ସତ ହେଇଗଲା Live Show ରେ KK ଗାଉଥିବା ଶେଷ ଗୀତ, KK ଙ୍କ ଏହି ଶେଷ ଗୀତା ଶୁଣିଲେ ଆପଣଙ୍କ ଆଖି ବି ଭିଜିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କୋଲକତା ରେ କେକେ ଲାଇବ ପରଫୋମ କରୁଥିଲେ । ସେ ଏକ କନସର୍ଟ ରେ ପରଫୋମ କରୁଥିଲେ । ଏବଂ ସେହି ସମୟରେ ହାର୍ଟ ଆଟାକା ଆସିଲା ଏବଂ ୫୩ ବର୍ଷୀୟ କେକେ ଆମ୍ଭକୁ ଛାଡି ସବୁଦିନ ଲାଗି ଚାଲିଗଲେ । ମାତ୍ର ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ ତାଙ୍କର ଶେଷ ଗୀତ ଟି ଥିଲା “ହମ ରହେ ୟା ନା ରହେ” । ତେବେ ଏହି ଖବର ସମସ୍ତଙ୍କୁ ଗମ୍ଭୀର କରିଦେଇଅଛି । କାରଣ ସେହି ଆବାଜ ସବୁଦିନ ଲାଗି ଚାଲିଗଲା ଯାହା ହୃଦୟ ରେ ସିଧାସଳଖ ଯାଇ ପହଁଞ୍ଚୁଥିଲା ।

ସେହି ଆବାଜ ଚାଲିଗଲା ଯାହାର ଜାଦୁ ଏଭଳି ଥିଲା ଯେପରି ଅନ୍ୟ କାହାର ଏହିଭଳି ଆବାଜ ଭଳି ହୋଇ ନଥିଲା । କେକେ କିଶୋର କୁମାର ଏବଂ ଆରଡ଼ିବର୍ମନ ଦ୍ଵାରା ପ୍ରଭାବିତ ଥିଲେ । ମାତ୍ର ବଲିଉଡ ରେ ସିଙ୍ଗର ବନିବା ଏତେ ସହଜ ନଥିଲା । ଏଣୁ ସେ ବଲିଉଡ ଆସିବା ପୂର୍ବରୁ କେକେ ପ୍ରାଏ ୩୫୦୦ ଜିଙ୍ଗଲ ବନାଇଥିଲେ ।

ଏହାପରେ ସେ ମୁମ୍ବାଇ ରେ ପାଦ ଦେଲେ । ୧୯୯୯ ରେ ଇଣ୍ଡିଆନ କ୍ରିକେଟ ଟିମ ଯେତେବେଳେ ୱାର୍ଲ୍ଡ କପ ଖେଳିବାକୁ ଯାଉଥିଲା ସେତେବେଳେ କେକେ ଇଣ୍ଡିଆନ ଟିମ ନିମନ୍ତେ ଗୀତ ଗାଇଥିଲେ ତାହା ଥିଲା “ଜୋସ ଅଫ ଇଣ୍ଡିଆ” ଏବଂ ଏହି ଗୀତ ଟିମ ଇଣ୍ଡିଆ ନିମନ୍ତେ ବହୁତ ଖାସ ଥିଲା ତଥା ଜୋସ ଭରିଥିଲା । ୧୯୯୪ ରେ କେକେ ନିଜର ଏକ ଡେମୋ ଟେପ ବନାଇଥିଲେ ।

ଅର୍ଥାତ ନିଜର ଗୀତ ରେକର୍ଡ କରି ତାକୁ ଦେଇଦେଲେ ଲୁଇସବ୍ୟାନ୍ସ ରଞ୍ଜିତ ବରୋ ଏବଂ ଲେସଲି ଲୁଇ ଙ୍କୁ । ଏହାପରେ କେକେ ଙ୍କୁ ପ୍ଲେ ବ୍ୟାକ ସିଙ୍ଗର ଭାବରେ ପ୍ରଥମ ସୁଯୋଗ ଦେଇଥିଲେ AR ରେହମାନ । ଏହାପରେ ୧୯୯୭ ରେ ତାଙ୍କୁ ଗାଇବାର ମଉକା ମିଳିଲା “ତଡପ ତଡପ କେ ଇସ ଦିଲ୍ ରେ ଆହା ନିକଲତି ରହି” ।

ଏହା ପରେ କେକେ ଏଭଳି ଗୀତ ଗଇଲେ ଯାହା ଦ୍ଵାରା ସେ ଆମ୍ଭ ହୃଦୟରେ ନିଜର ସ୍ଥାନ ବନାଇଲେ । ମାତ୍ର କେକେ କୋଲକାତା ଯାଇଥିଲେ କନସର୍ଟ କରିବା ପାଇଁ ଆଉ ସେହିଠାରେ ହିଁ ତାଙ୍କର ଜୀବନ ଚାଲିଗଲା । ସ୍ଟେଜ ର କଳାକାର ସ୍ଟେଜ ଉପରେ ହିଁ ନିଜର ଶେଷ ନିଶ୍ଵାସ ନେଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *