‘ଟଙ୍କା ପାଇଁ ପାଗଳ ସୌମ୍ୟଜିତଙ୍କ ପରିବାର’ ସୌମ୍ୟାଜିତଙ୍କ ପଡୋଶୀ କଲେ ଚାଞ୍ଚଲ୍ୟକର ଖୁଲାସା…ଦେଖନ୍ତୁ Video

ବନ୍ଧୁଗଣ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁ ପରେ ଏବେ ସନ୍ଦେହ ଘେରରେ ରହିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସୌମ୍ୟାଜିତ । ତେବେ ଶ୍ଵେତାଙ୍କ ମୃତ ଦେହ ଜବତ ସମୟରେ ତାଙ୍କ ପାଖରୁ ଏକ ଡାଏରୀ ମିଳିଥିଲା ସେହି ଡାଏରୀରେ ସୌମ୍ୟାଜିତଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଶ୍ଵେତା । ଉଭୟ ଗତ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ । ଆଉ ଏ ସବୁ କଥା ଶ୍ଵେତାଙ୍କ ପରିବାର ଲୋକ ବି ଜାଣିଥିଲେ ।

ହେଲେ ସୌମ୍ୟାଜିତ ଶ୍ଵେତାଙ୍କୁ ୨୦୨୦ ମସିହାରୁ ବ୍ଲାକମେଲ କରିବା ହେତୁ ଶ୍ଵେତା ଆତ୍ମହତୟଆ କରିଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ଏହି ଅଭାବନୀୟ ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି ଆଉ ସୌମ୍ୟାଜିତ ଏବେ ସନ୍ଦେହ ଘେରରେ ରହିଛନ୍ତି ।

ଖୁବ ଶୀଘ୍ର ଚନ୍ଦ୍ର ଶେଖର ପୁର ଥାନାରେ ହାଜର ହୋଇପାରନ୍ତି ସୌମ୍ୟଜିତ ଆଉ ପୋଲିସ ତାଙ୍କୁ ପଚରା ଉଚରା କରିପାରେ । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏହି ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଗତ କାଲି କିଛି ଗମମଧ୍ୟମ ପ୍ରତିନିଧି ସୌମ୍ୟଜିତଙ୍କ ଘରକୁ ଯାଇଥିଲେ ପରିବାର ଲୋକଙ୍କ ପ୍ରତିକ୍ରିୟା ନେବା ପାଇଁ ହେଲେ ତାଙ୍କ ପରିବାର ଟିକେ କବାଟ ଖୋଲି କୌଣସି ପ୍ରତିକ୍ରିୟା ଦେବା ପାଇଁ ସଂପୂର୍ଣ୍ଣ ରୂପେ ମନା କରି ଦେଇଥିଲେ । ଏପରି କି ଟେଲିଫୋନରେ ଯୋଗାଯୋଗ କରିଲେ ସେ ରଙ୍ଗ ନମ୍ବର କହି କାଟି ଦେଉଛନ୍ତି । ସୌମ୍ୟଜିତଙ୍କ ଘର ସମ୍ବଲପୁରର ବଂଶୀଧର ନଗରରେ ରହିଛି ।

ତେବେ ବନ୍ଧୁଗଣ ସୌମ୍ୟଜିତଙ୍କ ଘର ପାଖରେ ଥିବା ପଡୋଶୀ ମାନଙ୍କ ମତରେ, ସେମାନେ ଦୁଇ ତିନି ଥର କୌଣସି ଝଗଡା ହେତୁ ସୌମ୍ୟଜିତଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ସୌମ୍ୟଜିତଙ୍କ ପରିବାର ଟଙ୍କା ପାଇଁ ପାଗଳ ବୋଲି ମଧ୍ୟ ସେ କହିଛନ୍ତି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି  । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *