ନମସ୍କାର ବନ୍ଧୁଗଣ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି। ତେବେ ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ।ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ।
୧- କ୍ରିକେଟ ରେ କେଉଁ ଖେଳାଳି ଗ୍ଲୋଭସ ପିନ୍ଧିଥାଏ।
ଉତ୍ତର- ୱାକେଟ କିପର।
୨- ହାଡ଼ ଭାଙ୍ଗିଥିଲେ ଆପଣ କେଉଁ ପ୍ରକାରର ବିଶେଷଜ୍ଞ ଡାକ୍ତର ଙ୍କ ପରାମର୍ଶ ନେବେ।
ଉତ୍ତର- ଆର୍ଥପେଡିଷ୍ଟ।
୩- କେଉଁଟି ଚନ୍ଦେରି ନାମ ସହିତ ସମ୍ବନ୍ଧତ ନୁହେଁ।
ଉତ୍ତର- ଏକ ପ୍ରକାର ନୃତ୍ୟ।
୪- କେଉଁ ଭାରତୀୟ ଫିଲ୍ମ କଳାକାର ୨୦୨୧ ଓସ୍କାର ନାମାଙ୍କନ ର ସହ ଉଦଘୋଷକ ଥିଲେ।
ଉତ୍ତର- ପ୍ରିୟଙ୍କା ଚୋପ୍ରା।
୫- କାର୍ବୋହାଇଡ୍ରେଟ ରେ କାର୍ବୋ ଏବଂ ଅକ୍ସୀଜେନ ସହ ଆଉ କଣ ଥାଏ।
ଉତ୍ତର- ହାଇଡ୍ରୋଜେନ।
୬- କାହାକୁ ରାଜୀବ ଗାନ୍ଧୀ ପୁରସ୍କାର ( ବର୍ତ୍ତମାନ ର ମେଜର ଧାନ ଚାନ୍ଦ ପୁରସ୍କାର) ଦ୍ୱାରା ସମ୍ମାନିତ କରାଯାଇ ନାହିଁ।
ଉତ୍ତର- ବାଇଚୁଙ୍ଗ ଭୁଟିଆ।
୭- କେଶର ମିଶାଇବା ଦ୍ୱାରା ଖାଦ୍ୟର ରଙ୍ଗ କିପରି ହୋଇଥାଏ।
ଉତ୍ତର- ହଳଦିଆ।
୮- କେଉଁ କ୍ରିକେଟ ଖେଳାଳି ପ୍ରଥମେ ଏମପି ହୋଇଥିଲେ।
ଉତ୍ତର- ନବଜୋତସିଂହ ସିନ୍ଧୁ।
୯- ପ୍ରସିଦ୍ଧ ବିଶ୍ୱ ବିଦ୍ୟାଳୟ ନାଳନ୍ଦା କେଉଁ ପ୍ରାଚୀନ ସାମ୍ରାଜ୍ୟରେ ଅବସ୍ଥିତ ଥିଲା।
ଉତ୍ତର- ମଗଧ।
୧୦- ଯାହାର ଜହ୍ନ ଭଳି ଆଖି ତାହା ପାଇଁ କେଉଁ ଶବ୍ଦ ବ୍ୟବହାର ହୁଏ।
ଉତ୍ତର- ଚନ୍ଦ୍ର ଲୋଚନ।
୧୧- କେଉଁ ଦେଶ ରେ ବୀଜ ଗଣିତ ଏବଂ ତ୍ରିକୋଣ ମିତି ଆରମ୍ଭ ହୋଇଥିଲା।
ଉତ୍ତର- ଭାରତ।
୧୨- ପ୍ରସିଦ୍ଧ କେଦାରନାଥ ମନ୍ଦିର କେଉଁ ନଦୀ କୂଳରେ ଅବସ୍ଥିତ।
ଉତ୍ତର- ମନ୍ଦାକିନୀ।
୧୩- କେଉଁ ଟୁର୍ଣ୍ଣାମେଣ୍ଟ ର ନାମ କୌଣସି ଖେଳାଳି ଙ୍କ ନାମରେ ନାମିତ ହୋଇ ନାହିଁ।
ଉତ୍ତର- ସନ୍ତୋଷ ଟ୍ରଫି।
୧୪- ଲେଖିକା ମୈକେଞ ସ୍କାଟ ଯିଏ କି ୨୦୨୦ ମସିହାରେ ପାଖାପାଖି ଛଅ ବିଲୀୟନ ଡଲାର ଦାନ କରିଥିଲେ ତେବେ ଏହାର ଅଧିକାଂଶ ସମ୍ପତ୍ତି କେଉଁ କମ୍ପାନୀ ଙ୍କୁ ଦାନ କରିଥିଲେ।
ଉତ୍ତର- ଆମାଜନ।
୧୫- ବାଲ୍ମୀକି ରାମାୟଣ ରେ ସୁଗ୍ରୀବ ରାମ ଲକ୍ଷ୍ମଣଙ୍କୁ କେଉଁଠି ପ୍ରଥମ ଥର ଭେଟିଥିଲେ।
ଉତ୍ତର- ରିସ୍ୟମୁଖ ପର୍ବତ।
୧୬- ବାମ ରୁ ଡାହାଣ ପଢ଼ିଲେ ମାଲିକ। ଡାହାଣ ରୁ ବାମ ପଢ଼ିଲେ ଚାକର। ତାହା କେଉଁ ଶବ୍ଦ?
ଉତ୍ତର- ଗଡ (God)
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।