ଵାମୀ ମାରିଲେ ସେହି ଦିନ ମହିଳାଙ୍କ ଆଖିରୁ ଠୋପାଏ ଲୁହ ଝରିନି । ଏମିତି କି ସେ ଗଣମାଧ୍ୟମ ଆଗରେ କହିଥିଲେ ସେ ତାଙ୍କ ପ୍ରେମିକ ସହ ରହିବେ । ହେଲେ ଏବେ ତାଙ୍କୁ ଆଉ ତାଙ୍କ ପ୍ରେମିକକୁ କୋର୍ଟ ଚାଲାଣ କରାଯାଇଛି ଆଗାମୀ ସମୟରେ ଦୁହେଁ ଜେଲରେ ରହିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *