ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଭାଇଆରାଲ ହେଉଥିବା ଭିଡିଓରେ ସମୁଦ୍ରରେ ଗାଧାଉ ଥିଲେ ପର୍ଯ୍ୟଟକ ହଠାତ ଉପରୁ ବିମାନଟି ଆସି ସମୁଦ୍ର ଭିତରେ ପଡିଲା ସମସ୍ତେ ଆଶ୍ଚର୍ଯ୍ୟ । ଏହି ଭିଡିଓରେ ପର୍ଯ୍ୟଟକ ମାନେ ସମୁଦ୍ରରେ ଗାଧୋଇ ମଜା କରୁଥିବା ସମୟରେ ହଠାତ ଉପରୁ ଖସି ପଡିଲା ବିମାନ ଯାହା ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ବନ୍ଧୁଗଣ ବିପଦ କେତେବେଳେ ଆସିବ ଓ କେଉଁଠି ଆସିବ ସେ କଥା କେହି ବି ଜାଣି ନଥାନ୍ତି ।
ଏହି ଭିଡିଓ ତାର ଏକ ଉଦାହରଣ । ଭିଡିଓରେ ଦେଖିବାକୁ ମିଳିଛି ସମୁଦ୍ର ସ୍ନାନକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । କିଏ ଗାଧାଉ ଛନ୍ତି ତ କିଛି ଲୋକ ପରିବାର ସହ ବେଳାଭୂମିରେ ବୁଲା ବୁଲି କରୁଛନ୍ତି । ହେଲେ ସେହି ସମୟରେ ହଠାତ ଉପରୁ ଖସି ସମୁଦ୍ରରେ ପଡିଲା ବିମାନ । ଏହା ଦେଖି ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।
ଏହି ବିମାନଟି ଓଜନିଆ ଥିଲା ଆଉ ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହେଲେ ସେମିତି କିଛି ହୋଇଥିବା ନେଇ ଏ ପର୍ଯ୍ୟନ୍ତ କିଛି ଖବର ଆସି ନାହିଁ । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।