ନିଜ ମା’ଙ୍କ ଠାରୁ ଖୁବ ସୁନ୍ଦର ଭାବେ ଗୀତ ଗାଉଛନ୍ତି Namita Agrawal ଙ୍କ ସାନ ପୁଅ ସାର୍ଥକ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି କଣ୍ଠଶିଳ୍ପୀ ଅଛନ୍ତି ଯେଉଁମାନେ ନିଜ କଣ୍ଠ ଦ୍ଵାରା ଓଡିଶା ବାସୀ ଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ତେବେ ଓଲିଉଡ ର ଜବରଦସ୍ତ ସିଙ୍ଗର ନମୀତା ଅଗ୍ରୱାଲ ଙ୍କୁ ଆପଣ ବେସ ଭଲ ଭାବରେ ଜାଣିଥିବେ । ନମୀତା ନିଜ ସଙ୍ଗୀତ ମାଧ୍ୟମରେ ଲକ୍ଷାଧିକ ଲୋକ ଙ୍କ ମନ ଜିତିନେଇଛନ୍ତି । ଲୋକେ ମଧ୍ୟ ନମିତା ଅଗ୍ରୱାଲ ଙ୍କୁ ବହୁତ ମାନ୍ୟତା ତଥା ସ୍ନେହ ଶ୍ରଦ୍ଧା ଦେଇଅଛନ୍ତି ।

ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ନମୀତା ଅଗ୍ରୱାଲ ଙ୍କ ସାନପୁଅ ନମୀତା ଅଗ୍ରୱାଲ ଙ୍କ ଠାରୁ ସୁନ୍ଦର ଗୀତ ଗାଇଛନ୍ତି । ଗତ ଦିନ ମାନଙ୍କ ରେ ନମିତା ଅଗ୍ରୱାଲ ଙ୍କ ସାନପୁଅ ଗୀତ ଗାଇବା ସମୟରେ ଭୁଲ କରିଥିଲେ ଏବଂ ସେଠାରେ ନମୀତା ଅଗ୍ରୱାଲ ତାଙ୍କୁ ବତଉଥିବାର ନଜର ଆସିଥିଲେ । ସେ ୧୯୮୦ ମସିହାରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ୧୯୯୪ ମସିହାରେ ସେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ ।

ସୀତାରାମ ଅଗ୍ରୱାଲ ବର୍ତ୍ତମାନ ଦୁଇ ଦୁଇଟି ଚ୍ୟାନେଲ ର ମାଲିକ ଅଟନ୍ତି । ତାହା ହେଉଛି ଜି ସାର୍ଥକ ଏବଂ ସିଦ୍ଧାର୍ଥ ଟିଭି । ସୀତାରାମା ଅଗ୍ରୱାଲ ଙ୍କ ଗୀତ ପାଇଁ ନମୀତା ଅଗ୍ରୱାଲ ବହୁତ ସାରା ଗୀତ ଗାଇ ସାରିଛନ୍ତି । ତେବେ ସାର୍ଥକ ମ୍ୟୁଜିକ ରେ ହଜାର ହଜାର ଗୀତ ଆପଣ ମାନେ ଶୁଣିଥିବେ ।

ତେବେ ବର୍ତ୍ତମାନ ସମୟରେ ନମିତା ଅଗ୍ରୱାଲ ବହୁତ ସାରା ଗୀତ ତଥା ଭଜନ ଗାଇ ସାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କ ସାନପୁଅ ସିଦ୍ଧାର୍ଥ ମଧ୍ୟ ତାଙ୍କ ମା’ ଙ୍କ ଭଳି ଏକ ସିଙ୍ଗର ହେବାକୁ ଯାଉଅଛନ୍ତି ଏବଂ ସେ ବହୁତ ସାରା ଗୀତ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଏବଂ ତାଙ୍କ ମା’ ନମୀତା ଅଗ୍ରୱାଲ ତାଙ୍କୁ ସାହାର୍ଯ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ନମୀତା ଅଗ୍ରୱାଲ ଙ୍କ ୨ ଟି ପୁଅ ଅଛନ୍ତି । ଜଣଙ୍କ ନାମ ସିଦ୍ଧାର୍ଥ ଏବଂ ଅନ୍ୟ ଜଣଙ୍କ ନାମ ସାର୍ଥକ । ବର୍ତ୍ତମାନ ସମୟରେ ନିଜ ସାନ ପୁଅ କୁ ଗୀତ ଶିଖାଉଥିବାର ନଜରରେ ଆସିଛନ୍ତି ନମୀତା ଅଗ୍ରୱାଲ । ତେବେ ଆପଣ ମାନଙ୍କୁ ନମୀତା ଅଗ୍ରୱାଲ କିପରି ଲାଗନ୍ତି ତଥା ତାଙ୍କ ଗୀତ କିପରି ଲାଗେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *