ଦିନେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଉଥିଲେ, ଆଜି ତା’ଙ୍କ ଦୁଃଖ କହିଲେ ନ ସରେ…ଶୁଣିଲେ ଆପଣ ବି କାନ୍ଦି ପକେଇବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ମାନେ କିଛି ନା କିଛି କାରଣ ରୁ ସେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଳ ହୋଇଥାଆନ୍ତି । ତେବେ ବର୍ତ୍ତମାନ ସମୟ ର ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ ଆକ୍ଟିଭ ରାହୁଥିବାର ଆପଣ ମାନେ ଦେଖିଥିବେ ଓ ବର୍ତ୍ତମାନ ସମୟ ରେ ସେମାନ ଙ୍କ ପାଖ ରେ ଗାଡି,ଘର,ଭଲ ଅର୍ଥ ମଧ୍ୟ ଉପର୍ଜନା କରି ନିଜର ଯିବନ କୁ ବେଶ ସୁଖମୟ ରେ କାଟୁଛନ୍ତି ।

ତେବେ କିନ୍ତୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବେଶ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ ପରିଚିତ ଥିଲେ କିନ୍ତୁ ସେ ରୋଗଗ୍ରସ୍ଥ ରେ ପଡିବ ରୁ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ବହୁ ପୁରୁଣା ଚଳଚିତ୍ର ରେ ଅଭିନୟ କରୁଥିଲେ । ଆପଣ ମାନେ ଜାଣିଥିବେ ଯେ ସେତେବେଳେ ଫିଲ୍ମ ରେ ନିଜ ପରିଶ୍ରମ ଅନୁଯାୟୀ ଅର୍ଥ ମିଳୁ ନଥିଲା କିନ୍ତୁ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅଭିନୟ ଜାରି ରଖିଥିଲେ ।

ତେବେ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ମୀରା , ହଁ ବନ୍ଧୁ ଏହି ଅଭିନେତ୍ରୀ ଙ୍କୁ ପ୍ରାୟ ବୟସ୍କ ଲୋକ ଅଧିକ ଜାଣିଥିବେ କାରଣ ସେ ସମୟ ବଡ ବଳବାନ ଚଳଚିତ୍ର ରେ ଅଭିନୟ କରିଥିଲେ । ସେ ଯାଯାବର,ପ୍ରତିଧ୍ଵନି ,ସୁବର୍ଣ ସୀତା, ତ୍ରିନାଥ ମେଳା , ଓଡିଆ ରାମାୟଣ ଭଳି ଅନେକ ଚଳଚିତ୍ର ରେ ଅଭିନୟ କରିଥିଲେ ।

ତେବେ ତାଙ୍କ ଦେହ ଅସୁସ୍ଥ ହେବା କଥା ଜାଣି ସରକାର ମଧ୍ୟ ତାଙ୍କ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ । ପ୍ରଶାସନ ମଧ୍ୟ କିଛି ସହଯୋଗ କରିଥିଲା , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ କିଛି କଳାକାର ମଧ୍ୟ ଆଗେଇ ଆସିଛନ୍ତି ମିର ମହାନ୍ତି ସାହାର୍ଯ୍ୟ କରିବା ପାଇଁ ।


ତେବେ ଦିନେ ଲୋକ ମାନଙ୍କୁ ହସାଉ ଥିବା ଅଭିନେତ୍ରୀ ଆଜି କାନ୍ଦୁଛି ତାର ଚିକିତ୍ସା ପାଇଁ ମୀରା ଙ୍କ ନିଜର କହିଲେ କେହି ନାହାଁନ୍ତି ତାଙ୍କ ମାତ୍ର ଏକ ପୁଅ ଥିଲା ଯିଏ ଏକ ଦୁର୍ଘଟଣା ରେ ମୃତ୍ଯୁ କରିଛନ୍ତି । ମୀରା ଙ୍କୁ ଯଦି ଆଉ କିଛି ଅର୍ଥ ସହଯୋଗ ମିଳିବ ତ ସେ ଚିକିତ୍ସା ହୋଇ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *