ସବୁଠୁ ବଡ ଖୁସି ଖବର ! ମା’ ହେଲେ Ollywood ଅଭିନେତ୍ରୀ Jhilik Bhattacharya, ଯାଁଆଳା ପିଲାଙ୍କୁ ଦେଲେ ଜନ୍ମ

ଫ୍ରେଣ୍ଡ୍ସ ଆପଣମାନେ ଓଲିଉଡ ଅଭିନେତ୍ରୀ ଝିଲିକ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ । ସେ ଜଣେ ବଙ୍ଗୀୟ ଝିଅ ଅଟନ୍ତି । ପଶ୍ଚିମବଙ୍ଗ ରୁ ଆସି ଓଲିଉଡ ରେ ନିଜର ପାଦ ଦେଇଛନ୍ତି ଓ ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କ ମାନଙ୍କ ମନକୁ ସେ କିଣି ପାରିଛନ୍ତି । ତେବେ ଆଜି ଆମେ ଏକ ବଡ ଆଖୁସି ଖବର ନେଇ ଆସିଛୁ । ସେହି ଖୁସି ଖବର ଟି ହେଲା ମା ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ । ଝିଲିକ ନିଜ ଜନ୍ମ ଦିନରେ ଦୁଇଟି ଯାଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।

ବେଙ୍ଗଲି ଝିଅରୁ ଓଡିଆ ବୋହୁ ବନିଥିବା ଝିଲିକଙ୍କର ଆଜି ହେଉଛି ଜନ୍ମ ଦିନ । ଏହି ଜନ୍ମଦିନ ଖୁସି ଆଜି ତାଙ୍କର ଦୁଇ ଗୁଣା ହୋଇ ଯାଇଛି । କାରଣ ଆଜି ସେ ନିଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅର୍ଥାତ ମା’ ଝିଅଙ୍କ ଜନ୍ମ ଦିନ ଗୋଟିଏ ଅଟେ । ଭୁବନେଶ୍ବର ର ଏକ ଘରୋଇ ହସ୍ପିଟଲ ରେ ସେ ଦୁଇଟି ଜନ୍ମଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ତେବେ ଝିଲିକ ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । 2020 ମସିହାରେ ଚିଲିକା ର ଏକ ରେସର୍ଟ ରେ ଝିଲିକ ଙ୍କର ବିବାହ ହୋଇଥିଲା । ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କୁ ସେ ବିବାହ କରିଥିଲେ ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ଯ । ଝିଲିକ ଜଣେ ବଙ୍ଗାଳି ଝିଅ ହୋଇଥିଲେ ବି ସେ ଓଡିଆ ବୋହୁ ହେବା ପରେ ଖୁବ ଭଲ ଓଡିଆ ଘର ର ପରମ୍ପରାକୁ ଆପଣେଇ ନେଇଛନ୍ତି ।

ଯେଉଁଥି ପାଇଁ ସେ ଶାଶୁ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି । ସେ ଓଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଓଲିଉଡ କୁ ଢେର ସାରା ସୁପରହିଟ ସିନେମା ଦେଇଛନ୍ତି । ବିବାହର 2 ବର୍ଷ ପରେ ନିଜ ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଦେଇଛନ୍ତି ବଡ ଖୁସିର ଖବର । ଏବେ ଘଡାଇ ପରିବାର ଖୁସିରେ ନାଚି ଉଠିଛି । ଘଡାଇ ପରିବାର ଏବେ ଏହି ଖୁସିର ମାହୋଲ କୁ ସେଲିବ୍ରେସନ କରୁଛନ୍ତି ।

ବିବାହର 2 ବର୍ଷ ପରେ ସେ ଆଜି ମାତୃତ୍ଵ ଲାଭ କରିଛନ୍ତି । ଆଜି ଝିଲିକ ଙ୍କ ଜନ୍ମ ଦିନ ଓ ଟ୍ଵିନ୍ସ ଶିଶୁ କନ୍ୟାକୁ ଜନ୍ମ ଦେଇ ଥିବାରୁ ତାଙ୍କୁ ବିଭିନ୍ନ ମାହୋଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଆମ ତରଫରୁ ମଧ୍ୟ ଝିଲିକଙ୍କୁ ଏହି ଶୁଭ ଅବସରରେ ଢେର ସାରା ଶୁଭ କାମନା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *