ଦିନେ ଟଙ୍କା ପାଇଁ ଏହି 7 ଜଣ ହିରୋଇନ କରୁଥିଲେ deha ବେପାର, ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା ପୋଲିସ, ଜାଣନ୍ତୁ କିଏ ଏହି ସୁନ୍ଦରୀ ମାନେ

ନମସ୍କାର ବନ୍ଧୁଗଣ ତେବେ ବଲିଉଡରେ ନାଁ କମାଇବାକୁ ସମସ୍ତେ ଇଚ୍ଛା କରିଥାନ୍ତି । ରାତାରାତି ସୁପର ଷ୍ଟାର ହେବାକୁ ସମସ୍ତେ ଚାହିଥାନ୍ତି । ତେବେ କିଛି କ୍ଷେତ୍ରରେ ଏମିତି କେତେ ଜଣ ଅଛନ୍ତି ଯେଉଁ ମାନେ ଲୋକଲୋଚନକୁ ଆସି ମଧ୍ୟ ନିଜ କ୍ଯାରିୟର ନିଜେ ସେକ୍ସ ରାକେଟ ରେ ଲିପ୍ତ ରହି ଧୂଳିସାତ କରି ଦିଅନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏହି କାମ କରି ନିଜର କ୍ଯାରିୟର ବରବାତ କରି ଦେଇଛନ୍ତି ।

ନ୍ତାଧାରା ସବୁ ଯୁବ ପିଢୀ ମଧ୍ୟରେ ରହିଥାଏ । ଆଉ କିଛି କ୍ଷେତ୍ରରେ ଝିଅ ମାନେ ମଧ୍ୟ ଦୀପିକା ପାଦୁକନ ଓ କ୍ଯାଟ୍ରିନା କେଫ ଭଳି ହିଟ ଅଭିନେତ୍ରୀ ହେବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜର ମେହନତ ଦ୍ଵାରା ବଲିଉଡରେ ରାଜ କରିଥାନ୍ତି । କିନ୍ତୁ ଅନ୍ୟ କ୍ଷେତ୍ରରେ କଳକାର ମାନେ ଯେତେ ପରିଶ୍ରମ କରିଲେ ମଧ୍ୟ ବଲିଉଡରେ ଜାଗା ପାଇ ପାରନ୍ତି ନାହିଁ ଆସନ୍ତୁ ଜାଣିନେବା ସେହି ମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛନ୍ତି ଶ୍ଵେତା ବାସୁ ପ୍ରସାଦ । ଅଭିନେତ୍ରୀ ଶ୍ଵେତା ଶିଶୁ କଳାକାର ଭାବେ “ମକଡି” ଫିଲ୍ମରେ ଅଭିନୟ କରିଥିଲେ । ଏହା ଛଡା ବଲିଉଡରେ ମଧ୍ୟ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ୨୦୧୪ରେ ବନଯାରା ହିଲ୍ସ ଆପାର୍ଟମେଣ୍ଟ ରେ କଳା କାରନାମା କରୁଥିବାର ଧରା ପଡିବା ପରେ ତାଙ୍କର କ୍ଯାରିୟର ବରବାତ ହୋଇ ଯାଇଥିଲା ।

୨- ଦ୍ଵିତୀୟ ରେ ହେଉଛନ୍ତି ସେର୍ଲିନ ଚୋପଡା । ତେବେ ଅଭିନେତ୍ରୀ ସେର୍ଲିନ ଚୋପଡା ନିଜର ହଟନେସ ଓ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ କଳା କାରନାମା କରୁଥିବାର ନିଜେ ମିଡିଆ ଆଗରେ କହିଥିବାରୁ ତାଙ୍କର କ୍ଯାରିୟର ଧୂଳିସାତ ହୋଇ ଯାଇଥିଲା ।

୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ । ୨୦୧୨ରେ ଫିଲ୍ମ “ଲାଇଫ ତୋ ଲଗ ଗଇ” ରେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ଅଭିନୟ କରିଥିଲେ । ୨୦୧୪ରେ ତାଙ୍କ ଘରେ ରେଡ କରା ଯାଇଥିଲା । ସେହି ସମୟରେ ସେ ଅନେକ ପୁରୁଷଙ୍କ ସହ ଧରା ପଡିବା ସହ ତାଙ୍କ ଘରକୁ ବ୍ଲୁ ଫିଲ୍ମର କ୍ୟାସେଟ ଜବତ ହୋଇଥିଲା । ଏହା ପରେ ତାଙ୍କ କ୍ଯାରିୟର ବରବାତ ହୋଇ ଯାଇଥିଲା ।

୪- ଚତୁର୍ଥ ରେ ହେଉଛନ୍ତି ସାଇରା ବାନୋ । ୨୦୧୦ ଅଗଷ୍ଟ ୨୩ରେ ହାଇଦ୍ରାବାଦର ଗୋଟେ ବଡ ସେକ୍ସ ରାକେଟ ରେ ଅଭିନେତ୍ରୀ ସାଇରା ବାନୋ ଧରା ପଡିଥିଲେ । ଏହା ପରେ ତାଙ୍କର କ୍ଯାରିୟର ବରବାଦ ହୋଇ ଯାଇଥିଲା ।

୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ଏସ ଅଂଶାରି । ଅଭିନେତ୍ରୀ ଏସ ଅଂଶାରି “ଚାଲତେ ଚାଲତେ” ଓ “ଓମ ଶାନ୍ତି ଓମ” ଫିଲ୍ମରେ ନଜର ଆସିଥିଲେ । ଜ୍ୟୋତପୁରର ରାଏକାବାଦ ପାଖରେ ୨୦୧୩ ନଭେମ୍ବର ୫ରେ ଦେହ ବ୍ୟାପାର କରୁଥିବା ମାମଲାରେ ପୋଲିସ ଦ୍ଵାରା ଗିରଫ ହୋଇଥିଲେ । ଏହା ପରେ ତାଙ୍କର କ୍ଯାରିୟର ଧୂଳିସାତ ହୋଇ ଯାଇଥିଲା ।

୬- ଷଷ୍ଠ ରେ ହେଉଛନ୍ତି ଅଭିନେତ୍ରୀ ଭୁବନେଶ୍ଵରୀ । ତେବେ ଭୁବନେଶ୍ଵରୀ ଅନେକ ବି ଗ୍ରେଡ ଫିଲ୍ମରେ କାମ କରିଛନ୍ତି । ସାଉଥ ଅଭିନେତ୍ରୀ ଭୁବନେଶ୍ଵରୀ ମଧ୍ୟ ଦେହ ବ୍ୟାପାର କରିବା ହେତୁ ସେକ୍ସ୍ ରାକେଟରେ ଧରା ପଡିଥିଲେ । ତାଙ୍କୁ ପୋଲିସ ଗିରଫ କରିଥିଲା ଯାହା ଫଳରେ ତାଙ୍କ କାରିୟର ବରବାଦ ହୋଇ ଯାଇଥିଲା ।

୭- ସପ୍ତମ ରେ ହେଉଛନ୍ତି ଅଭିନେତ୍ରୀ ଦିବ୍ୟାଶ୍ରୀ । ତେବେ ଦିବ୍ୟାଶ୍ରୀ ଜଣେ ତେଲେଗୁ ଅଭିନେତ୍ରୀ । ତେବେ ତାଙ୍କୁ ସେକ୍ସ୍ ରାକେଟ ରେ ରେଡ ହ୍ୟାଣ୍ଡ ଧରିଥିଲା ପୋଲିସ । ତାଙ୍କ ସହ ଅନ୍ୟ କିଛି ମହିଳାଙ୍କୁ ମଧ୍ୟ ଧରିଥିଲା ପୋଲିସ । ଏହି ରେକେଟ୍‌ରେ କିଛି ବଡ଼ ବଡ଼ ବ୍ୟବସାୟୀ ଓ ଖେଳାଳୀ ସାମିଲ ଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *