ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା କହୁଛନ୍ତି ବାବୁ ରଜତ ନୂଆ ନମ୍ବରରେ ଫୋନ କରୁଥିଲୁ ନେ,
ବାବୁ ରଜତ ଅ-ଶ୍ଳୀଇଳ ଭିଡିଓ ପଠାଉ ଥିଲୁ ନେ, ବାରମ୍ବାର କଲ୍ କରି ମୋତେ ହଇରାଣ କରୁଥିଲୁ ନାଇ, ଖରାପ ଭାଷାରେ ଗାଳିଗୁଲଜ କରୁଥିଲୁ ଭଲରେ ନେ ଆହୁରି ନେ । ମହିଳା ଜଣକ ଏମିତି କହୁଛନ୍ତି ଆଉ ମାଡ ମାରୁଛନ୍ତି । ଭଲରେ ଦେଖନ୍ତୁ ଏ ଭିଡିଓଟିକୁ ଜଣେ ଯୁବତୀ କିଭଳି ଭାବରେ ଜଣେ ଯୁବକଙ୍କୁ ବାଡଉ ଛନ୍ତି ।
ଏ ଯୁବକ ଜଣକ ହେଉଛନ୍ତି ବାବୁ ରଜତ । କଥା ହେଉଛି ଏଇଆ ଯେ ପୁରୁଷ ଜଣକ ହେଉଛନ୍ତି ରଜତ ମହାନ୍ତି । ରଜତ ମହାନ୍ତି କୁଆଡେ ଏ ଅଭିନେତ୍ରୀ ପାୟଲ ପ୍ରିୟଦର୍ଶନୀ ମହାନ୍ତିଙ୍କୁ ବାରମ୍ବାର ଅ-ଶ୍ଳୀଇଳ ଭିଡିଓ ପଠାଉ ଥିଲେ ନୂଆ ନମ୍ବରରେ କଲ୍ କରୁଥିଲେ । ଯେତେ ନମ୍ବର ବ୍ଲକରେ ପକେଇଲେ ମଧ୍ୟ ନୂଆ ନୂଆ ନମ୍ବରରେ କଲ୍ କରି ଅ-ଶ୍ଳୀଇଳ ଭାଷାରେ ଗଆଳି ଗୁଲଜ ଦେଉଥିଲେ ରଜତ ।
ଏହା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଏ ମହିଳାଙ୍କ ବୟସ ହେବ ପାଖାପାଖି 30 ବର୍ଷ । ଯୁବକ ଜଣକ ଯୁବତୀଙ୍କୁ ଅ-ଶ୍ଳୀଇଳ ଭିଡିଓ ପଠେଇବା ସହ ଖରାପ ଭାଷାରେ ଗାଳି କରୁଥିଲେ ବୋଲି ଅଭିଯୋଗ କରିଥିଲେ ଯୁବତୀ ଜଣକ । ଆଉ ଏହାକୁ ନେଇ ଯୁବତୀ ଜଣକ ମାନସିକ ଚିନ୍ତାରେ ମଧ୍ୟ ରହୁଥିଲେ । ଯେତେବେଳେ ସେ ବାବୁ ରଜତକୁ ପାଖରେ ପାଇଛନ୍ତି ବହେ ଛେଚି ଛନ୍ତି ।
ଏମିତି କି ପାଟିରେ କହୁ ଥାନ୍ତି ଆଉ ମାଡ ମାରୁ ଥାନ୍ତି । ମାଡ ଖାଇବା ପରେ ରଜତ ଯୁବତୀଙ୍କ ପାଦ ଧରି ଭୁଲ ମାଗୁଥିବାର ମଧ୍ୟ ନଜର ଆସୁଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।