‘ତମେ ଭାଗ୍ୟବାନ ନବୀନ ବାବୁ, ନେତାମାନଙ୍କୁ…’ ବିଧାୟକ ପ୍ରଶାନ୍ତ ଜଗ୍ଗଦେବଙ୍କ ମାମଲାରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ Sura Routray, ଆଉ ଯାହା କହିଲେ ନା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।


ତେବେ ସେ ବହୁତ ଥର ମିଡ଼ିଆ ରେ ନିଜର ଅସଭ୍ୟ ବ୍ୟବହାର କିମ୍ବା ଗାଳି ଗୁଲଜ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି କିନ୍ତୁ ସେଥିପାଇଁ ସେ ଭୁଲ ମଧ୍ୟ ମାଗି ନେଇଥାନ୍ତି । ତେବେ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି କଥା ଉପଦେଶ ଭାବରେ ଦେଇଛନ୍ତି । ତେବେ କାଲି ଭୁବନେଶ୍ୱର ରେ ଏହି ଇଲେକ୍ସନ ରାଲି ସମୟରେ ଝଗଡା ହୋଇଥିଲା ଏବଂ ମାରପିଟ ମଧ୍ୟ କରିଥିଲେ ।

ତେବେ ଏହା ଛଡା କାଲି ବାଣପୁର ରେ ମଧ୍ୟ ବିଜେଡି ନେତା ଜଗଦେବ ଙ୍କ ଜଘନ୍ୟ କାଣ୍ଡ ମଧ୍ୟ ଲୋକଙ୍କୁ ଆତଙ୍କିତ କରି ଦେଇଛି । ତେବେ ଏହି ବିଜେଡି କର୍ମୀ ଏବଂ ନେତା ମାନଙ୍କ ର ଏଭଳି ଗୁଣ୍ଡାଗିରି କୁ ନେଇ ସୁର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି କି ତୁମେ ଜିତୁଛ ଜିତ ତୁମେ ଯୋଜନା କର କିମ୍ବା ପଇସା ବାଣ୍ଟ ଯାହା କରୁଛ ସ୍ୱାଗତ ।

କିନ୍ତୁ ଏଭଳି ଗୁଣ୍ଡାଗିରି କରନ୍ତୁ ନାହିଁ । ବିଜେଡ଼ି ନେତା ମାନଂକୁ ବୁଝାନ୍ତୁ କି ସେମାନେ ଏଭଳି ଭାବରେ ହିଂସା କାଣ୍ଡ କରିବେ ନାହିଁ ଏଭଳି କରିବା ଉଚିତ ନୁହେଁ । ତେବେ ଆମ ଭୁବନେଶ୍ୱର, କଟକ,ଜଟଣୀ,ଖୋର୍ଦ୍ଧା ଓ ପୁରୀ ଏସବୁ ବହୁତ ଶାନ୍ତିପ୍ରିୟ ସ୍ଥାନ ତୁମେ ବହୁତ ଭାଗ୍ୟବାନ କିନ୍ତୁ ଏଭଳି ହିଂସାକାଣ୍ଡ କରାଇ ଏହି ସ୍ଥାନର ଶାନ୍ତି କୁ ଭଙ୍ଗ କର ନାହିଁ ।


ସେ ଏହା ମଧ୍ୟ କହିଛନ୍ତି କି ନିଜ ଦଳ ର ନେତା ମାନଂକୁ ବୁଝାନ୍ତୁ ଏବଂ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ଭଲ ବାଟ ଶିଖନ୍ତୁ । ତେବେ ଆମେ ଲଢ଼ୁଛୁ ଏବଂ ହାର କୁ ସ୍ୱୀକାର ମଧ୍ୟ କରୁଛୁ କିନ୍ତୁ ଏଭଳି ହିଂସା କରୁ ନାହୁଁ । ତେବେ ସେ ଯେଉଁ ଦଳ ବି ହେଉ ବିଜେଡି ହେଉ ବିଜେପି ହେଉ କିମ୍ବା କଂଗ୍ରେସ ହିଂସା କୁ ପ୍ରହସନ ଦେବା ଉଚିତ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *