ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ସବୁ ଦେଖୁଥିବେ । ଅନେକ ଘଟଣା ଏବଂ ଦୁର୍ଘଟଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ । ତେବେ ଆପଣ ଯୌତୁକ ନିର୍ଯ୍ୟଆତଅନା ର ଅନେକ ଖବର ଶୁଣି ଥିବେ । ବଧୂ ହତ୍ୟା ,ସ୍ୱାମୀ ର ପ୍ରତାରଣା ଏବଂ ଧୋକା ଅତୟଆଚାର ଆଦି ବିଷୟରେ ଆଲୋଚନା କରିଥିବେ ।
ତେବେ ସେହି ଭଳି ଏକ ଘଟଣା ବର୍ତ୍ତମାନ ନଜର କୁ ଆସିଛି । ତେବେ ଆସନ୍ତୁ ସେହି ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ବିହାରର ର ତେବେ ଶିଖା ଙ୍କ ବିବାହ ୨୦୧୮ ରେ ହୋଇଥିଲା ତେବେ ବିବାହ ର କିଛି ଦିନ ପର୍ଯ୍ୟନ୍ତ ଦୁହିଙ୍କ ଭିତରେ ବହୁତ ଭଲ ସଂପର୍କ ଥିଲା ଏବଂ ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ଭଲ ଭାବରେ ରଖୁଥିଲେ ।
ତେବେ କିନ୍ତୁ କିଛିଦିନ ପରେ ଆରମ୍ଭ ହୋଇଥିଲା ଅତୟଆଚାର ଏବଂ ନିର୍ଯ୍ୟଆତଅନା । ତେବେ ପରେ ସ୍ତ୍ରୀ ସ୍ୱାମୀ ନାଁ ରେ ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ତେବେ ସେ କହିଥିଲେ କି ତାଙ୍କ ସ୍ୱାମୀ ଛୋଟ ଛୋଟ କଥାରେ ତାଙ୍କୁ ମାରୁଥିଲେ । ତେବେ ପରେ ତାଙ୍କୁ ଗିରଫ ର ଆଦେଶ ମଧ୍ୟ ମିଳିଥିଲା ଏବଂ ଶିଖା ନିଜ ବାପଘରେ ରହୁଥିଲେ । ତେବେ ପରେ ମନୀଷା କୁ ନିଜ ସ୍ଵାମୀ ଉପରେ ସନ୍ଦେହ ହେବାରୁ ସେ ଫେସବୁକ ରେ ଫେକ୍ ଆଇଡ଼ି ଖୋଲି ତାଙ୍କ ସହ ଚାଟ କରୁଥିଲେ ।
ତେବେ ତାଙ୍କ ସ୍ଵାମୀ ସେହି ଫେକ ଆଇ ଡ଼ି ସହ ୪ ମାସ କଥା ହେଲେ ତାକୁ ମଧ୍ୟ ବିବାହ କରିବା ପାଇଁ ରାଜି ହେଲେ ଏବଂ ଏହା ସହ ସେ ଯୌତୁକ ମଧ୍ୟ ମାଗିଲେ । ତେବେ ସରକାର କେବଳ ନାରୀ ଶସକ୍ତି କରଣ ପାଇଁ କଥା କହୁଛି କିନ୍ତୁ ଯେତେବେଳେ ବାସ୍ତବରେ ଗୋଟିଏ ନାରୀ କୁ ତାର ଅଧିକାର ପାଇଁ ନ୍ୟାୟ ପାଇଁ ଲଢ଼ିବାକୁ ପଡୁଛି ସେତେବେଳେ ସେ ଏକୁଟିଆ ହୋଇ ଯାଉଛି ।
ତେବେ ତାଙ୍କ ସ୍ୱାମୀ ର ବହୁତ ବଡ଼ ବଡ଼ ଲୋକଙ୍କ ସହ ଚିହ୍ନା ଅଛି ସେଥିପାଇଁ ତାଙ୍କୁ ଆରେଷ୍ଟ କରାଯାଉ ନାହିଁ ବେଲ ପାଇଁ ସେ ଆବେଦନ କରି ସାରିଲେଣି । ତେବେ ତିନି ବର୍ଷହେବ ମୁଁ କୋର୍ଟ ର ଚକର କାଟୁଛି କିଛି ଲାଭ ହେଉନି ମୋ ଚାକିରୀ ଛାଡି ମୁ ଆସୁଛି । ତେବେ ମୋତେ ନ୍ୟାୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।