ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ଲୋକ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ ଅଗଷ୍ଟ 15 ତାରିଖ ଦିନ ଆମ ଭାରତରେ ସମସ୍ତ ଲୋକ 75 ତମ ସ୍ଵାଧୀନତା ଦିବସ ବେସ ଧୁମଧାମ ରେ ପାଳନ କରିଥିଲେ । ତେବେ ବନ୍ଧୁଗଣ ଏହି ସ୍ଵାଧୀନତା ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗଣମାଧ୍ୟମ କିଛି ଯୁବକ-ଯୁବତ ମାନଙ୍କୁ ସ୍ଵାଧୀନତା ଦିବସ ବିଷୟରେ କିଛି ପ୍ରଶ୍ନ ପଚାରୁଛନ୍ତି ।
ଆମ ଦେଶ ସ୍ଵାଧୀନତା କେବେ ହୋଇଥିଲା ଆମ ଦେଶର ରାଷ୍ଟ୍ରପତି କିଏ ଆଦି ଏହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ସେମାନେ ପଚାରିଥିଲେ ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଆମ ରାଜ୍ୟରେ ଏମିତି ଅନେକ ଯୁବକ-ଯୁବତୀ ଅଛନ୍ତି ଯେଉଁ ମାନେ ଆମ ଦେଶ ସ୍ଵାଧୀନତା କେବେ ହୋଇଥିଲା ତାହା ଜାଣି ନାହାନ୍ତି । କିଛି ଲୋକ ଇଣ୍ଡିପେଣ୍ଡେନ୍ସ ଡେର ଓଡିଆ କଣ ବି ଜାଣି ନାହାନ୍ତି ।ଅଧିକାଂଶ ଲୋକ 1947 ମସିହାରେ ଆମ ଦେଶ ସ୍ଵାଧୀନତା ହୋଇଥିଲା ବୋଲି କହିଛନ୍ତି ହେଲେ କେଉଁ ତାରିଖରେ ହୋଇଥିଲା ତାହା ସେମାନେ ଜାଣି ନାହାନ୍ତି ।
ବନ୍ଧୁଗଣ ଏ ଯୁବ ସମାଜ ଏବେ କେଉଁ ଦିଗରେ ଯାଉଛି ତାହା ଆପଣ ଏ ଭିଡିଓ ଦେଖିଲେ ଜାଣି ପାରିବେ । ଦେଶ କେବେ ସ୍ଵାଧୀନତା ହୋଇଥିଲା ତାହା ତ ପ୍ରତ୍ୟକ ଭାରତୀୟ ମାନଙ୍କୁ ଜାଣିବା ଦରକାର ହେଲେ କିଛି ଯୁବପିଢି ଏହା ବିଷୟରେ ଜାଣି ନାହାନ୍ତି । ଏହା ହେଉଛି ଏକ ଲଜ୍ଜା ଜନକ କଥା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।