Big Breaking: ଆସିଲା ବଡ ଖୁସି ଖବର, ପୁରୀରୁ ମିଳିଲା ପ୍ରାକୃତିକ ଗ୍ଯାସ ଓ ପେଟ୍ରୋଲର ସନ୍ଧାନ, ଦେଖନ୍ତୁ ଏନେଇ କଣ କହିଲା Oil Indian କମ୍ପାନୀ…

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୁରୀରୁ ମିଳିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ । ପୁରୀ ଜିଲ୍ଲା ଗୋପ ତହସିଲର ଦୁଇଟି ଅଞ୍ଚଳରୁ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ ମିଳିଥିବା ନେଇ ସୂଚନା ରହିଛି । ଏହାକୁ ନେଇ ସେଠାରେ ଚାଲିଥିବା ସର୍ଭେ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଆଉ ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆନ କମ୍ପାନୀର ମାଲିକ ଏବଂ ୧୦ ଜଣିଆ ମେମ୍ବରଙ୍କ ଏକ ଟିମ୍ ଯାଇ ସେଠାରେ ପହଞ୍ଚି ୩୭ ଜଣ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଆଲୋଚନା କରିବା ପରେ  ୧୦ କୋଟି ଟଙ୍କାର ଏକ ଚେକ୍ ୩୭ ଜଣ ହିତାଧିକାରୀଙ୍କୁ ପ୍ରଦାନ କରିଛି ଅଏଲ ଇଣ୍ଡିଆନ କମ୍ପାନୀ । ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିବା ନେଇ ନିଜେ ଏନେଇ ସୂଚନା ଦେଇଛି ଅଏଲ ଇଣ୍ଡିଆନ କମ୍ପାନୀ । ପେଟ୍ରୋଲ ଥିବା ଖବର ମିଳିବା ପରେ ଉକ୍ତ ସ୍ଥାନରେ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସ୍ଥାନ ଚିହ୍ନଟ ହେବା ପରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ ଅଏଲ ଇଣ୍ଡିଆନ କମ୍ପାନୀର ମ୍ୟାନେଜର ଓ ମେମ୍ବରମାନେ ।

ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁସୁପୁର ମୌଜାରେ ସାଟେଲାଇଟ ମ୍ୟାପ ଯୋଗେ ସମୁଦାୟ ୮ ଏକର ଜମି ଚିହ୍ନଟ କରାଯାଇଛି । ସେହିପରି ମହଲପଡା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜମି ଚିହ୍ନଟ କରାଯାଇଛି । ଏହି ଚିହ୍ନଟ ହୋଇଥିବା ଜାଗା ଗୁଡିକରେ ଖୁବ ଶୀଘ୍ର ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅଏଲ ଇଣ୍ଡିଆନ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପୁରୀରେ ପ୍ରାକୃତିକ ଗ୍ଯାସ ଓ ପେଟ୍ରୋଲର ସନ୍ଧାନ ମିଳିବା ନେଇ ଏବେ ସ୍ଥାନୋଯା ଅଞ୍ଚଳ ସମେତ ସାରା ରାଜ୍ୟରେ ଆଲୋଚନା ହେଉଛି । କାରଣ ପୂର୍ବରୁ ଏଭଳି ଏକ ଖବର କେବେ ମଧ୍ୟ ଶୁଣିବାକୁ ମିଳି ନଥିଲା । ତେଣୁ ପୁରୀରୁ ଏହି ଖବର ମିଳିବା ପରେ ଓ ଅଏଲ ଇଣ୍ଡିଆନ କମ୍ପାନୀ ଏଥିପ୍ରତି ନିଜର ଆଗ୍ରହ ଦେଖାଇବା ପରେ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କାରଣ ବଡ କଥା ହେଉଛି ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆନ କମ୍ପାନୀର ଜେନେରାଲ ମ୍ୟାନେଜର ଓ ୧୦ ଜଣିଆ ମେମ୍ବରଙ୍କ ଏକ ଟିମ୍ ସ୍ଥାନୀୟ ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ୧୦ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛି । ନିଶ୍ଚିତ ଭାବେ ଆମ ରାଜ୍ୟ ଓଡିଶା ପାଇଁ ଏହା ଏକ ଖୁସି ଖବର ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *