ପିରିୟଡ୍ସ ଖୋଲି କରି କାହିଁକି ହୁଏ ନାହିଁ ? ପିରିୟଡ୍ସରେ ବ୍ଲିଡିଙ୍ଗ କମ ଆସିବାର କାରଣ କଣ ? Dr Supriya Puranik

ନମସ୍କାର ବନ୍ଧୁଗଣ ତେବେ ମହିଳା ମାନଙ୍କ ର ପିରିୟଡ଼ ଅର୍ଥାତ ଋତୁସ୍ରାବ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯେଉଁଥିରେ ମହିଳା ମାନଙ୍କ ର ଅପରିଷ୍କାର ରକ୍ତ ନିଷ୍କାସିତ ହୋଇଥାଏ । ଏହା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିବା ସହ ସେମାନଙ୍କ ଗର୍ଭାଶୟ ସୁରକ୍ଷିତ ରହିଥାଏ ।ଋତୁସ୍ରାବ ସମୟରେ ମହିଳା ମାନଙ୍କ ଦେହରୁ ଅଧିକ ରକ୍ତ ନିଷ୍କାସିତ ହେବା ଫଳରେ ସେମାନଙ୍କ ଶରୀର ଦୁର୍ବଳ ଲାଗିବା ସହ ଭିନ୍ନ ଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

ସେଥିପାଇଁ ଏହି ସମୟରେ ମହିଳା ମାନଙ୍କୁ ବିଶ୍ରାମ କରିବା ପାଇଁ କୁହାଯାଏ ଏବଂ କିଛି କାମ ପାଇଁ ବାରଣ ମଧ୍ୟ କରାଯାଏ । ନଚେତ ଏହା ଦ୍ୱାରା ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ।ତେବେ ପ୍ରତ୍ୟେକ ମାସ ରେ ମହିଳା ମାନଙ୍କ ପାଇଁ ଏକ ଏଭଳି ସମୟ ଆସିଥାଏ ଯାହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ।

ତେବେ କିଛି ଝିଅ ଙ୍କୁ ପିରିୟଡ଼ ହୁଏ ନାହିଁ ଏବଂ ଏହା ମଧ୍ୟ ଏକ ଚିନ୍ତା ଜନକ ବିଷୟ ଅଟେ । ତେବେ କିଛି ଝିଅ ଙ୍କୁ ପିରିୟଡ଼ ହୋଇଥାଏ କିନ୍ତୁ ସେମାନଙ୍କ ର ଖୋଲି କରି ଆସେ ନାହିଁ ଅର୍ଥାତ ଦୁଇ ଦିନ ତିନି ଦିନରେ ହୋଇକି ରକ୍ତ ବୋହିବା ବନ୍ଦ ହୋଇଯାଇ ଥାଏ ।

ତେବେ ଏହାର କାରଣ ଅନେକ ହୋଇଥାଏ । ତେବେ ଯଦି ଆପଣଙ୍କ ର ପ୍ରଥମ ପିରିୟଡ଼ ହେଉଛି କିମ୍ବା ପିରିୟଡ଼ ଶେଷ ହେବା ସମୟରେ ମଧ୍ୟ ଏହି ଭଳି ପରିସ୍ଥିତି ହୋଇଥାଏ । ତେବେ ଏହା ବୟସ ଉପରେ ନିର୍ଭର କରେ । ତା ଛଡା ଯଦି ଆପଣ ଗର୍ଭବତୀ ହେବାକୁ ଯାଉଥିବେ ତେବେ ମଧ୍ୟ ଆପଣଙ୍କ ପିରିୟଡ଼ ଖୋଲି କରି ଆସେ ନାହିଁ ।  ଯଦି ଆପଣ ଙ୍କ ର ଥାଇ ରାଏଡ଼ ଥାଏ ତେବେ ଥାଇରାଏଡ଼ ଦୁଇ ପ୍ରକାରର ହୋଇଥାଏ ।

କେତେବେଳେ ଥାଇରାଏଡ଼ ରେ ପତଳା ହୋଇ ଯାଆନ୍ତି ଏବଂ କେତେବେଳେ ମୋଟା ହୋଇ ଯାଆନ୍ତି । ତେବେ ଥାଇରାଏଡ଼ ରେ ମୋଟା ହେଲେ ପିରିୟଡ଼ ଠିକ ରେ ହୁଏ ଏବଂ ଯଦି ପତଳା ହୋଇ ଯାଆନ୍ତି ତେବେ ଆପଣଙ୍କ ପିରିୟଡ଼ ରେ କମ ବ୍ଲଡ଼ ବାହାରେ ।

ତେବେ ଏହା ଛଡା ଯଦି ଆପଣଙ୍କ ଟିବି ହୋଇଥାଏ ତେବେ ମଧ୍ୟ ଆପଣଙ୍କ ର ଏଭଳି ପରିସ୍ଥିତି ଦେଖାଯାଏ ତାଛଡା ଯେଉଁମାନେ ଅଧିକ ଡାଏଟ କରନ୍ତି ଏବଂ ଯେଉଁମାନେ ବହୁତ ମୋଟା ଥାଆନ୍ତି ଏବଂ ହଠାତ ପତଳା ହୋଇ ଯାଆନ୍ତି ସେମାନଙ୍କ ସ୍ଥିତି ରେ ମଧ୍ୟ ଅଳ୍ପ ବିଲିଡିଂ ପଡିଥାଏ ।

ତେବେ ଏହି ସବୁ କ୍ଷେତ୍ରରେ ଆପଣ ନିଶ୍ଚିତ ଭାବରେ ଡାକ୍ତର ଙ୍କ ପାଖକୁ ଯାଆନ୍ତୁ ଏବଂ ଡାକ୍ତର ଙ୍କ ପରାମର୍ଶ ନିଅନ୍ତି ଏବଂ ନିଜର ଉଚିତ ଚିକିତ୍ସା କରନ୍ତୁ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *