Bollywood ର ଏହି 6 Actress ବିବାହ ପୂର୍ବରୁ ହିଁ ବନି ଯାଇଥିଲେ କୁଆଁରୀ ମା, 2 ନଂ ହିରୋଇନଙ୍କ ବିଷୟରେ ଜାଣିଲେ ଆପଣ ଚମକି ପଡିବେ

ନମସ୍କାର ବନ୍ଧୁଗଣ ତେବେ ମାଆ ହେବା ଗୋଟିଏ ଗର୍ବର ବିଷୟ ଅଟେ ପରନ୍ତୁ ବିବାହ ପୂର୍ବରୁ ମାଆ ହେବା? ଟିକେ ଅସୁବିଧାଜନକ ହୋଇପାରେ । ସମାଜରେ ବିବାହ ପୂର୍ବରୁ ମାଆ ହେବାକୁ ଅନେକ ଲୋକ ନା ପସନ୍ଦ କରନ୍ତି । ବଲିଉଡ ଅଭିନେତ୍ରୀ ମାନଙ୍କ ମଧ୍ୟରେ କିନ୍ତୁ ଏହି ଜିନିଷ ସାଧାରଣ ଅଟେ । ବଲିଉଡ ରେ ଅନେକ ହିରୋ ହିରୋଇନ ରିଲେସନସିପ ରେ ରୁହନ୍ତି ଏବଂ କିଛି ଦିନ ପରେ ବ୍ରେକ୍ ଅପ କରିନିଆନ୍ତି ତେବେ ସେମାନେ ସ୍ୱାମୀ ସ୍ତ୍ରୀ ହେବାର ସବୁ କାମ ଏହି ମଝିରେ ସାରି ଦିଅନ୍ତି ।

ତେବେ ବଲିଉଡ ଅଭିନେତ୍ରୀଙ୍କ ଜୀବନ ମଧ୍ୟ ବହୁତ ରଙ୍ଗୀନ । ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ବହୁତ ଭଲ । ଆଜି ଆମେ ଆପଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ଏବଂ ଅବିବାହିତ ମାତା ହୋଇଥିଲେ । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ସାରିକା ହାସନ । ତେବେ ସାରିକା ବଲିଉଡ ଏବଂ ସାଉଥ ତାରକା କମଲ ହାସନଙ୍କ ଦ୍ୱିତୀୟ ପତ୍ନୀ । ତେବେ ସେ ବାଲ୍ୟ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ପରେ ସେ ଅନେକ ସିନେମା ରେ ମଧ୍ୟ ନଜର ଆସିଥିଲେ । ତେବେ ସାରିକା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ । କମଲ ଏବଂ ସାରିକାଙ୍କ ବଡ଼ ଝିଅ ଶ୍ରୁତି ହାସନ ବିବାହ ପୂର୍ବରୁ ଜନ୍ମ ହୋଇଥିଲେ ।


୨-ଦ୍ଵିତୀୟ ରେ ହେଉଛି ଶ୍ରୀଦେବୀ । ନବେ ଓ ଅସି ଦଶକ ର ସବୁଠାରୁ ଲୋକପ୍ରିୟ ଏବଂ ପ୍ରଥମ ପସନ୍ଦ ହେଲେ ଅଭିନେତ୍ରୀ ଶ୍ରୀଦେବୀ । ତେବେ ସେ ନିଜ ଲୁକ ରେ ସମସ୍ତଙ୍କୁ ପାଗଳ କରି ଦେଉଥିଲେ । ତେବେ ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ହୋଇ ସାରିଛନ୍ତି । ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଯେତେବେଳେ ସେ ବୋନି କପୁର ଶ୍ରୀଦେବୀଙ୍କୁ ବିବାହ କରିଥିଲେ ସେତେବେଳେ ସେ ସାତ ମାସ ଗର୍ଭବତୀ ହୋଇଥିଲେ ।


୩- ତୃତୀୟ ରେ ହେଉଛନ୍ତି ମହିମା ଚୌଧୁରୀ । ପରଦେଶ,ଧଡ଼କନ ଆଦି ସିନେମା ରେ ଆପଣ ମହିମାଙ୍କୁ ଦେଖିଥିବେ । ତେବେ ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତେ ଭଲ । ତେବେ ବିବାହ ପୂର୍ବରୁ ଅଭିନେତ୍ରୀ ମହିମା ଚୌଧୁରୀ ମଧ୍ୟ ଗର୍ଭବତୀ ଥିବା ଜଣାଯାଇଛି । ସେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେ ବିବାହ ପୂର୍ବରୁ ଡେଟ କରୁଥିଲେ ।


୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ନତାସା । ନତାଶା ଜଣେ ଭଲ ଅଭିନେତ୍ରୀ ସହ ସେ ଜଣେ ଭଲ ଡାନ୍ସର ମଧ୍ୟ ତେବେ ସେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ଗର୍ଭବତୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ । ଏହି କାରଣରୁ ଉଭୟେ ଲକଡାଉନରେ ମଧ୍ୟ ବିବାହ କରିଥିଲେ । ସୋସିଆଲ ମିଡିଆରେ ପିତାମାତା ବୋଲି ମଧ୍ୟ ଘୋଷଣା କରା ଯାଇଛି ।


୫- ପଞ୍ଚମ ରେ ହେଉଛି ନେହା ଧୁପିଆ ମଧ୍ୟ ସାମିଲ ହୋଇଛନ୍ତି । ତେବେ ନେହା ଧୁପିଆ ଙ୍କୁ ଆପଣ ଅନେକ ଫିଲ୍ମ ରେ ଦେଖିଥିବେ । ଏହା ଛଡା ସେ ସପ୍ଲିଟ୍ସ ଭିଲା ନାମକ ରିୟାଲିଟି ଶୋ ର ଜଜ୍ ମଧ୍ୟ ହୋଇଛନ୍ତି । ତେବେ ସେ ଅଙ୍ଗଦ ବେଦୀ ଙ୍କୁ ଗର୍ଭବତୀ ହେବା ପରେ ସେମାନେ ଗୁରୁଦ୍ୱାରରେ ବିବାହ କରିଥିଲେ । ବିବାହର ୪ ମାସ ପରେ ସେ ଏକ ପୁଅର ମା ହୋଇଥିଲେ ।


୬- ଷଷ୍ଠ ରେ ହେଉଛନ୍ତି ବିନା ମାଲିକ । ଭାରତରେ କାମ କରିଥିବା ପାକିସ୍ତାନୀ ଅଭିନେତ୍ରୀ ତେବେ ସେ ବିଗ ବସ୍ ରେ ମଧ୍ୟ ନଜର ଆସିଛନ୍ତି । ତେବେ ବିନା ମଲିକ ହଠାତ୍ ଦୁବାଇର ଜଣେ ବ୍ୟବସାୟୀଙ୍କୁ ବିବାହ କରି ଗଣମାଧ୍ୟମରେ ଖବର ଦେଇଥିଲେ କି ସେ ଗର୍ଭବତୀ ଅଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *