Software Engineer ଶ୍ଵେତା ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ବୟଫ୍ରେଣ୍ଡ ଶ୍ଵେତଙ୍କ ସହ କରିଥିଲେ ଏହି ସାଂଘାତିକ କାଣ୍ଡ…

ବନ୍ଧୁଗଣ ୨୬ ବର୍ଷୀୟ ଶ୍ଵେତାଙ୍କ ଆତ୍ମହତୟଆ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଶ୍ଵେତାଙ୍କ ଅତମହତୟଆ ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତୟଆ କରିଲେ ଆଉ ତାମହତୟଆ ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ । ପରିବାର ଲୋକେ ଆତ୍ମହତୟଆ ପାଇଁ ଉସ୍କେଇ ଥିବାର ଅଭିଯୋଗ ଆଣିଛନ୍ତି ।

ଆଉ ସନ୍ଦେହ ଘେରରୁ ତାଙ୍କ ପୁରୁଷ ବନ୍ଧୁ ଆସୁଛନ୍ତି । ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁକୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଶ୍ଵେତାଙ୍କ ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଛନ୍ତି ସେମାନେ ସିଧା ସଳଖ ଲେଖିଛନ୍ତି ଯେ, ବ୍ଲଆକ-ମେଲ ଯୋଗୁଁ ତାଙ୍କ ଝିଅ ଆତ୍ମହତୟଆ କରିଛି ।

ଏହାକୁ ନେଇ ପୋଲିସ ଆତ୍ମହତୟଆକୁ ନେଇ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି । ଯେତେବେଳେ ଶ୍ଵେତାଙ୍କ ମୃତ ଦେହ ମିଳିଥିଲା ସେଠାରେ ତାଙ୍କର ଏକ ଡାଏରୀ ମଧ୍ୟ ମିଳିଥିଲା । ସେହି ଡାଏରୀରେ ବହୁତ କିଛି ତଥ୍ୟ ଥିଲା ଆଉ ସେ ଡାଏରୀରେ ସେ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଭଲ ପାଉଥିବା କଥା ଉଲ୍ଲେଖ କରିଥିଲେ । ସେହି ବ୍ୟକ୍ତିଙ୍କ ନାମ ସୋମ୍ୟଜିତ ବୋଲି ଜଣା ପଡିଛି ।

ସୋମ୍ୟ ଏକ ଘରୋଇ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ । ଶ୍ଵେତା ଆଉ ସୋମ୍ୟଜିତଙ୍କର ସମ୍ପର୍କ ପୂର୍ବରୁ ରହିଥିଲା ଓ ଶ୍ଵେତା ତାଙ୍କୁ ହୃଦୟରୁ ଭଲ ପାଉଥିଲେ । ତେବେ ମୃତ୍ୟୁ ପୂର୍ବରୁ ଜଣେ ଯୁବତୀ କାହିଁକି ତାଙ୍କର ପର୍ଶନାଲ ଲାଇଫ ବିଷୟରେ ଲେଖିଲେ ଆଉ କଣ ପାଇଁ ସେ ସୋମ୍ୟଜିତଙ୍କ ବିଷୟରେ ଲେଖିଛନ୍ତି । ସୋମ୍ୟଜିତଙ୍କ ବିଷୟରେ ଲେଖି ସେ କଣ ଇଙ୍ଗିତ କରିବାକୁ ଚାହୁଁ ଛନ୍ତି ।

ତେଣୁ ବର୍ତ୍ତମାନ ସୁଧା ପୋଲିସ ତଦନ୍ତ ଆରମ୍ଭ କରିଛି ଆଉ ଅନ୍ୟ ପଟେ ପୋଷ୍ଟ ମଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ଥିଲା ବ୍ଲଆକ-ମେଲ ଆଉ ବ୍ଲଆକ-ମେଲ ସହ ପୁରୁଷ ବନ୍ଧୁଙ୍କ ସମ୍ପର୍କ ରହିଛି କି ଏହାକୁ ଏଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *