ନିଜେ ଧନୀ ହେବାର ଟିକେ ବି ଗର୍ବ କରନ୍ତି ନାହିଁ Bollywood ର ଏହି 5 ଜଣ ଷ୍ଟାର, ଜଣେ ତ ରାସ୍ତା କଡରେ ଠିଆ ହେଇ ଖାଆନ୍ତି ଗୁପ୍ଚୁପ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ସାମର୍ଥ୍ୟ ଓ ପଇସା ବଳରେ ବହୁତ ଗର୍ବ କରିଥାନ୍ତି । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି କଳାକାର ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ନିଜ ପଇସାର ଅଥବା ସାମର୍ଥ୍ୟ ର ଆଦୋୖ ଗର୍ବ ରହିନାହିଁ । ଏହି କଳାକାର କୋଟି କୋଟି ଟଙ୍କା ର ମାଲିକ ହେବା ସତ୍ତ୍ୱେ ସେମାନଙ୍କ ମନରେ ଅଳ୍ପ ମଧ୍ୟ ଅହଂକାର ରହିନାହିଁ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପଇସା ଓ ପାୱାର ପାଇଁ ଆଦୋୖ ଗର୍ବ କରନ୍ତି ନାହିଁ । ତେବେ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧- ପ୍ରଥମରେ ହେଉଛନ୍ତି ଅକ୍ଷୟ କୁମାର। ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅକ୍ଷୟ କୁମାର । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଧନୀ ଅଭିନେତା ଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । କିନ୍ତୁ ଏହି ଅଭିନେତା କେବେବି ନିଜ ପଇସା ପାଇଁ ଗର୍ବ କରନ୍ତି ନାହିଁ ଏବଂ ସର୍ଵଦା ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରନ୍ତି ।


୨- ତେବେ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ନାନା ପାଟେକର।ଏହି ଅଭିନେତା ଅନେକ ଫିଲ୍ମ ରେ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି । ଏହି ଅଭିନେତା ସର୍ଵଦା ଅନ୍ୟର ସାହାଯ୍ୟ କରନ୍ତି ଏବଂ ଏକ ସାଧାରଣ ବ୍ୟକ୍ତି ଭଳି ନିଜର ଜୀବନ ଅତିବାହିତ କରନ୍ତି ।


୩- ତୃତୀୟ ରେ ହେଉଛନ୍ତି ରଣବୀର କପୁର। ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ରଣବୀର କପୁର । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଋଷି କପୁର ଙ୍କ ପୁଅ ଅଟନ୍ତି । ଏହି ଅଭିନେତା କେବେବି ନିଜ ପଇସା ର ଗର୍ବ ଦେଖାନ୍ତି ନାହିଁ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ରଣବୀର ଙ୍କୁ ଗୁପଚୁପ୍ ଖାଇବା ବହୁତ ପସନ୍ଦ । ତାଙ୍କୁ ପ୍ରାୟତଃ ରାସ୍ତା କଡରେ ଗୁପଚୁପ୍ ଖାଉ ଥିବାର ମଧ୍ୟ ଦେଖିବାକୁ ମିଳିଛି ।


୪- ତେବେ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଜ୍ୟାକି ସ୍ରଫ । ଏହି ଅଭିନେତା ଏକ ସମୟ ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଥିଲେ । ଏହି ଅଭିନେତା ମଧ୍ୟ କେବେବି ଧନୀ ହେବାର ଅହଂକାର କରନ୍ତି ନାହିଁ । ବର୍ତ୍ତମାନ ମଧ୍ୟ ଏହି ଅଭିନେତା ଜଣେ ଗରିବ ଆମ୍ମା ଙ୍କ ଦୋକାନ ରେ ଚା’ ପିଅନ୍ତି।


୫- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଆମୀର ଖାଁ । ଏହି ଅଭିନେତା ଙ୍କ ଯେ କୌଣସି ଫିଲ୍ମ ବକ୍ସ ଅଫିସ ରେ ରିଲିଜ ହୋଇଥାଏ ତାହା ଦୁଇଶହ କୋଟି ରୁ ଉର୍ଦ୍ଧ୍ବ କମାଇଥାଏ । ଏହି ଅଭିନେତା କେବେବି ନିଜ ପଇସା ରେ ଇର୍ଷା କରି ନାହାନ୍ତି ଏବଂ ଅଭିନେତା ଆମୀର ଖାଁ ସର୍ବଦା ଅନ୍ୟ କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ରହିଥାନ୍ତି।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *