ଗର୍ଜିୟସ ଶାଢୀ ସାଙ୍ଗକୁ ଖୋଲା କେଶ, ଭାଇରାଲ ହେଲା ଅଭିନେତ୍ରୀ Chandita Padhi ଙ୍କ ଜବରଦସ୍ତ ‘ଗେଣ୍ଡାଫୁଲ’ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଛନ୍ଦିତା ପାଢି ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଛନ୍ଦିତାଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ଛନ୍ଦିତା ନିଜ ସୁନ୍ଦରତା ଓ ନିଜ ଡ୍ୟାନ୍ସ ଭିଡିଓ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଛନ୍ଦିତା ନିଜର ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ୨୦୦୬ ମସିହାରୁ ଓଡିଆ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି ଛନ୍ଦିତା ପାଢି । ସେ ନିଜ କାରିୟରର ଆରମ୍ଭ ପ୍ରଥମେ ଆଲବମ ଗୀତରୁ କରିଥିଲେ । ଏହା ପରେ ସେ ସାର୍ଥକ ଟିଭିର ଲୋକପ୍ରିୟ ସିରିଏଲ ‘ତୋ ଅଗଣାର ତୁଳସୀ ମୁ’ରେ ଲିସା ଚରିତ୍ରରେ ଅଭିନୟ କରିଲେ । ଏହି ସିରିଏଲରେ ଛନ୍ଦିତାଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ଏହା ପରେ ଛନ୍ଦିତା ପାଢି ଅନେକ ଗୁଡିଏ ସିରିଏଲ ଓ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଲେ ।

ତେବେ ବନ୍ଧୁଗଣ ଛନ୍ଦିତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି ସେହି ୟୁଟ୍ୟୁବ ଚ୍ୟାନେଲରେ ଛନ୍ଦିତା ନିଜର ଡ୍ୟାନ୍ସ ଭିଡିଓ ଗୁଡିକୁ ଅପଲୋଡ କରନ୍ତି । ଛନ୍ଦିତା ଭଲ ଅଭିନୟ କରିବା ସହ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି । ତେବେ ଗତ କିଛି ସମୟ ହେବ ଛନ୍ଦିତାଙ୍କର ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଏହି ଭାଇରାଲ ଭିଡିଓରେ ଛନ୍ଦିତା ବଲିଉଡ ଲୋକପ୍ରିୟ ଗୀତ ଗେଣ୍ଡା ଫୁଲ ଗୀତରେ ନିଜର ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଛନ୍ଦିତାଙ୍କ ଏହି ଡ୍ୟାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *