କଣ ଆପଣ ବି ଖାଆନ୍ତି ଚିକେନ ଲେଗ ପିସ, ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଚମକି ପଡିବେ ଆପଣ !

ଯଦି ଆପଣ କୁକୁଡାର ଗୋଡକୁ ରାନ୍ଧି ଖାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଆପଣଙ୍କୁ ଝଟକା ଲାଗି ପାରେ । ଏହା ପଛର ଅସଲ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଦେଖିଥିବେ ଲୋକମାନେ ଛେଲି, କୁକୁଡା ଓ ଅନ୍ୟ ଜୀବଜନ୍ତୁଙ୍କ ମାଂସ ଖାଇଥାନ୍ତି । ଚୀନ ଦେଶର ଲୋକମାନେ ତ ସବୁ ଜୀବ ଜନ୍ତୁ ଓ କୀଟ ପତଙ୍ଗ ବି ଖାଇଥାନ୍ତି । କିନ୍ତୁ କେତେକ ଲୋକମାନେ କୁକୁଡାର ଗୋଡ ବି ଖାଆନ୍ତି ।

ସୂଚନା ଅନୁସାରେ ଯେଉଁଠି ୮୦ ପ୍ରତିଶତ ଲୋକମାନେ କୁକୁଡାର ମାଂସ ଖାଆନ୍ତି ସେଠି ୧୫ ପ୍ରତିଶତ ଲୋକମାନେ କୁକୁଡାର ଗୋଡ ଖାଆନ୍ତି ଓ ଏହି ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । କୁକୁଡାର ଗୋଡ ଖାଉଥିବା ଲୋକମାନଙ୍କ ମଧ୍ୟରେ ଭାରତ ଓ ଚୀନ ସର୍ବେ ପ୍ରଥମେ ଆସନ୍ତି । କିନ୍ତୁ କୁକୁଡାର ଗୋଡ ଖାଉ ଥିବା ଲୋକମାନଙ୍କୁ ଏହି ଖବର ବଡ ଝଟକା ଦେଇ ପାରେ ।କୁକୁଡାର ଗୋଡ ବହୁତ ସହଜରେ ଓ କମ ମୂଲ୍ୟରେ ମିଳିଯାଏ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଏକ ରିସର୍ଚ ଅନୁସାରେ ଜଣା ପଡିଛି କି କୁକୁଡା ଗୋଡରେ ସବୁଠୁ ଅଧିକ କ୍ୟାଲସିୟମ ଥାଏ । ଯେଉଁ କାରଣରୁ ଲୋକମାନେ କୁକୁଡାର ଗୋଡ ଖାଇଥାନ୍ତି । ମନୁଷ୍ୟଙ୍କ ଠାରୁ ଆରମ୍ଭ କରି ସବୁ ପଶୁ ପକ୍ଷୀଙ୍କ ଗୋଡରେ କ୍ୟାଲସିୟମ ଭରପୁର ମାତ୍ରାରେ ମିଳିଥାଏ । ସେଥିପାଇଁ ଲୋକମାନେ କୁକୁଡାର ଗୋଡ ଖାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁମାନେ ଅଧିକ କୁକୁଡାର ଗୋଡ ଖାଆନ୍ତି ସେମାନଙ୍କ ସ୍ୱାସ୍ଥ୍ୟ କେବେ ବି ଖରାପ ହୁଏ ନାହିଁ ଓ ସେମାନଙ୍କର ଶରୀରର ହାଡ ମଜବୁତ ହୋଇଥାଏ ।

ଚେହେରାରେ ବି ସବୁବେଳେ ଯବାନ ରହିଥାଏ । କୁକୁଡାର ଗୋଡ ଖାଇବା ଦ୍ଵାରା ଶରୀର ସବୁବେଳେ ଗରମ ରହିଥାଏ । ଯଦି ଆପଣ ଥଣ୍ଡା ଦିନରେ ଏହାର ସେବନ କରିବେ ତେବେ ଯେତେ ଥଣ୍ଡା ପଡିଲେ ବି ଆପଣ ଗରମ ରହିବେ । ଯଦି ଆପଣଙ୍କ ଗୋଡ ହାତ ଯନ୍ତ୍ରଣା ହେଉଛି, ଆଣ୍ଠୁରେ ଯନ୍ତ୍ରଣା ହେଉଛି ତେବେ ଆପଣ କୁକୁଡାର ଗୋଡ ଖାଇ ପାରିବେ । କୁକୁଡାର ଗୋଡରେ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ ଯାହା ବିଷୟରେ ଆପଣ ଅନ୍ଦାଜ ବି ଲଗାଇ ପାରିବେ ନାହିଁ ।

ବୈଜ୍ଞାନିକମାନଙ୍କ କହିବା ଅଟେ କି ଯେଉଁ ସମୟ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି ସେହି ସମୟ ପର୍ଯ୍ୟନ୍ତ ଆପଣ ସଫଳ ହୋଇ ପାରିବେ ନାହିଁ । କାରଣ ସଫଳତା ପରିଶ୍ରମ କରିବା ଦ୍ଵାରା ହିଁ ଆସିଥାଏ । କ୍ୟାଲସିୟମ ବିନା ପରିଶ୍ରମ ଅସମ୍ଭବ । ସେଥିପାଇଁ କୁକୁଡାର ଗୋଡ ଖାଆନ୍ତୁ ଓ ନିଜକୁ ସୁସ୍ଥ ଏବଂ ସବଳ କରନ୍ତୁ । ଆପଣ କୁକୁଡାର ଗୋଡ ଖାଇଲେ ନିଜକୁ ସତେଜ ଓ ଶକ୍ତିଶାଳୀ ଅନୁଭବ କରିବେ । ହାଡ ଗୁଡିକ ମଜବୁତ ହେଲେ ଆପଣ ଅଧିକ ଦିନ ପର୍ଯ୍ୟନ୍ତ ଯବାନ ରହିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *