7 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି Bajrangi Bhaijan ର ମୁନ୍ନୀ, ଆଜି ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ଦେଖନ୍ତୁ Photo

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ତ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏହି ଫିଲ୍ମଟି ୨୦୧୫ରେ ରିଲିଜ ହୋଇଥିଲା । ଏହି ଫିଲ୍ମର କାହାଣୀଟି ବହୁତ ଭଲ ହେବା ସହ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ଜବରଦସ୍ତ ଅଭିନୟ ପଦର୍ଶନ କରିଥିଲେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଲମାନ ଖାନ ନଜର ଆସିଥିଲେ ।

ବନ୍ଧୁଗଣ ଫିଲ୍ମରେ ଗୋଟେ କୁନି ଝିଅର ଭୂମିକା ମଧ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା ତାର ନାମ ଥିଲା ମୁନି । ଏହି ଫିଲ୍ମରେ ମୁନିର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାର ଜଣକ କିଏ ଓ ସେ ଆଜି ୭ ବର୍ଷ ପରେ କେମିତି ଦେଖା ଯାଉଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଫିଲ୍ମରେ ମୁନିର ଭୂମିକାକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମରେ ମୁନି ଭୂମିକାରେ ନଜର ଆସିଥିବା ଶିଶୁ କଳାକାରଙ୍କ ନାମ ହେଲା ହର୍ଶାଲୀ ମଲ୍ହୋତ୍ରା । ହର୍ଶାଲୀ ଯେତେବେଳେ ୭ ବର୍ଷର ଥିଲେ ସେତେବେଳେ ସେ ବଜରଙ୍ଗୀ ଭାଇଜାନ ଫିଲ୍ମରେ କାମ କରିଥିଲେ । ବର୍ତ୍ତମାନ ସେ ୧୩ ବର୍ଷର ହୋଇସାରିଛନ୍ତି ଓ ତାଙ୍କ ଲୁକ୍ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି ।

ହର୍ଶାଲୀଙ୍କ ଜନ୍ମ ୩ ଜୁନ ୨୦୦୮ ମସିହାରେ ହୋଇଥିଲା । ସେ ପ୍ରଥମେ ବଜରଙ୍ଗୀ ଭାଇଜାନ ଫିଲ୍ମ କରିଲେ ଓ ତା ପରେ ନାସ୍ତିକ ଫିଲ୍ମରେ ଆଲିଆ ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ଏହା ସହିତ ସେ ହିନ୍ଦୀ ଟିଭି ସିରିଏଲ କୁବୁଲ ହେ, ଲୋଟ ଆଓ ତ୍ରିଶା, ସାବଧାନ ଇଣ୍ଡିଆ ଓ ସବଶେ ବଡକର ହମ ଆଦି ସିରିଏଲ ବି କାମ କରିଛନ୍ତି । ବନ୍ଧୁଗଣ ଆଜି ସେ ବହୁତ ଅଧିକ ବଦଳି ଯାଇଛନ୍ତି । ତାଙ୍କ ଲୁକ୍ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ବର୍ତ୍ତମାନ ସେ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସୁଛନ୍ତି । ହର୍ଶାଲୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜର ଅନେକ ଫଟୋ ଓ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *