ନମସ୍କାର ବନ୍ଧୁଗଣ, ଶାଶୁ ଶ୍ବଶୁରଙ୍କ ନାଁ ରେ ଅଭିଯୋଗ ଆଣିଲେ ବୋହୁ । ଅଭିଯୋଗ ଥିଲା ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଛନ୍ତି ଶାଶୁ ଶ୍ଵଶୁର କିନ୍ତୁ ଘଟଣାଟି ସଂପୂର୍ଣ୍ଣ ଭାବେ ଓଲଟା । ପୁଅ ବୋହୁ ମିଶି ବାପା ମାଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦ୍ବାରା ଅଭିଯୋଗ ଆଣିଛନ୍ତି ବୃଦ୍ଧ ଦମ୍ପତି । ଏମିତିକି ଗୋଡ ହାତ ମଧ୍ୟ ଭାଙ୍ଗି ଦେଇଛନ୍ତି ଯାହା ପାଇଁ ବୃଦ୍ଧ ଦମ୍ପତି ଆଇନ ଓ ଆଇନଜୀବୀଙ୍କର ଆଶ୍ରୟ ନେଇଛନ୍ତି ।
ଶାଶୁ କହିଛନ୍ତି ବୋହୁ କାହାକୁ ମାନେ ନାହି ବାହାଘରର ଏକ ବର୍ଷ ପରେ ବୋହୁ ନିଜର ଅସଲ ରୂପ ଦେଖାଇଲା । ବୋହୁ ଶାଶୁ ଶ୍ଵଶୁରଙ୍କୁ ମା-ଡ ମଧ୍ୟ ମା-ରି-ଛନ୍ତି । ପୁଅ ବୋହୁ ଯାହା କହୁଛି ତାହା ଶୁଣିଛି କିନ୍ତୁ ବାପା ମାଙ୍କ କଥା କିଛି ବି ଶୁଣି ନାହାନ୍ତି । ପୁଅ ଖାଲି ପ୍ରମାଣ ଦେଖିବାକୁ ଚେଷ୍ଟା କରିଲା କଣ ହୋଇଛି କଣ ନାହି । ବର୍ତ୍ତମାନ ବୋହୁ ମହିଳା ଥାନାରେ କେସ କରିଛି ଆଗକୁ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି ବୃଦ୍ଧା ଦମ୍ପତି ।
ଶାଶୁ କହିଛନ୍ତି ପୁଅ ଜନ୍ମ କରିଥିଲେ ଏତେ କଷ୍ଟ କରି ଆଶା ରଖିଥିଲେ ବୋହୁ ଆସିଲେ ସେବା କରିବ ନାତି ନାତୁଣୀ ଖେଳେଇବେ କଣ ତାଙ୍କୁ ମାଡ ଖାଇବାକୁ ପଡୁଛି ଆଉ କାନ୍ଦି କାନ୍ଦି ଦିନ ବିତୁଛି । ଯେତେବେଳେ ବୋହୁ ଶାଶୁ ଶ୍ବଶୁରକୁ ନି-ର୍ଯା-ତନା ଦେବା ଆରମ୍ଭ କରିଲେ ସେମାନେ ଥାନା କୁ ଯାଇଛନ୍ତି ଅଭିଯୋଗ ମଧ୍ୟ କରିଛନ୍ତି କିନ୍ତୁ କିଛି ଫଳ ମିଳିଲା ନାହି । ଥାନାକୁ ଦୌଡି ବୃଦ୍ଧ ଦମ୍ପତି ଥକି ପଡିଲେଣି କିନ୍ତୁ ଏ ଯାଏଁ ନ୍ୟାୟ ମିଳିଲା ନାହି ।
ଦୀର୍ଘ ୪ ବର୍ଷ ହେଲା ଏହି ଘଟଣା ଲାଗି ରହିଛି । ଶ୍ଵଶୁର ବୋହୁ ସହ ଖରାପ ବ୍ୟବହାର କରିଛନ୍ତି ଆଉ ଖରାପ ନଜର ରେ ଦେଖିଛନ୍ତି ଯେଉଁ ଅଭିଯୋଗ ଆସିଛି ତାହାକୁ ନେଇ ଶ୍ଵଶୁର କହିଛନ୍ତି କି ଶ୍ଵଶୁର ଗୋଟେ ବାପ ସମାନ ସେ କେମିତି ଏ ସବୁ କରିପାରିବ । ଆଜି ଯାଏଁ ଶ୍ଵଶୁର ବୋହୁକୁ ମା ଲୋ ଝିଅ ଲୋ କହି ଡାକନ୍ତି କେବେ ନାଁ ଧରି ନାହାନ୍ତି ।
ରାତି ୮ଟା ବେଳେ ବୋହୁ ବାରମ୍ବାର କଦଳୀ ଗଛ ପାଖକୁ ଯାଏ ଦିନ ଦ୍ଵିପହରରେ ଯାଏଁ ଏହାର କାରଣ କଣ ହୋଇପାରେ ବୋଲି ଶ୍ଵଶୁର କହିଛନ୍ତି । ଶ୍ଵଶୁର ବସିଥିବ ଆଉ ବୋହୁ ଅ-ଶ୍ଳୀ-ଳ ଭାବେ ବସିଥିବ ଏଟା କଣ ଠିକ ଏବଂ ଗାଧୁଆ ଘର ନିଜେ ବୃଦ୍ଧ ଦମ୍ପତି ସଫା କରୁଛନ୍ତି ବୋଲି କହିବା କଣ ଭୁଲ ହୋଇଗଲା ବୋହୁକୁ । ବୃଦ୍ଧ ଦମ୍ପତିଙ୍କ ଗାଁ ଲୋକେ ଥାନାକୁ ଯାଇ ବୋହୁ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ପୁଅକୁ କୌଣସି ମେଡ଼ିସିନ ଦିଆଯାଇଛି ସେଥିପାଇଁ ବୋହୁ ଆଜି ଏମିତି କାଣ୍ଡ ଘଟାଉଛି ।
ପୁଅ ମୋର ମରିଯାଇଛି ଥାନାରୁ ମହିଳା ସମିତିକୁ ଆଣିସାରିଲାଣି ପୁଅ ବାପା ମାଙ୍କୁ ଏମିତିକି ଥାନାରୁ ଯଦି ନ୍ୟାୟ ନ ମିଳେ ତେବେ ବିଷ ପିଇ ମାରିବେ ବୋଲି ବୃଦ୍ଧ ଜଣକ କହିଛନ୍ତି । ସତରେ ବୃଦ୍ଧ ଦାମ୍ପତ୍ୟଙ୍କ ସହ ଯାହା ହେଉଛି ତାହା ସଂପୂର୍ଣ୍ଣ ଭୁଲ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।