ଶ୍ଵେତା ଆତ୍ମହତ୍ୟା ମାମଲା: ଭୋ-ଭୋ ହେଇ କାନ୍ଦିଲେ ଶ୍ଵେତାଙ୍କ ଭାଇ, ଶ୍ଵେତାଙ୍କ ବୟଫ୍ରେଣ୍ଡ ବିଷୟରେ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ୨୬ ବର୍ଷୀୟ ଶ୍ଵେତାଙ୍କ ଆତ୍ମହତୟଆ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଶ୍ଵେତାଙ୍କ ଅତମହତୟଆ ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତୟଆ କରିଲେ ଆଉ ତାମହତୟଆ ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ ।

ପରିବାର ଲୋକେ ଆତ୍ମହତୟଆ ପଛରେ ବ୍ଲଆକ-ମେଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଆଉ ସନ୍ଦେହ ଘେରରୁ ତାଙ୍କ ପୁରୁଷ ବନ୍ଧୁ ଆସୁଛନ୍ତି । ଶ୍ଵେତାଙ୍କ ମୃତ ଶରୀର ପାଖକୁ ଏକ ଡାଏରୀ ଜବତ ହୋଇଥିଲା ସେହି ଡାଏରୀରେ ସୋମ୍ୟଜିତ ନାମକ ତାଙ୍କ ପୁରୁଷ ବନ୍ଧୁ ବିଷୟରେ ସେ ଉଲ୍ଲେଖ କରିଥିଲେ । ଅନେକ ଦିନ ପର୍ଯ୍ୟନ୍ତ ଉଭୟ ପରସ୍ପର ସହ ପ୍ରେମ ସମ୍ପର୍କ ରଖିଥିଲେ ।

ସୋମ୍ୟଜିତ ମଧ୍ୟ ଜଣେ ଇଞ୍ଜିନିୟର ଥିଲେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବନ୍ଧୁଗଣ ଏବେ ସୋମ୍ୟଜିତଙ୍କୁ ପୋଲିସ ପଚରା ଉଚରା କରିବ । ତେବେ ଏହାରି ମଧ୍ୟରେ ଶ୍ଵେତାଙ୍କ ଭାଇ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି-‘ମୋ ଭଉଣୀ ଆତ୍ମହତୟଆ କରିବାକୁ ବାଧ୍ୟ ହେଲା ଏହାର କାରଣ ହେଉଛି ସେ ସୋମ୍ୟଜିତ ମୋ ଭଉଣୀକୁ ମେଣ୍ଟାଲ ,ଫିଜିକାଲ ଫାଇନାନସିଆଲ ଟର୍ଚର କରିଛି ।

ସେ ଯେହେତୁ ଇଣ୍ଡିପେଣ୍ଡେଡ ଲେଡି ଥିଲା ସେ ଟଙ୍କା ରୋଜଗାର କରୁଥିଲା ଆମେ କେବେ ତାର ଟଙ୍କା ପ୍ରତି ଆଶା କରିନୁ । ଓଲଟା ଆମେ ତାକୁ ଆମ ସକ୍ଷମତା ଅନୁସାରେ ତାକୁ ବହୁତ ସାହାର୍ଯ୍ୟ କରିଛୁ ଯେମିତି ସେ ଏକ ଭଲ ଲାଇଫ ଷ୍ଟାଇଲ ମେଣ୍ଟେନ କରୁ । ହେଲେ ମୁଁ ଗୋଟେ ହତଭାଗ୍ୟ ଭାଇ ଯିଏ କି ତାର ଭଉଣୀର ମୁଖାଗ୍ନି ଦେଇଛି । ସେ ମୋ ଭଉଣୀକୁ ବ୍ଲଆକ-ମେଲ କରୁଥିଲା ଟଙ୍କା ସେ ମାଗୁ ଥିଲା ନା ନାହିଁ ମୁଁ ଜାଣିନି ସେ ୨୦୨୦ରୁ ମୋ ଭଉଣୀକୁ ବ୍ଲଆକ-ମେଲ କରି ଆସୁଥିଲା ।

ଏକ ତରଫା ପ୍ରେମ ପ୍ରଥମେ ଥିଲା ସେ ଟୋକା ହାତ କାଟି ତାକୁ ବାଧ୍ୟ କରିଲା ହେଲେ ବ୍ଲଆକ-ମେଲ କରି ସେ ମୋ ଭଉଣୀକୁ ମାରିଦେଲା । ମୋର ଆଉ କିଛି ନାହିଁ ମୁଁ ମୋ ଭଉଣୀକୁ ହାରି ଦେଲି ପ୍ରଶାସନ ଠିକ ନିଷ୍ପତ୍ତି ନେବ । ଆମେ ଲାଜରେ କହି ପାରୁନୁ କଣ ହେଇଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *