ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ରାଜ୍ୟରେ ପ୍ରେମ ଓ ସ୍ଵାମୀ-ସ୍ତ୍ରୀ ବିବାଦ ବହୁତ କ୍ଷେତ୍ରରେ ଦେଖାଯାଏ । କେତେବେଳେ ସ୍ଵାମୀ-ସ୍ତ୍ରୀର ଜୀବନ ନିଏ ତ କେତେବେଳେ ସ୍ତ୍ରୀ ନିଜ ସ୍ଵାମୀର ଜୀବନ ନିଏ ।
ହେଲେ ଏବେ ସାମ୍ନାକୁ ଆସିଛି ଏକ ଭିନ୍ନ ଚିତ୍ର ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ଛାତି ଥରି ଯିବ । ସ୍ଵାମୀର ମୃତ ଖବର ପାଇବା ସ୍ତ୍ରୀ ଜୀବନ ହାରିବାକୁ ଉଦ୍ୟମ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବାଲିଚନ୍ଦ୍ର ପୁର ଥାନା ମହାଦେଇ ପୁର ଗାଁରେ । ଗତ କାଲି ବିଳମ୍ବିତ ରାତିରେ କେଶବ ଚନ୍ଦ୍ର ଜେନାଙ୍କ ପୁଅ ଉମାକାନ୍ତ ଜେନା ଘରେ ସୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା ।
ପରିବାର ଲୋକେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଲେ । ପରେ ସ୍ଵାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀ ରାନୀ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ସେପଟେ ସ୍ଵାମୀ ଉମାକାନ୍ତଙ୍କ ମର ଶରୀର ଗାଁକୁ ଫେରୁଥିବା ବେଳେ ଏପଟେ ସ୍ତ୍ରୀଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା ।
ଅବସ୍ଥା ସଙ୍କଟପୂର୍ଣ୍ଣ ହେବାରୁ ଡାକ୍ତର କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏବେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୀରିବା ପାଇଁ କାମନା କରୁଛନ୍ତି ସ୍ଥାନୀୟ ବାସିନ୍ଧା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁରା ଗାଁ ସ୍ତବ୍ଦ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।