ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା କାହିଁକି ହୁଏ ଓ କିପରି କରିବେ ନିରାକରଣ ? Dr Alakta Das

ନମସ୍କାର ବନ୍ଧୁଗଣ ତେବେ ମହିଳା ମାନଙ୍କ ଠାରେ ଦେଖା ଯାଉଥିବା ହ୍ୱାଇଟ୍ ଡିସଚାର୍ଜା ବା ଧଳାସ୍ରାବ , ତାହାକୁ ମେଡିକାଲ୍ ଟର୍ମରେ ଲିକୋରିଆ କୁହାଯାଏ । ନର୍ମାଲ୍ ପିରିୟର୍ଡ୍ସ ରେ କ ଣ ହୋଇଥାଏ ନା ଯେଉଁ ପ୍ରଥମ ପିରିୟର୍ଡ୍ସ ସରିବା ପରେ ଯେଉଁ ହରମୋନ୍ ଆମର ବଳେ ସେତେେବଳେ ପରିୟର୍ଡ ସରିବା ପରେ ହ୍ୱାଇଟ୍ ଡିସଚାର୍ଜା ହୁଏ । ଯେଉଁ ମାନଙ୍କର ପ୍ରଥମ କରି ପିରିୟର୍ଡ ହେବା ଆରମ୍ଭ ହୋଇଥାଏ , ସେମାନଙ୍କ ଠାରେ ମଧ୍ୟ ହ୍ୱାଇଟ୍ ଡିସଚାର୍ଜା ଦେଖଆ ଯାଇଥାଏ ।

କିନ୍ତୁ ଏହା ନର୍ମାଲ୍ ଅଟେ । ଯେତେବେଳେ ଆପଣଙ୍କର ଅତ୍ୟଧିକ ଡିସଚାର୍ଜା ହେଉଛି ବା ଆପଣଙ୍କର ଯେଉଁ ଅଣ୍ଡରୱେ ପିନ୍ଧିଛନ୍ତି ତାହା ଷ୍ଟନ୍ ହୋଇ ଯାଉଛି ବା କଲରରେ କିଛି ଚେଢ୍ଜ ଆସୁଛି ସେତେବେଳେ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ । ତେବେ ନର୍ମାଲ୍ ହ୍ୱାଇଟ୍ ଡିସଚାର୍ଜା ର କଲର ହେଉଛି ହ୍ୱାଇଟ୍ କିମ୍ବା ହାଲକା ୟେଲୋ ରହିବ କିନ୍ତୁ ଯେତେବେଳେ ଏହା ଗ୍ରୀନନେସ୍ ହୋଇଯିବ କିମ୍ବା ଗାଢ ୟେଲୋ ହୋଇଯିବ ସେତେେବଳେ ଏହା ଅପରା ନର୍ମାଲ ହୋଇଯିବ ।

ଏହା ସହିତ ତା ସାଙ୍ଗରେ ଗୋଟିଏ ବାଡ ସ୍ମେଲ୍ ରହିବ ଏବଂ ବାରମ୍ବାର କୁଣ୍ଡେଇ ହେବା ବା ରେଡନେସ ଆସିଯିବ । ଏହିଭଳି ସମସ୍ୟା ଦେଖାଗଲେ ଡକ୍ଟରଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଜୁରରୀ ଅଟେ । ତେବେ ହ୍ୱାଇଟ୍ ଡିସଚାର୍ଜା ହେବାର ପ୍ରଥମ କାରଣ ହେଉଛି , ଇନଫେକ୍ସନ୍ । ଇନଫେକ୍ସନ୍ ଦୁଇ ପ୍ରକାରର ହୋଇଥାଏ । ପ୍ରଥମତଃ ଫଙ୍ଗାଲ ଇନଫେକ୍ସନ୍ ଏବଂ ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ମଧ୍ୟ ହୋଇ ପାରିବ ।

ଯେଉଁ ବ୍ୟକ୍ତିମାନେ ଅଧିକ ମୋଟା ଅଛନ୍ତି ବା ବହୁତ ଦିନ ଧରି ଡାଇବେଟିସ୍ ରହିଛି , ଏହି ସବୁ କେସ୍ ରେ କ୍ୟାଣ୍ଡିଡା ଇନଫେକ୍ସନ୍ ହୁଏ । କ୍ୟାଣ୍ଡିଡା ଇନଫେକ୍ସନ୍ ମେନଲି ଛେନା ଛିଣ୍ଡିଲା ଭଳି ହେବ । ଯେଉଁ ମାନଙ୍କ ଠାରେ ନର୍ମାଲ ଡିସଚାର୍ଜା ସମସ୍ୟା ରହିଥାଏ ସେମାନଙ୍କୁ କୌଣସି ଟ୍ରିଟମେଣ୍ଟ କରାଯାଏ ନାହିଁ ଏବଂ ଯେଉଁ ମାନଙ୍କର ଆପର ନର୍ମାଲ୍ ଡାସଚାର୍ଜା ହେଉଛି ତେବେ ସେମାନଙ୍କୁ କେତେଗୁଡିଏ ଟେଷ୍ଟ କରିବାକୁ ପଡିଥାଏ ।

ଏହା ଛଡା ହ୍ୱାଇଟ୍ର କଲର ମଧ୍ୟ ଦେଖିବାକୁ ପଡିଥାଏ । ତା ସହିତ ଯଦି ଟ୍ରିଟମେଣ୍ଟ ପାର୍ଟ କୁ ଗଲେ ଯଦି ଅପରନର୍ମାଲ ଡାସଚାର୍ଜା ଅଛି ତେବେ ଆଣ୍ଟୁ ବ୍ୟାକ୍ଟେରିଆଲ୍ ଦେଇ ହେବ ଏବଂ ଆଣ୍ଟିଫଙ୍ଗାଲ ମଧ୍ୟ ଦେଇ ହେବ । ତେବେ ଯେଉଁ ମହିଳା ମାନଙ୍କର ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି ବା ହୋଲ ଡେ ଆମେ ଟାଇଟ୍ ଅଣ୍ଡର ପିନ୍ଧୁଛେ ବା ଲେଗିନ୍ସ ଆସୁଛି ଏହାକୁ ଆମେ ହୋଲ ଡେ ପିନ୍ଝୁଛେ ।

ଯାହା ଫଳରେ କ ଣ ହୁଏ ନା ମସ୍ଚରାଇଜର ହୋଇ ଭିତରେ ବ୍ୟାକ୍ଟେରିଆ କୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେଣ ୁଆମେ ଲୁଜ୍ ଓ କଟନ ଆଣ୍ଡରୱେ ପିନ୍ଧିବା ଉଚିତ୍ । ଫଳରେ ବ୍ଲଡ ସାର୍କୁଲେସନ୍ ଠିକେ ଭାବରେ ହୋଇ ପାରୁଥିବେ , ଏହା ଆମକୁ ଆରାମ ପ୍ରଦାନ କରିବା ସହ ଇନଫେକ୍ସନ୍ ଦୂର କରିଥାଏ । ମହିଳାମାନେ ସାଧାରଣତଃ ଜାଣି ରଖିବା ଉଚିତ୍ କି ଟଏଲେଟ୍ ଯାଉଛିନ୍ତି ସେତେବେଳେ ମେନ ପାର୍ଟ କୁ ଉପରୁ ତଳକୁ ୱାଇପ୍ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *