ହେ Prabhu ! କମେଡିଆନ Papu Pom Pom ଙ୍କ ଘରକୁ ଆସିଲା ବହୁତ ବଡ ଦୁଃଖ ଖବର, କାନ୍ଦୁଛନ୍ତି ପପୁ…

ନମସ୍କାର ବନ୍ଧୁଗଣ ତେବେ କମେଡି କହିଲେ ଗୋଟିଏ ନାଁ ମନକୁ ଆସେ ତାହା ହେଉଛି ପପୁ ପମ ପମ । ତେବେ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଘରେ ଘରେ ପରିଚିତ ଅଟନ୍ତି । ଏହା ସହିତ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ଦେଖିବାକୁ ଭଲ ମଧ୍ୟ ପାଆନ୍ତି ।

ତେବେ ଓଡ଼ିଶା ଏବଂ ଓଡ଼ିଆ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ପପୁ ପମପମ ବାସ କରନ୍ତି । ତେବେ ସ ନିଜର ସୁନ୍ଦର ଅଭିନୟ ଏବଂ ଅନ୍ଦାଜ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି । ତେବେ ସେ ନିଜ କମେଡି ମାଧ୍ୟମରେ ଲୋକ ମାନଂକୁ ହସାଇବା ରେ ସଫଳତା ମଧ୍ୟ ହୋଇ ପାରିଛନ୍ତି । ଏହା ସହିତ ଏଭଳି କୌଣସି ବ୍ୟକ୍ତି ନାହିଁ ଯେ ତାଙ୍କ ଅଭିନୟ ଦେଖି ନ ହସି ରହି ପାରିବ ।

ତାଙ୍କର ଅଭିନୟ ବାସ୍ତବରେ ଲୋକ ମାନଙ୍କୁ ଖୁବ ଆକର୍ଷିତ ମଧ୍ୟ କରିଥାଏ । ଏହା ସହିତ ପପୁ ପ୍ରଥମ ଓଡ଼ିଆ ହାସ୍ୟ ଅଭିନେତା ଯେ କି ମୁଖ୍ୟ ଚରିତ୍ର ରେ ମଧ୍ୟ ସିନେମା ରେ ଅଭିନୟ କରିଛନ୍ତି । ସେ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ଏବଂ ସବୁ ସିନେମା ରେ ତାଙ୍କର ଅଭିନୟ ବହୁତ ଭଲ ହୋଇଥାଏ ଲୋକମାନେ ପସନ୍ଦ କରନ୍ତି ତାଙ୍କର ସବୁ ଚରିତ୍ର କୁ ।

ତେବେ ବର୍ତ୍ତମାନ ପପୁ ସିନେମା ଏବଂ ୟୁଟଯୁବ ରେ ଗୀତ ମଧ୍ୟ ଗାଇ ଏବଂ ମିୟୁଜିକ ଭିଡିଓ ମଧ୍ୟ ବନାଉ ଛନ୍ତି ଏବଂ ତାଦ୍ୱାରା ମଧ୍ୟ ସେ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ପପୁ ଙ୍କର ଦୁଇଟି ସନ୍ତାନ ରହିଛି ଜଣେ ପୁଅ ଏବଂ ଜଣେ ଝିଅ । ପୁଅ ର ବୟସ ୧୭ ଏବଂ ଝିଅ ର ବୟସ ୧୨ତେବେ ତାଙ୍କ ପୁଅ ଦେଖିବାକୁ ବହୁତ ଭଲ ଏବଂ ନମ୍ର ମଧ୍ୟ ତେବେ ସେ ଓଲିଉଡ ରେ ହିରୋ ହେବେ ବୋଲି କହିଛନ୍ତି । ଏହା ଛଡା ଝିଅ ବର୍ତ୍ତମାନ ପାଠ ପଢିବାରେ ମନ ଲଗାଉଛି ।

ତେବେ ସବୁବେଳେ ହସୁଥିବା ମଣିଷ ବର୍ତ୍ତମାନ ଦୁଃଖ ରେ ଭାଂଗି ପଡିଛି । ତେବେ ବର୍ତ୍ତମାନ ପପୁ ପମପମ ଙ୍କ ଘରେ ଏକ ଶୋକ ର ବାଦଲ ଆସି ଯାଇଛି । ତେବେ ପପୁ ପମ ପମ ନିଜର ସବୁଠୁ ପ୍ରିୟ ମଣିଷ କୁ ହରେଇ ଦେଇଛନ୍ତି । ତେବେ ସେହି ପ୍ରିୟ ମଣିଷ ହେଉଛନ୍ତି ତାଙ୍କ ବାପା ।

ତେବେ ପପୁ ନିଜେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହି ଦୁଃଖଦ ଖବର ର ସୂଚନା ଦେଇଛନ୍ତି । ତେବେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଆଶ୍ୱାସନା ଦେବା ସହ ତାଙ୍କ ସହ ଶୋକ ମଧ୍ୟ କରିଛନ୍ତି । ତେବେ ଆମେ ବି ଈଶ୍ୱରଙ୍କ ସମ୍ମୁଖରେ ପାର୍ଥନା କରୁଛୁ କି ତାଙ୍କ ବାପାଙ୍କ ଆତ୍ମା କୁ ଶାନ୍ତି ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *