‘ମିଷ୍ଟର କହ୍ନେୟା’ ବିବାଦ ପରେ ଗର୍ଜିଲେ ଅଭିନେତା Papu PomPom, ଦେଲେ ଏମିତି ସଫେଇ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୁଣି ଥରେ ବିବାଦକୁ ଫେରିଛନ୍ତି ହାସ୍ୟ ଅଭିନେତା ପପୁ ପମପମ୍ । ତାଙ୍କ ଅଭିନୀତ ବହୁ ବିବାଦୀୟ ଫିଲ୍ମ ମିଷ୍ଟର କହ୍ନେୟା ହଲରେ ରିଲିଜ ହେବା ପରେ ବିବିଦ ବଢିଛି । ଏହି ଫିଲ୍ମରେ କୃଷ୍ଣଙ୍କ ନାମକୁ କାହିଁକି ବ୍ୟବହାର କରାଯାଇଛି ବୋଲି ବିବାଦ ହେଉଛି । ସେହିପରି ଏଥିରେ ଥିବା ଏକ ଗୀତରେ ସକୁନ୍ତଳାଙ୍କୁ କଟାକ୍ଷା କରାଯାଇଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଫିଲ୍ମର ଏକ ପୋଷ୍ଟରକୁ ନେଇ ବିବାଦ ହୋଇଥିଲା ।


ତେବେ ଏଥିରେ  କିଛି ଯୁବତୀଙ୍କ ଦେହରେ ଦଉଡି ଲାଗିଥିବାବେଳେ ସେମାନେ ତଳେ ଆଣ୍ଠେଇବା ମୂଦ୍ରାରେ ଥିଲେ । ଏହି ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଉଠିଥିଲା । କିଛିଦିନ ତଳେ ଫିଲ୍ମର ପ୍ରିମିୟର କଟକରେ ହୋଇଥିବାବେଳେ ଏକ ଫିଲ୍ମ ହଲ ସମ୍ମୁଖରେ ପପୁଙ୍କୁ ବିରୋଧ ପ୍ରଦର୍ଶନ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପପୁ  କିଛି ଯୁବତୀଙ୍କ ଦେହରେ ଦଉଡି ଲାଗିଥିବାବେଳେ ସେମାନେ ତଳେ ଆଣ୍ଠେଇବା ମୂଦ୍ରାରେ ଥିଲେ ।

ଏହି ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଉଠିଥିଲା । କିଛିଦିନ ତଳେ ଫିଲ୍ମର ପ୍ରିମିୟର କଟକରେ ହୋଇଥିବାବେଳେ ଏକ ଫିଲ୍ମ ହଲ ସମ୍ମୁଖରେ ପପୁଙ୍କୁ ବିରୋଧ ପ୍ରଦର୍ଶନ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପପୁ ପମପମ୍ ।

ତେବେ ସେ କହିଛନ୍ତି କି ଏହି ଫିଲ୍ମ ରେ କୌଣସି ପ୍ରକାରର ହିନ୍ଦୁ ଧର୍ମ କୁ ଅପମାନ କରା ଯାଇ ନାହିଁ । ତେବେ ଫିଲ୍ମ ରିଲିଜ ହେବାର ପନ୍ଦର ଦିନ ଆଗରୁ ବଜରଙ୍ଗ ଦଳ ର ଜଣେ ସଦସ୍ୟ ମୋତେ କହିଥିଲେ କି ଏହି ଫିଲ୍ମ ରେ କୌଣସି ଧର୍ମ କୁ ନେଇ ଅପମାନ କରାଯାଇଛି ତେବେ ମୁଁ ତାଙ୍କୁ ଆସି ଦେଖି ନେବାକୁ କହିଥିଲି କିନ୍ତୁ ସେ ସେଦିନ ନ ଆସି ଯେଉଁ ଦିନ ଫିଲ୍ମ ରିଲିଜ ହେଲା ସେଦିନ ଆସି ଏହାର ବିରୋଧ କଲେ ।


ତେବେ ପରେ ତାଙ୍କୁ ବୁଝାଇବା ପରେ ସେ ମୋ ସହ ହଲ କୁ ଯାଇ ସମ୍ପୂର୍ଣ୍ଣ ଫିଲ୍ମ ଦେଖିଲେ ଏବଂ ପରେ ସେମାନେ କହିଲେ କି ଧର୍ମ କୁ ନେଇ କୌଣସି କଥା ହୋଇ ନାହିଁ । ତେବେ କିନ୍ତୁ ମୋ ସମ୍ମାନ କଣ ଫେରେଇ ପାରିବେ । ତେବେ ମୁଁ ଯାହା ବି କଲେ ସେମାନେ ଏହାକୁ ବିରୋଧ କିମ୍ବା କଣ୍ଟ୍ରୋବସି କରୁଛନ୍ତି କାରଣ ସେମାନେ ମୋ ନାମ ନେଇ ନିଜେ ଫେମସ ହେବାକୁ ଚାହୁଁଛନ୍ତି ।

ଏହା ଛଡା ଯଦି ବି ଫିଲ୍ମ ରେ କିଛି ଖରାପ ଜିନିଷ ଅଛି ତେବେ ତାହା ପ୍ରଡକସନ ର ହାତରେ ରହିଛି ଏଥିରେ ମୁଁ କଣ କରି ପାରିବି ଏବଂ ସେନ୍ସର ବୋର୍ଡ ମଧ୍ୟ ଏହାକୁ ୟୁ ବୋଲି ସାର୍ଟିଫିକେଟ ଦେଇ ସାରିଛି । ତେବେ ଏହାର ବିରୋଧ କରିବା ଅର୍ଥହୀନ ।


ତେବେ ସେ ନିଜ ଡିଫେନ୍ସ ପାଇଁ ମିଡ଼ିଆ ଡାକିବେ ଏବଂ ୫୦ ଲକ୍ଷ ଟଙ୍କା ଦାବି ମଧ୍ୟ କରିବେ ବୋଲି କହିଛନ୍ତି । ତେବେ ଶେଷ ରେ ସେ କହିଛନ୍ତି କି ବଜରଙ୍ଗ ଦଳ ଏହି ଭଳି ଫାଲତୁ ଜିନିଷ ରେ ନିଜର ସମୟ ବେକାର ନ କରି କୌଣସି ବଡ଼ କାର୍ଯ୍ୟ କରିବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *