ବନ୍ଧୁଗଣ ଆପଣ ମାନେ ସମସ୍ତେ ସମାଜସେବୀ ସିଲସିଲା ବେହେରାଙ୍କ କଳା କାର୍ଣ୍ଣମା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ମହିଳା ଖାଲି ଯେ ସ୍ଵାମୀ ବିରୋଧରେ ସୁପାରୀ ଦେଇଛନ୍ତି ତାହା ନୁହେଁ ରଚି ଛନ୍ତି ଅନେକ ଅପରାଧରର କାହାଣୀ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସ୍ଵାମୀ ବିନାୟକ ବେହେରାଙ୍କ ପଛରେ ଡ୍ରାଇଭର ଅଶୋକଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ସିଲସିଲା ।
ସିଲସିଲା ବେହେରା ଦୀର୍ଘ 19-20 ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉଲକେଲାରେ ବିବାହ କରିଥିଲେ । ବିନାୟକ ବେହେରା ଆର୍ମିରେ ଜଣେ ବଡ ଅଫିସର ଥିଲେ । ଉଭୟ ମଞ୍ଚେଶ୍ଵର ଥାନା ପାଖରେ ଏକ ଆପାର୍ଟମେଣ୍ଟରେ ମିଶି ବି ରହୁଥିଲେ । ପୁଅକୁ ନେବା ଆଣିବା କରିବାକୁ ଆଉ ସ୍ତ୍ରୀ ପାଇଁ ଗୋଟେ ବୋଲେରୋ ଗାଡି କିଣି ଥିଲେ । ସେହି ସମୟରେ ଆବଶ୍ୟକ ପଡିଥିଲା ଜଣେ ଡ୍ରାଇଭର ଅଶୋକ ନାମକ ଏକ ବ୍ୟକ୍ତିକୁ ବିନାୟକ ଡ୍ରାଇଭର ରୂପେ ନିଯୁକ୍ତି ଦେଇଥିଲେ ।
ହେଲେ ଡ୍ରାଇଭର ସହ ରାସଲୀଳା କରୁଥିଲେ ସିଲସିଲା ଏବେ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁ ମହିଳାଙ୍କୁ ନେଇ ଆଜି ଦିନ ତମାମ ସୋସିଆଲ ମିଡିଆ ଉଠୁଛି ପଡୁଛି । ସେହି ମହିଳାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଭିଯୋଗ ଥିଲା, ସ୍ବାମୀଙ୍କୁ ଛାଡି ଡ୍ରାଇଭର ପ୍ରେମରେ ଉବୁଟୁବୁ ହେଉଥିଲେ ପତ୍ନୀ ।
ହେଲେ ପତ୍ନୀ କହିଛନ୍ତି-‘ସାରା ମୁଁ ଏବେ ମେଣ୍ଟାଲ ପ୍ରେସରରେ ଆଚି ଆଉ 20 ବର୍ଷର ଦାମ୍ପତ୍ତ୍ୟ ଜୀବନରେ ଝଡ ଆସି ଆମେ ବାହାରେ ରହି ପାରୁଛୁ ତା ହେଲେ ନୂଆ ବିବାହିତା ମାନେ କଣ ନ କରିପାରିବେ । ଯେତେବେଳେ ମୋତେ 44 ବର୍ଷ ହେଲା ମୋ ପୁଅକୁ 17 ବର୍ଷ ହେଲା ଆଉ ଆମେ 3 ବର୍ଷ ହେଲା ସ୍ଵାମୀ ସ୍ତ୍ରୀ ସେପାରେଟ ଅଛୁ ଆଉ ସେ ଆମକୁ ଘରୁ ବାହାର କରିଦେଇଛନ୍ତି । ତା ପରେ ବି ମୁଁ ସୁପାରି କିଲର କରିବି ଆଉ ତାଙ୍କୁ ହତ୍ୟା କରିବି ଏଇଟା କଣ ସମ୍ଭବ ଆପଣ କହିଲେ ।
ସେ କାହିଁକି ଯୋଜନା କରି ପୁଅର ଭବିଷ୍ୟତ ନଷ୍ଟ କରୁଛନ୍ତି ଆଉ ମୋତେ ନଷ୍ଟ କରୁଛନ୍ତି ମୁଁ ବି ଜାଣି ନାହିଁ । ମୋର ନାହିଁ ହେଲେ ତାଙ୍କର ଏକ୍ସଟ୍ରା ମେରିଟିଆଲ ଅଫେୟାର ଅଛି ଆଉ ମୋ ପାଖରେ ପ୍ରମାଣ ଅଛି । ତାଙ୍କର ସଂପୂର୍ଣ୍ଣ ଫଟୋ ସହିତ ଚାଟିଙ୍ଗ ସହିତ ସବୁ ପ୍ରମାଣ ମୋ ପାଖରେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।