ପରିସ୍ରାପୋଡ଼ା କାହିଁକି ହେଇଥାଏ ? କିପରି ଏଥିରୁ ପାଇବେ ମୁକ୍ତି ? Dr Priyabrata Das

ନମସ୍କାର ବନ୍ଧୁଗଣ ତେବେ ଅନେକ ମହିଳାଙ୍କ ପାଖରେ ଆଜିକାଲି ଏହି ସମସ୍ୟା ଦେଖାଯିବା ଏକ ସାଧାରଣ ଘଟଣା ହୋଇଗଲାଣି । ସେମାନଙ୍କ ଶରୀରରେ ପିରିୟଡ଼ ସମୟରେ ଅନେକ ହର୍ମୋନରେ ପରିବର୍ତ୍ତନ ହେଇଥାଏ । ଯାହା ଫଳରେ ସେମାନଙ୍କର ପରିସ୍ରା ପୋଡ଼ି ଥାଏ । ଏହା ବ୍ୟତୀତ ସେମାନେ ଯଦି ଅନ୍ୟ କୌଣସି ସ୍ଥାନରେ ବସି ସେମାନଙ୍କର ପରିସ୍ରା କରି ଥାଆନ୍ତି ତେବେ ସେମାନଙ୍କ ଶରୀରରେ କିଛି ସଂକ୍ରମଣ ହୋଇଥାଏ ଯାହା ଫଳରେ ସେମାନଙ୍କର ପରିସ୍ରା ପୋଡ଼ା ହୋଇଥାଏ ।


ଏହି ପରିସ୍ରା ସଂକ୍ରମଣ ଅନେକ ଲୋକଙ୍କ ପାଖରେ ଦେଖା ଯାଇଥାଏ । ତେବେ ଏହି ସଂକ୍ରମଣ ପ୍ରଭାବରେ ଅନେକ ଲୋକ ବହୁତ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି । ଏହା ସହିତ ଏହି ସଂକ୍ରମଣ ବିଶେଷ ଭାବରେ ପ୍ରାପ୍ତ ବୟସର ମହିଳା ମାନଙ୍କ ପାଖରେ ବିଶେଷ ଭାବରେ ଦେଖା ଯାଇଥାଏ । ତେବେ ଏହା ସହିତ ଏହା ଛୋଟ ପିଲା ଓ ଝିଅ ମାନଙ୍କ ପାଖରେ ଦେଖା ଯାଇ ନଥାଏ ।

ସହିତ ବୟସ ଅଧିକ ହୋଇଯିବା ପରେ ମଧ୍ୟ ଅନେକ ଲୋକଙ୍କ ପାଖରେ ପରିସ୍ରା ସଂକ୍ରମଣ ଦେଖା ଯାଇଥାଏ । ଏହା ସହିତ ଏହି ସଂକ୍ରମଣ ଅନେକ ଲୋକଙ୍କ ପାଖରେ ଦେଖା ଯାଇଥାଏ । ଏହା ସହିତ ସଂକ୍ରମଣରେ ବୃଦ୍ଧି ବିଶେଷ ଭାବରେ ଗ-ର୍ଭ-ବ-ତୀ ମହିଳା ମାନଙ୍କ ପାଖରେ ଦେଖା ଯାଇଥାଏ ।

ଏହା ସହିତ ଏହି ସଂକ୍ରମଣ ପ୍ରଭାବରେ ବିଶେଷ ଭାବରେ ସେମାନଙ୍କର ପିଲା ଜନ୍ମ ହେବା ପରେ ସେମାନଙ୍କ ପାଖରେ ସେହି ସମସ୍ୟା ବହୁତ ଅଧିକ ଭାବରେ ଦେଖା ଯାଇଥାଏ । ତେବେ ଏହା ସହିତ ଏହି ସମସ୍ୟା ହେବା ପରେ ଚିକିତ୍ସକ ମାନଙ୍କ ସହିତ ତୁରନ୍ତ ସମ୍ପର୍କ କରିବା ଆବଶ୍ୟକ । କିନ୍ତୁ ଏହି ସମସ୍ୟା ହେବା ପରେ ପ୍ରଥମେ ଏହା ଦେଖିବା ଆବଶ୍ୟକ କି ଏହି ସମସ୍ୟାର କାରଣ କଣ ।

ଅର୍ଥାତ ଅନେକ ଲୋକ ଯଦି ବାହାରେ ଅଧିକ ସମୟ ରହିବା ଫଳରେ ପାଣି ସଠିକ ଭାବରେ ନ ପିଇ ପାରିବେ ତେବେ ସେମାନଙ୍କ ପାଖରେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ । ତେବେ ଏହି ସମସ୍ୟା ଦେଖା ଯିବା ପରେ ପ୍ରଥମେ ଏହା ଦେଖିବା ଆବଶ୍ୟକ କି ଏହା ଆମ ଦୈନଦିନ ଜୀବନର କାର୍ଯ୍ୟକୁ ପ୍ରଭାବିତ କରୁଛି ନା ନାହିଁ । ଯଦି ଏହା ଆମ ଦୈନିନ୍ଦିନ ଜୀବନ ଉପରେ ପ୍ରଭାବ ପକାଇ ଥାଏ ତେବେ ଏହା ଜାଣିବା ଆବଶ୍ୟକ କି ଆମର ପରିସ୍ରା ସଂକ୍ରମଣ ହୋଇଛି ।

ତେଣୁ ଏହି ଘଟଣା ସଂପର୍କରେ ତୁରନ୍ତ ଚିକିତ୍ସକ ମାନଙ୍କ ସହିତ ସମ୍ପର୍କ କରିବା ଆବଶ୍ୟକ । ଏହା ସହିତ ଏହି ରୋଗର ଚିକିତ୍ସା ତୁରନ୍ତ କରିବା ଆବଶ୍ୟକ କାରଣ ଏହି ସମସ୍ୟା ହେବା ଫଳରେ ମୁଖ୍ୟ ଭାବରେ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ଏହି ଘଟଣାକୁ ନେଇ କିଛି ମାତ୍ରାରେ ସତର୍କ ରହିବା ଆବଶ୍ୟକ ।

ଯଦି ପରିସ୍ରା ଜଳାପୋଡା ହେବା ସହିତ ତଳି ପେଟ କାଟିବା ଜ୍ଵର ହେବା ଭଳି ସମସ୍ୟା ଦେଖା ଯାଇଥାଏ ତେବେ ଏହି ସମସ୍ୟାର ସମାଧାନ ତୁରନ୍ତ କରିବା ଆବଶ୍ୟକ । ନଚେତ ଏହା ଆପଣଙ୍କୁ ଅଧିକ ସମସ୍ୟାରେ ପକାଇ ପାରେ । ତେବେ ଏହାର ନିରାକରଣ କରିବାର ଏକ ମୁଖ୍ୟ ଉପାୟ ହେଉଛି ଆପଣଙ୍କୁ ସଫା ରହିବାକୁ ପଡ଼ିବ । ନଚେତ ଏହା ସହଜରେ ଭଲ ହେବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *