ରାଜା-ମହାରାଜାଙ୍କ ପରି ଜୀବନ ବଞ୍ଚନ୍ତି Bollywood ର ଏହି 5 ଜଣ ସୁପର ଷ୍ଟାର, ନମ୍ବର 4 ତ ଅଟନ୍ତି ଅସଲି ନବାବ

ନମସ୍କାର ବନ୍ଧୁଗଣ ଆଜିକାଲି ର ପିଲାମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ସିନେମା କିମ୍ବା ଧାରାବାହିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ବଲିଉଡ ର କିଛି ଏଭଳି ଅଭିନେତା ଙ୍କ ବିଷୟ ରେ ଆଲୋଚନା କରିବା ଯିଏ କି ରାଜା ମହାରାଜା ଭଳି ଜୀଵନ ଯାପନ କରନ୍ତି ।

୧- ପ୍ରଥମରେ ହେଉଛନ୍ତି ବଲିଉଡ ର କିଙ୍ଗ ଶାହାରୁଖ ଖାନ । ତେବେ ଶାହାରୁଖ ଙ୍କୁ ବଲିଉଡ ର ବାଦଶାହା କୁହାଯାଏ ଆପଣ ଜାଣିଥିବେ ତେବେ ସେ ନିଜ ବାସ୍ତବ ଜୀଵନ ରେ ମଧ୍ୟ ରାଜା ମହାରାଜା ଙ୍କ ଭଳି ଜୀଵନ ଯାପନ କରନ୍ତି । ତେବେ ତାଙ୍କର ଆଲିସାନ ମହଲ ମନତ କୌଣସି ରାଜ ଉଆସ ଠାରୁ କମ ନୁହେଁ । ତେବେ ଶାହାରୁଖ ଚାରି ହଜାର କୋଟି ଟଂକା ର ମାଲିକ ।

୨- ଦ୍ଵିତୀୟ ରେ ହେଉଛନ୍ତି ସଲମାନ ଖାନ । ତେବେ ବିଗତ ଦଶ ବର୍ଷ ହେବ ସଲମାନ ଙ୍କ ସବୁ ଫିଲ୍ମ ଶହେ କୋଟି ଟଂକା ର ବ୍ୟାପାର କରୁଛି । ତେବେ ସେ ନିଜର ଫିସ ପଚାଶ କୋଟି ନିଅନ୍ତି ତେବେ ସେ ମଧ୍ୟ କୌଣସି ରାଜା ମହାରାଜା ଙ୍କ ଠାରୁ କମ ରେ ରୁହନ୍ତି ନାହିଁ ତେବେ ସେ ଆଜି ବି ନିଜ ପରିବାର ସହ ରହିବା ବହୁତ ପସନ୍ଦ କରନ୍ତି ।

୩- ତୃତୀୟ ରେ ହେଉଛନ୍ତି ଅମିତାଭ ଵଚନ । ତେବେ ଶେହନାଶାହା ଙ୍କୁ କିଏ ନ ଜାଣେ ତେବେ ଅମିତାଭଙ୍କୁ ଆପଣ ଯେତେବେଳେ ବି ଦେଖିବେ ସେ ସର୍ଵଦା ଫିଟ ରୁହନ୍ତି ଏବଂ କୌଣସି ରାଜା ଙ୍କ ଠାରୁ କମ ମଧ୍ୟ ନୁହଁନ୍ତି ତେବେ ସେ ତିନି ଶହ କୋଟି ଟଙ୍କାର ମାଲିକ ମଧ୍ୟ ।

୪- ଚତୁର୍ଥ ରେ ହେଉଛନ୍ତି ସୈଫ ଅଲ୍ଲୀ ଖାନ । ତେବେ ସୈଫ ବାସ୍ତବରେ ମଧ୍ୟ ଜଣେ ରାଜା ତେବେ ସେ ନବାଵ ଖାନଦାନ ର ଵଂଶଜ । ଏହା ସହ ତାଙ୍କୁ କୌଣସି ଜିନିଷ ର ଅଭାବ ମଧ୍ୟ ନାହିଁ ସେ କୋଟି କୋଟି ସମ୍ପତ୍ତି ର ମାଲିକ ।

୫- ପଞ୍ଚମ ରେ ହେଉଛନ୍ତି ରଣବିର ସିଂହ । ରଣବିର ଙ୍କ ର ସବୁ ଫିଲ୍ମ ହିଟ ପରେ ହିଟ ହୋଇ ଚାଲିଛି । ଏହା ସହ ସେ କୋଟି କୋଟି ଟଙ୍କା ମଧ୍ୟ କମେଇ ଚାଲିଛନ୍ତି ତେବେ ସେ ଦୀପିକା ପାଦୁକନ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କୁ ବିବାହ ଉପହାର ରେ ପଚାଶ କୋଟିର ଘର ଦେଇଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *