Software Engineer ଶ୍ଵେତା ଆତ୍ମହତ୍ୟା ମାମଲା: ଫେରାର ହୋଇଗଲେ ଶ୍ଵେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ, CCTV ଫୁଟେଜ ଖୋଲିଲା ରହସ୍ୟ…

ବନ୍ଧୁଗଣ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତୟଆ ମାମଲା ଏବେ ବିବାଦ ଘେରରେ ରହିଛି । ଶ୍ଵେତାଙ୍କ ଅତମହତୟଆ ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତୟଆ କରିଲେ ଆଉ ତାମହତୟଆ ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ । ପରିବାର ଲୋକେ ଆତ୍ମହତୟଆ ପଛରେ ବ୍ଲାକମେଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଉ ସନ୍ଦେହ ଘେରରୁ ତାଙ୍କ ପୁରୁଷ ବନ୍ଧୁ ଆସୁଛନ୍ତି । ଶ୍ଵେତାଙ୍କ ମୃତ ଶରୀର ପାଖକୁ ଏକ ଡାଏରୀ ଜବତ ହୋଇଥିଲା ସେହି ଡାଏରୀରେ ସୋମ୍ୟଜିତ ନାମକ ତାଙ୍କ ପୁରୁଷ ବନ୍ଧୁ ବିଷୟରେ ସେ ଉଲ୍ଲେଖ କରିଥିଲେ । ତାଙ୍କ ପୁରୁଷ ବନ୍ଧୁ ସୋମ୍ୟଜିତଙ୍କ ସହ ପୋଲିସ ପଚରା ଉଚରା କରିପାରେ ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ଶ୍ଵେତାଙ୍କ ବୟଫ୍ରେଣ୍ଡ ସୋମ୍ୟଙ୍କ ଘର ଆଗର ସିସିଟିଭି ଫୁଟେଜ । ଗତ କାଲି ରାତି 10.17 ବେଳେ ସୋମ୍ୟଜିତଙ୍କ ଘରୁ ଦୁଇଜଣ ବ୍ୟକ୍ତି ବାଇକରେ କୁଆଡେ ବାହାରି ଯାଇଥିଲେ ତେବେ ପରେ ଜଣେ କେବଳ ବାଇକରେ ଫେରି ଥିଲେ । ତେବେ ସୋମ୍ୟଜିତଙ୍କ ଘରେ କିଏ ଦୁଇଜଣ ବାହାରକୁ ଯାଇଥିଲେ ଏବଂ କାହାକୁ ଛାଡି ଅନ୍ୟ ବ୍ୟକ୍ତି ଜଣକ ଫେରି ଥିଲେ ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ଆଉ କାଲି ରାତିରେ ପରିବାର ଲୋକେ ସୋମ୍ୟଜିତଙ୍କୁ ଫେରାର କରାଇ ଥିବା ଚର୍ଚ୍ଚା ହେଉଛି ତେବେ ଏନେଇ ସଠିକ ତଥ୍ୟ ମିଳୁ ନାହିଁ । ଆଉ ଏହି ମାମଲାକୁ ନେଇ ସୋମ୍ୟଜିତଙ୍କ ଘର ଲୋକ ମୁହଁ ଖୋଲୁ ନାହାନ୍ତି । ଗୋଟେ ପଟେ ପୋଲିସ ତାଙ୍କୁ ନୋଟିସ କରିଛି ଆଉ ସୋମ୍ୟଜିତଙ୍କୁ ପଚରା ଉଚରା କରିପାରେ ପୋଲିସ । ଅନ୍ୟ ପଟେ ଘର ସମ୍ମୁଖର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ଗଲେ ଆଉ ଜଣେ ଫେରିଲେ ।

ସୋମ୍ୟଜିତ ଫେରାର ହେଇଯିବାର ଆଶଙ୍କା ଏବେ ରହୁଛି । ଗତ କାଲି କିଛି ଗଣମାଧ୍ୟମ ପ୍ରତିନିଧି ସୋମ୍ୟଙ୍କ ଘରକୁ ଯାଇଥିଲେ ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ନେବା ପାଇଁ ହେଲେ ପରିବାର ଲୋକ ଟିକେ କବାଟ ଖୋଲି ବନ୍ଦ କରି ଦେଇଥିଲେ ଆଉ କୌଣସି ପ୍ରତିକ୍ରିୟା ଦେବା ପାଇଁ ସେ ମନା କରିଦେଇଥିଲେ । ତେବେ ବନ୍ଧୁଗଣ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *