‘ସେ ମତେ ଗୋଡେଇ ଗୋଡେଇ…’ ନିଜ Love Life ବିଷୟରେ କହୁ କହୁ ଏ କଣ କହିଦେଲେ ଯାତ୍ରା ହିରୋଇନ Rina, ଦେଖନ୍ତୁ Video

ବନ୍ଧୁଗଣ, ଯାତ୍ରା କଳାକାର ରୀନା କହିଛନ୍ତି ଯେ, ଯାତ୍ରା ଜଗତରେ ମୋର ପ୍ରାୟ ୧୫ ରୁ ୧୬ ବର୍ଷ ହୋଇଯିବ । ମୁଁ ଚାଇଲ୍ଡ ଆର୍ଟିଷ୍ଟ ହିସାବରେ ଆସିଥିଲି ବହୁତ ଛୋଟ ଟେ ହୋଇଥିଲି । ପ୍ରଥମେ ମୁଁ କଳିଙ୍ଗ ଗଣନାଟ୍ୟ ରେ ଅଭିନୟ କରିଥିଲି । ମାତ୍ର ପ୍ରଥମେ ମୁଁ ହିରୋଇନ ଭାବରେ ବାଲାଜୀ ଗଣନାଟ୍ୟ ରେ ପାଦ ଦେଇଥିଲି । ସେତେବେଳେ ବହୁତ ଭଲ ପ୍ରଶଂସା ମୋର ଥିଲା ଯେ ମୁଁ ଆଗକୁ ଜଣେ ଭଲ କଳାକାର ହୋଇ ପାରିବି ।

ମୁଁ ନେଗେଟିଭ ରୋଲ କରିବାକୁ ଭଲ ପାଏ ମାତ୍ର ସମସ୍ତେ ମତେ ପଜେଟିଭ ରୋଲ ଦେଉଛନ୍ତି । ଛୋଟବେଳେ ମୁଁ ଯେତେବେଳେ ଯାତ୍ରା ଜଗତରେ ଏଣ୍ଟ୍ରି କଲି ସେତେବେଳେ ଆମ୍ଭ ସିନିୟର ଆର୍ଟିଷ୍ଟ ଙ୍କ ଠାରୁ ଆମ୍ଭକୁ କିଛି ଶିଖିବାକୁ ମିଳୁଥିଲା । ମାତ୍ର ବର୍ତ୍ତମାନ ବହୁତ ବହୁତ ନୂଆ କଳାକାର ଆସୁଛନ୍ତି । ମାତ୍ର ଆଜିକା ଡେଟ ରେ ଯାତ୍ରା ପ୍ରାୟ ୨ ରୁ ୩ ବର୍ଷ ହେବ ବନ୍ଦ ହୋଇଯାଇଅଛି ।

ମାତ୍ର ଆଉ ଆଗ ଭଳି କିଛି ନାହିଁ । ଆମ୍ଭ ପାଖରେ ଯେଉଁ ବାଲାନ୍ସ ଥିଲା ତାହା ବର୍ତ୍ତମାନ ଆଉ ଆମ୍ଭ ପାଖରେ ନାହିଁ । ଘରେ ଥାଇ ମୁଁ ଛୋଟ ଛୋଟ ପ୍ରୋଗ୍ରାମ କରୁଥିଲି । ଏହାପରେ ଆସି କଟକ ର ଡ୍ୟାନ୍ସ ପ୍ରୋଗ୍ରାମ ଗ୍ରୁପ ରେ ମୁଁ ମିଶିଲି । ମୁମ୍ବାଇ ପର୍ଯ୍ୟନ୍ତ ମଧ୍ୟ ଡ୍ୟାନ୍ସ କରିବାକୁ ଯାଇଅଛି । ଛୋଟ ଥିଲା ବେଳେ ଇଛା ହେଲା ଯେ ଆକଟିଂ କରିବାକୁ ।

ବାପା ତଥା ଆମ୍ଭ ପରିବାର ଲୋକେ ବହୁତ ଷପୋର୍ଟ କରିବାରୁ ମୁଁ ଯାତ୍ରା ଲାଇନ କୁ ଆସିଅଛି । ମାତ୍ର ନେଗେଟିଭ କୁ ଲୋକେ ବହୁତ ପସନ୍ଦ କରନ୍ତି ପଜେଟିଭ ରୋଲ ରେ ମତେ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ରୀନା ଏହା ମଧ୍ୟ କହିଛନ୍ତି ଯେ ମିଲନ କୁ ମୁଁ ବହୁତ ଭଲପାଏ, ତାଙ୍କ ଭିଲିଆନ ରୋଲ ଦେଖି ମୁଁ ତାଙ୍କୁ ଆଗ ପ୍ରୋପୋଜ କରିଥିଲି । ତାଙ୍କୁ ପାଇଁ ମୁଁ ବହୁତ ଖୁସି ଅଛି ।

ସେ ସବୁବେଳେ ମତେ ଯାତ୍ରାରେ ଗୋଡେଇ ଗୋଡେଇ ରେପ କରନ୍ତି ଏବଂ ନେଗେଟିଭ ରୋଲ ରେ ବେସୀ ଭଲ ଲାଗୁଥିବାରୁ ତାଙ୍କୁ ମୁଁ ମୋ ନିଜର ମନ ଦେଇଦେଲି । ଏବଂ ତାଙ୍କ ଭଳି ଆଉ କେହି ମତେ ମିଳି ନଥାନ୍ତେ । ମୁଁ ବହୁତ ଖୁସି ଅଛି ତାଙ୍କୁ ପାଇ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *