ଏମାନେ ହେଉଛନ୍ତି South ଇଣ୍ଡଷ୍ଟ୍ରିର ଲୋକପ୍ରିୟ ହୀରୋ ଓ ହିରୋଇନ ମାନଙ୍କର Real life ଭାଇ ଓ ଭଉଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏବେ ସାଉଥ ଇଣ୍ଡଷ୍ଟ୍ରି ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଉପରେ ଅଛି । ସାଉଥ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ବି ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ କଳାକାର ମାନଙ୍କ ରିଅଲ ଲାଇଫ ଭାଇ ଓ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଅନୁସ୍କା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ସୁନ୍ଦରୀ ଅଭିନେତ୍ରୀ ଅନୁସ୍କା ସେଟି । ଆପଣ ମାନେ ସମସ୍ତେ ଅନୁସ୍କାଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ଅନୁସ୍କାଙ୍କର ଦୁଇଟି ଭାଇ ଅଛନ୍ତି ତାଙ୍କ ନାମ ହେଉଛି ସାଇ ରମେଶ ସେଟି ଓ ଗୁଲ ରଞ୍ଜନ ସେଟି ।

ରକୁଲ ପ୍ରୀତ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ରକୁଲ କେବଳ ସାଉଥ ନୁହେଁ ବଲିଉଡ ଇଣ୍ଡଷ୍ଟ୍ରିରେ ବି ଅନେକ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ରକୁଲଙ୍କର ଏକ ସାନ ଭାଇ ଅଛନ୍ତି ଯାହାଙ୍କର ନାମ ହେଉଛି ଅମନ ପ୍ରୀତ ସିଂହ ।

ରାମ ପୋଥିନେନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ରାମ ପୋଥିନେନୀ । ରାମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରାମଙ୍କର ଗୋଟେ ଭାଇ ଓ ଗୋଟେ ଭଉଣୀ ଅଛନ୍ତି । ତାଙ୍କ ଭଉଣୀଙ୍କ ନାମ ହେଉଛି ମଧୁସ୍ମିତା ପୋଥିନେନୀ ଓ ତାଙ୍କ ଭାଇଙ୍କ ନାମ ହେଉଛି ରବି କିଶୋର ।

ରାମ ଚରଣ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରାମ ଚରଣ । ରାମଙ୍କ ଲାଇଫ ଷ୍ଟାଇଲ ଓ ତାଙ୍କ ଜବରଦସ୍ତ ଅଭିନୟକୁ ସମସ୍ତେ ବେସ ପସନ୍ଦ କରନ୍ତି । ରାମ ଚରଣଙ୍କର ଦୁଇଟି ଭଉଣୀ ଅଛନ୍ତି ସେମାନଙ୍କ ନାମ ହେଉଛି ଚିରଞ୍ଜିଭି ଶ୍ରେଯା ଓ ଚିରଞ୍ଜିଭି ସୁସ୍ମିତା । ଉଭୟ ଭଉଣୀ ବିବାହ କରି ଏବେ ବହୁତ ଖୁସିରେ ରହୁଛନ୍ତି ।

ତାପସୀ ପନୁ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ତାପସୀ ପନୁ । ତାପସୀଙ୍କୁ ଆପଣ ମାନେ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ତାପସୀ ସାଉଥ ଇଣ୍ଡଷ୍ଟ୍ରି ସହ ବଲିଉଡ ଇଣ୍ଡଷ୍ଟ୍ରିରେ ବି କାମ କରିଛନ୍ତି । ତାପସୀଙ୍କର ଗୋଟେ ସାନ ଭଉଣୀ ଅଛି ଯାହାର ନାମ ହେଉଛି ସଗୁନ ପନୁ ।

Leave a Reply

Your email address will not be published. Required fields are marked *