ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ସଲମାନ ଖାନ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା କୋଟି କୋଟି ଦର୍ଶକ ଙ୍କ ପ୍ରିୟ ଅଭିନେତା ଅଟନ୍ତି । ଅଭିନେତା ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ଅଭିନେତ୍ରୀ ମାନଙ୍କ କ୍ୟାରିଅର କୁ ସଜାଡିଛନ୍ତି ଏବଂ କେତେକ ଅଭିନେତ୍ରୀ ଙ୍କୁ ସେ ସ୍ୱୟଂ ଲଞ୍ଚ ମଧ୍ୟ କରିଛନ୍ତି । ସଲମାନ ଖାନ ଜଣେ ଉଚ୍ଚକୋଟି ଏବଂ ନରମ ହୃଦୟ ବ୍ୟକ୍ତିତ୍ବ ର ଅଭିନେତା ଅଟନ୍ତି ।
ତେବେ ଏହି ବିଶେଷ ଗୁଣ ହିଁ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ ବନାଇ ଥାଏ । ଅଭିନେତା ସଲମାନ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ତାଙ୍କ ବିବାହ କୁ ଲକ୍ଷ ଲକ୍ଷ ଦର୍ଶକ ମାନେ ଅନାଇ ବସିଛନ୍ତି । ସଲମାନ ଖାନ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ସମସ୍ତ ଦର୍ଶକ ଆଗ୍ରହୀ । ତେବେ କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସଲମାନ ଖାନ ଙ୍କ ମାଆ ତାଙ୍କ ପାଇଁ ବୋହୁ ବାଛି ସାରିଛନ୍ତି ।
ତେବେ ଏହା ପଛରେ କଣ ରହସ୍ୟ ରହିଛି ଆସନ୍ତୁ ବିସ୍ତାର ରୂପରେ ଜାଣିବା । ଅଭିନେତା ସଲମାନ ଖାନ ଙ୍କ ମାଆ ନିଜ ପୁଅ ପାଇଁ ଝିଅ ପସନ୍ଦ କରି ନେଇଛନ୍ତି ଏବଂ ସେ ଏହା ମଧ୍ୟ ଚାହାନ୍ତି ଯେ ସଲମାନ ଖାନ ତାଙ୍କୁ ହିଁ ବିବାହ କରନ୍ତୁ । ତେବେ ସେହି ଝିଅ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତେବେ ଅଭିନେତା ସଲମାନ ଖାନ ଙ୍କ ଜୀବନ ରେ ତାଙ୍କ ମାଆ ଓ ତାଙ୍କ ଭଉଣୀ ଅର୍ପିତା ଙ୍କ ବ୍ୟତୀତ ଯଦି ଅନ୍ୟ କେହି ଅଛନ୍ତି ତେବେ ସେ ହେଉଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ ।
ତେବେ ସଲମାନ ଖାନ ଚାହିଁଥିଲେ ସେ କ୍ୟାଟ୍ରିନା ଙ୍କୁ ୧୦ ବର୍ଷ ପୂର୍ବେ ହିଁ ବିବାହ କରି ପାରିଥାନ୍ତେ । କିନ୍ତୁ କୌଣସି କାରଣ ବଶତଃ ସେ ଏପରି କରି ନଥିଲେ । ଅଭିନେତ୍ରୀ ଏହି ଯୋଡି ପରସ୍ପର କୁ ପସନ୍ଦ କରନ୍ତି ସତ ଏବଂ ସଲମାନ ଖାଁ ଙ୍କ ମାଆ ମଧ୍ୟ କଟ୍ରିନା ଙ୍କୁ ବୋହୁ ରୂପରେ ଦେଖିବାକୁ ଚାହାନ୍ତି କୈଫ ମଧ୍ୟ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ, ସେ ନିଜ ଜୀବନରେ ଯଦି କୌଣସି ବ୍ୟକ୍ତି ଉପରେ ଆଖି ବନ୍ଦ କରି ବିଶ୍ୱାସ କରି ପାରିବେ ତେବେ ସେ ହେଉଛନ୍ତି କେବଳ ଜଣେ ସଲମାନ ଖାନ ।
ତେବେ ଏହି ଯୋଡି ପରସ୍ପର କୁ ପସନ୍ଦ କରନ୍ତି ସତ ଏବଂ ସଲମାନ ଖାନ ଙ୍କ ମାଆ ମଧ୍ୟ ଏହି ଯୋଡି ପରସ୍ପର କୁ ପସନ୍ଦ କରନ୍ତି ସତ ଏବଂ ସଲମାନ ଖାଁ ଙ୍କ ମାଆ ମଧ୍ୟ କ୍ୟାଟ୍ରିନା ଙ୍କୁ ବୋହୁ ରୂପରେ ଦେଖିବାକୁ ଚାହାଁନ୍ତି । ତେବେ ସଲମାନ ଙ୍କ ନାମ ଅନେକ ଅଭିନେତ୍ରୀ ମାନଙ୍କ ସହ ମଧ୍ୟ ଯୋଡ଼ା ଯାଇଛି । ତେବେ ସଲମାନ ନିଜର ଏକ ଇଣ୍ଟରଭିୟୁ ରେ କହିଥିଲେ କି ସେ ଜୁହି ଚାୱଲା ଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ସେ ତାଙ୍କ ବହୁତ କ୍ୟୁଟ ମଧ୍ୟ ଲାଗୁଥିଲେ ଏବଂ ସେ ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଥିଲେ ।
ସେଥିପାଇଁ ସଲମାନ ଜୁହି ଙ୍କ ବାପା ଙ୍କ ସହ ମଧ୍ୟ କଥା ହେବାକୁ ଯାଇଥିଲେ । ତେବେ ଜୁହି ଙ୍କ ବାପା ଏହି ପ୍ରସ୍ତାବ କୁ ମନା କରି ଦେଇଥିଲେ । ସେତେବେଳେ ସଲମାନ ଙ୍କ ନାମ ଅନେକ ଝିଅ ଙ୍କ ସହ ଯୋଡି ହୋଇ ଯାଇଥିଲା ଏବଂ ସଲମାନ ଙ୍କ ଇମେଜ ଜୁହି ଙ୍କ ବାପାଙ୍କ ଆଗରେ ବହୁତ ଖରାପ ହୋଇ ଯାଇଥିଲା ଯାହା ଯୋଗୁଁ ସେ ଏହି ପ୍ରସ୍ତାବ କୁ ମନା କରି ଦେଇଥିଲେ ଏହା ସ୍ଵୟଂ ସଲମାନ ନିଜେ ହିଁ ଏକ ଇଣ୍ଟରଭିୟୁ ରେ କହିଛନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।