ଏମାନେ ହେଲେ ସୁଟିଂ ସେଟରୁ ଭଲ ପାଇ ବିବାହ କରିଥିବା ଓଡିଆ ସେଲିବ୍ରିଟି, 6 ନଂ ଯୋଡି ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କେତେକ କଳାକାର ନିଜ ଲଭ ଅଫେୟାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଓଡିଆ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ କରିଛନ୍ତି ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ । ୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆପଣ ମାନେ ଉଭୟଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସୁଟିଙ୍ଗରେ ଉଭୟ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ଅଧିକ ପସନ୍ଦ କରନ୍ତି ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ତୁଷାର ଓ ଅଭିନେତ୍ରୀ ମାହି । ଆପଣ ମାନେ ଏ ଦୁଇଜଣଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ସିରିଏଲ ଦୁନିଆରୁ ଏ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି ଓ ଏବେ ଦୁହେଁ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୁଭାସିସ ଓ ଆନିଶା । ଆପଣ ମାନେ ସୁଭାସିସ ଓ ଆନିଶାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଉଭୟ ସୁଟିଙ୍ଗ ସେଟରେ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବେ ଉଭୟଙ୍କର ଗୋଟେ କୁନି ଝିଅ ଅଛି ଆଉ ଏମାନେ ବହୁତ ଖୁସିରେ ରହୁଛନ୍ତି ।

୪. ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାଜୁ ଓ ଭୈରବୀ । ଆପଣ ମାନେ ସମସ୍ତେ ରାଜୁ ଓ ଭୈରବୀଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଉଭୟଙ୍କ ଲୋକପ୍ରିୟତା ଓଡିଶାରେ ବେସ ଅଧିକ ରହିଛି । ରାଜୁ ଓ ଭୈରବୀ ସୁଟିଙ୍ଗରେ ସେଟରେ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

୫. ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଜିନା ଓ ରୁଦ୍ର । ଆପଣ ମାନେ ସମସ୍ତେ ଜିନା ଓ ରୁଦ୍ରଙ୍କୁ ନିଶ୍ଚୟ ଜାଣିଥିବେ । ଆପଣ ମାନେ ଉଭୟ ଜିନା ଓ ରୁଦ୍ରଙ୍କୁ ବହୁତ ସାରା ସିରିଏଲ ଏବଂ ଆଲବମରେ ନିଶ୍ଚୟ ଦେଖିଥିବେ । ଜିନା ଓ ରୁଦ୍ର ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ବହୁତ ଖୁସିରେ ରହୁଛନ୍ତି ।

୬. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି । ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ତ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଉଭୟ ପରସ୍ପରକୁ ସୁଟିଙ୍ଗ ସେଟରେ ଭଲ ପାଇ ବିବାହ କରିଛନ୍ତି । ଉଭୟଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ଅଧିକ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *