ନିଜ ସାବତ ଝିଅକୁ ନେଇ Dia Mirza ଙ୍କ ବଡ ଖୁଲାସା, କହିଲେ ଫୋନରେ ସେ ମୋ ନାଁ ‘ଏ ପର୍ଯ୍ୟନ୍ତ ଦୁଷ୍ଟ ସଉତୁଣୀ….’ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଦିୟା ମିର୍ଜା । ବନ୍ଧୁଗଣ ଦିୟା ବିବାହ କରିବା ପରେ ନିଜ ଫିଲ୍ମ କାରିୟର ଠାରୁ ଦୂରେଇ ଯାଇଛନ୍ତି ଆଉ ଏବେ ସେ ନିଜ ପରିବାର ଉପରେ ଧ୍ୟାନ ଦେଉଛନ୍ତି । ଏବେ ଦିୟା 40 ବର୍ଷ ବୟସର ହୋଇସାରିଛନ୍ତି । ବନ୍ଧୁଗଣ ଦିୟା ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି । ପ୍ରଥମ ବିବାହ ସାହିଲ ସଂଘାଙ୍କ ସହ କରିଥିଲେ ।

ସାହିଲଙ୍କ ସହ ବିବାହ କରିବା ପୂର୍ବରୁ ଅନେକ ସମୟ ପର୍ଯ୍ୟନ୍ତ ଉଭୟ ଲିଭ୍-ଇନ ରିଲେସନରେ ରହିଥିଲେ ଆଉ ଲିଭ-ଇନରେ ରହିବା ସମୟରେ ତାଙ୍କୁ ସାହିଲ ଗର୍ଭବତୀ କରିଥିଲେ । ଏହି କାରଣ ପାଇଁ ଆର୍ଯ୍ୟ ସମାଜରେ ସାହିଲ ଆଉ ମିର୍ଜାଙ୍କର ବିବାହ ହୋଇଥିଲା । ହେଲେ 2019ରେ ଉଭୟଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହା ପରେ ତାଙ୍କ ଜୀବନକୁ ବୈଭବ ରେଖି ଆସିଥିଲେ ।

ବୈଭବ ମୁମ୍ବାଇରେ ରହୁଥିଲେ ଆଉ ସେ ଏକ ବଡ ବିଜନେସ ମ୍ୟାନ ଥିଲେ । ବୈଭବ ଓ ଦିୟା ବିବାହ କରି ଏବେ ବହୁତ ଖୁସିରେ ରହୁଛନ୍ତି । ବନ୍ଧୁଗଣ ଦିୟାଙ୍କ ସାବତ ଝିଅର ନାମ ହେଉଛି ସମୟରା । ଦିୟା ଏକ ଇଣ୍ଟର୍ବ୍ୟୁରେ ତାଙ୍କ ସାବତ ଝିଅ ବିଷୟରେ କିଛି ବଡ ଖୁଲାସା କରିଥିଲେ । ସେ କହିଥିଲେ, ସେ ଆଉ ସମୟରା ବହୁତ ଭଲ ବନ୍ଧୁ ଅଟନ୍ତି ।

ସମୟରା କୌଣସି ଜିନିଷ ପାଇଁ ଜିଦି କରନ୍ତି ନାହିଁ ।ସେ ନିଜ ଛୁଆଙ୍କୁ ପରି ମାନଙ୍କ କାହାଣୀ ଶୁଣିବା ପାଇଁ ଦେଇ ନାହାନ୍ତି କାରଣ ସେଥିରେ ଦୁଷ୍ଟ ସାବତ ମା ଆଉ ଦୁଷ୍ଟ ସାବତ ବାପା ବିଷୟରେ ଉଲ୍ଲେଖ ରହିଛି । ସେ ଚାହିଁ ନଥାନ୍ତି ଯେ ତାଙ୍କ ଛୁଆଙ୍କ ଉପରେ ବାପା ମାଙ୍କୁ ନେଇ କୌଣସି ଖରାପ ପ୍ରଭାବ ପଡୁ । ତାଙ୍କୁ ମଧ୍ୟ ପିଲା ଦିନରେ ଏମିତି କାହାଣୀ ସବୁ ପଢିବା ପାଇଁ ଦିଆ ହେଇ ନଥିଲା ।

ଏହି କାରଣ ପାଇଁ ତାଙ୍କ ଝିଅ ସମୟରା ଆଜି ପର୍ଯ୍ୟନ୍ତ ନିଜ ଫୋନରେ ‘ଦୁଷ୍ଟ ସାବତ ମା’ ନାଁରେ ତାଙ୍କ ନମ୍ବର ସେଭ କରି ନାହାନ୍ତି । ବନ୍ଧୁଗଣ ଏଭଳି ଭାବରେ ଦିୟା ନିଜ ଝିଅ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *