ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଦିଗଜ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି ।
ଏହି କଳାକାର ମାନଙ୍କର ବିବାହ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ। ୧- ପ୍ରଥମ ରେ ହେଉଛନ୍ତି ସବ୍ୟସାଚୀ ମିଶ୍ର । ତେବେ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସବ୍ୟସାଚୀ ମିଶ୍ର । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ସବ୍ୟସାଚୀ ମିଶ୍ର । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବ୍ୟସାଚୀ ପ୍ରସିଦ୍ଧି ହାସଲ କରିଛନ୍ତି । ସବ୍ୟ ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି ।
ସବ୍ୟ ପ୍ରଥମେ ସୀମା ମିଶ୍ରଙ୍କ ସହ ୨୦୦୮ ମସିହାରେ ବିବାହ କରିଥିଲେ ହେଲେ କିଛି ବିବାଦ ହେତୁ ଏହି ଦୁଇଜଣଙ୍କ ବିବାହ ୨୦୧୫ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ସବ୍ୟ ୨୦୨୧ ମସିହାରେ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ।
୨- ଦ୍ଵିତୀୟ ରେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ତେବେ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ଅଭିନୟ ଓ ଷ୍ଟାଇଲକୁ ଅନେକ ଲୋକ ବହୁତ ପସନ୍ଦ କରନ୍ତି । ସିଦ୍ଧାନ୍ତ ୨୦୦୩ ମସିହାରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ପ୍ରେମ ବିବାହ କରିଥିଲେ ହେଲେ ଏକ ବର୍ଷ ପରେ ତଥା ୨୦୦୪ ମସିହାରେ ଏହି ଦୁଇଜଣଙ୍କ ବିବାହ ଭାଙ୍ଗି ଯାଇଥିଲା ।
ଏହା ପରେ ସିଦ୍ଧାନ୍ତ ୨୦୦୪ ମସିହାରେ ମାମା ମିଶ୍ରଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ୩- ତୃତୀୟ ରେ ହେଉଛନ୍ତି ଚନ୍ଦନ କର । ତେବେ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଚନ୍ଦନ କର । ଚନ୍ଦନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ ଫିଲ୍ମ କରିଛନ୍ତି ହେଲେ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।
ଚନ୍ଦନ ପ୍ରଥମେ ଶ୍ରୀଦେବୀ ମିଶ୍ରଙ୍କ ସହ ୨୦୦୭ ମସିହାରେ ବିବାହ କରିଥିଲେ ହେଲେ ଏହି ଦୁଇ ଜଣଙ୍କର ଛାଡପତ୍ର ହୋଇ ଯାଇଥିଲା । ଏହାପରେ ଚନ୍ଦନ ଗୀତା କରଙ୍କ ଦ୍ଵିତୀୟ ବିବାହ କରିଥିଲେ। ୪- ଚତୁର୍ଥ ରେ ହେଉଛନ୍ତି ଅନୁ ଚୌଧୁରୀ। ତେବେ ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁ ଚୌଧୁରୀ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଅନୁ ୨୦୦୬ ମସିହାରେ ସନ୍ଦିପ ମିଶ୍ରଙ୍କ ସହ ବିବାହ କରିଥିଲେ ହେଲେ ଏହି ଦୁଇଜଣଙ୍କ ବିବାହ ୨୦୦୮ ମସିହାରେ ଭାଙ୍ଗି ଯାଇଅଥିଲା ।
ଏହାପରେ ଅନୁ ୨୦୧୦ ମସିହାରେ ବିଶାଲ ଭର୍ମାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ। ୫- ପଞ୍ଚମ ରେ ହେଉଛି ରଚନା ବାନାର୍ଜୀ । ତେବେ ରଚନା ୨୦୦୩ ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ବିଚ୍ଛେଦ ଏହାର ଠିକ ଏକ ବର୍ଷ ପରେ ହୋଇଥିଲା ।
ଏହାପରେ ରଚନା ୨୦୦୭ ମସିହାରେ ପ୍ରବାଲ ବସୁଙ୍କୁ ବିବାହ କରିଥିଲେ । ସେ ତାଙ୍କ ପ୍ରଥମ ଫିଲ୍ମ ଅମୋଦିନି ଜରିଆରେ ପଦାର୍ପଣ କରିଥିଲେ। । ସେ ବଙ୍ଗାଳୀ ବ୍ୟତୀତ ଅନେକ ତାମିଲ,ତେଲୁଗୁ ଆଦି ଫିଲ୍ମ ଜଗତରେ ମଧ୍ୟ କାମ କରିଛନ୍ତି।ସେ ବଲିଉଡ ଜଗତର ଅନେକ ନାମୀ ଦାମୀ କଳାକାର ମାନଙ୍କ ସହିତ କାମ କରିଛନ୍ତି । ୬ – ଷଷ୍ଠ ରେ ହେଉଛନ୍ତି ପ୍ରିୟା ଚୌଧୁରୀ ।
ତେବେ ଆମ ଲିଷ୍ଟ ର ଷଷ୍ଠ ରେ ଅଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ । ତେବେ ପ୍ରିୟା ପ୍ରଥମେ ୨୦୧୩ ମସିହାରେ ଦୁର୍ଗା ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ। ପରେ ଏମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଏହାପରେ ସେ କୁଶନ କୁମାର ଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।