ସକାଳୁ ସକାଳୁ ବାସି ରୁଟି ଖାଇବାର ଫାଇଦା ! ଡାକ୍ତର ବି ହେବେ ଆଶ୍ଚର୍ଯ୍ୟ (Health Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବାସି ଖାଦ୍ୟ ଶରୀର ପାଇଁ ହାନିକାରକ ଅଟେ। କିନ୍ତୁ କିଛି ବାସି ଖାଦ୍ୟ ଏଭଳି ରହିଛି ଯାହା ଶରୀର କୁ କୌଣସି କ୍ଷତି ପହଞ୍ଚାଇ ନଥାଏ, ବରଂ ତାହା ଶରୀର ପାଇଁ ଲାଭଦାୟୀ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି ଗହମ। ପ୍ରାୟତଃ ଘରେ ଗହମ ରେ ତିଆରି ରୁଟି ହୋଇଥାଏ । ଅଧିକାଂଶ ସମୟ ସେହି ରୁଟି ବଳକା ରହିଯାଏ ଏବଂ ତାକୁ ଫୋପାଡ଼ି ଦିଆଯାଏ ।

କିନ୍ତୁ ଯଦି ଆପଣ ସେହି ବାସି ରୁଟି କୁ ଖାଇବେ ତେବେ ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ବାସି ରୁଟି ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ ସେହି ସମ୍ବନ୍ଧରେ କହିବୁ ।  ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମ ରେ ହେଉଛି,  ଯଦି ଆପଣ ରାତି ରେ ତିଆରି କରିଥିବା ରୁଟି ବଳକା ରହି ଯାଇଛି, ତେବେ ସେହି ରୁଟି କୁ ବାହାରେ ପକାନ୍ତୁ ନାହିଁ ।  ଆପଣ ସେହି ବାସୀ ରୁଟି କୁ କ୍ଷୀର ରେ ଭିଜାଇ ରଖି ଦିଅନ୍ତୁ ଏବଂ ତାକୁ ସେବନ କରନ୍ତୁ। ଏହି ପରି ଖାଇବା ବିଶେଷ କରି ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ।ଡାଇବେଟିସ ରୋଗୀ ଙ୍କ ଶରୀରରେ ଇନ୍ସୁଲୀନ ର ଅଭାବ ଥାଏ । ଯଦି ବାସୀ ରୁଟି କୁ କ୍ଷୀର ସହିତ ଭିଜାଇ ଖାଇବେ ତେବେ ଏହା ଶରୀର ରେ ଧୀରେଧୀରେ ପ୍ରାକୃତିକ ଉପାୟ ରେ ଇନ୍ସୁଲୀନ ତିଆରି କରିଥାଏ ।

ଯାହାଦ୍ୱାରା ୩ ମାସ ମଧ୍ୟରେ ଆବଶ୍ୟକ ମାତ୍ରାରେ ଇନ୍ସୁଲୀନ ତିଆରି ହୁଏ ଏବଂ ଡାଇବେଟିସ ରୋଗ ରୁ ସବୁଦିନ ପାଇଁ ମୁକ୍ତି ମିଳିଥାଏ । ୨. ଦ୍ଵିତୀୟ ରେ ହେଉଛି, ଯଦି ଆପଣଙ୍କ ଶରୀର ରେ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ରହୁଛି ଏବଂ ଯନ୍ତ୍ରଣା ହେଉଛି, ଏହା ସହିତ ଯଦି ଶରୀରର କୌଣସି ଅଙ୍ଗ ଫୁଲି ଯାଉଛି ତେବେ ଆପଣ ବାସୀ ରୁଟି ର ସେବନ କରନ୍ତୁ । ଶରୀର ରେ ଏଭଳି ଯନ୍ତ୍ରଣା ର ମୁଖ୍ୟ କାରଣ ହେଉଛି ପେଟ ରେ ହେଉଥିବା ଗ୍ୟାସ ।

ତେଣୁ ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଆପଣଙ୍କୁ ଗ୍ୟାସ ହେବ ନାହିଁ ଏବଂ ଶରୀର ରେ କୌଣସି ଯନ୍ତ୍ରଣା ମଧ୍ୟ ହେବ ନାହିଁ। ୩. ତୃତୀୟ ରେ ହେଉଛି, ଯଦି ଆପଣଙ୍କ ପାଚନ କ୍ରିୟା ରେ ସମସ୍ୟା ରହିଛି ତେବେ ଆପଣ ବାସୀ ରୁଟି କୁ କ୍ଷୀର ସହିତ ଖାଆନ୍ତୁ ।

କାରଣ ଏଥିରେ ଫାଇବର ର ମାତ୍ରା ଅଧିକ ରହିଥାଏ। ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଏବଂ ପାଚନ ତନ୍ତ୍ର ମଜବୁତ ହୋଇଥାଏ । ୪. ଚତୁର୍ଥ ରେ ହେଉଛି, ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଏହାଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇ ପାରିବ। ବାସୀ ରୁଟି କୁ କ୍ଷୀର ସହିତ ଖାଇବା ଦ୍ବାରା ଏହା ଆମ ମେଟାବୋଲିଯିମ କୁ ବୁଷ୍ଟ୍ କରିଥାଏ। ଯାହାଦ୍ଵାରା ଏହା ଓଜନ କମାଇବାରେ ସହାୟକ ହୋଇଥାଏ।

ଯେଉଁମାନେ ଜିମ୍ ଯାଉଛନ୍ତି ଅଥବା ଏକ୍ସରସାଇଜ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବାସୀ ରୁଟି ଲାଭଦାୟୀ ହୋଇଥାଏ।ଏହା ସହିତ ବାସୀ ରୁଟି ଖାଇବା ଦ୍ବାରା ଏହା ଆମ ଶରୀରର ତାପମାତ୍ରା କୁ ନିୟନ୍ତ୍ରିତ କରିଥାଏ। ଯାହାଦ୍ୱାରା ଲୁ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ଏବଂ ଏହାଦ୍ବାରା ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ବହୁତ କମ ଥାଏ ।

ଏହା ହର୍ମୋନ ପ୍ରକ୍ରିୟା କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ । ତେଣୁ ସକାଳୁ ବାସି ରୁଟି ଖାଇବା ନିହାତି ଆବଶ୍ୟକ । ଏହାଦ୍ବାରା ଆମ ଶରୀରକୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ । ୫. ପଞ୍ଚମ ରେ ହେଉଛି, ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ ର ସମସ୍ୟା ରହିଛି ତେବେ ଆପଣ ସକାଳ ସମୟ ରେ ବାସି ରୁଟି କୁ ଥଣ୍ଡା କ୍ଷୀର ରେ ଭିଜାଇ ଖାଇବା ଦ୍ୱାରା ଆପଣଙ୍କ ଶରୀର ରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଅବସ୍ଥାରେ ରହିଥାଏ ।  ତେଣୁ ଆପଣ ନିୟମିତ ଭାବରେ ବାସି ରୁଟି ଓ କ୍ଷୀର ସେବନ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *