20ଦିନ ହେଲାଣି ନା ମୁଁ ତା ସହ କଥା ହୋଇଛି ନା ଦେଖା କରିଛି…ତାଙ୍କ ଘରକୁ ଯାଇଥିଲି ତା’ ବାପା, ମା ମତେ ଦେଖା କରେଇ ଦେଲେନି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ କ’ ଣ କରୁଥିଲା ତା’ ବାପା, ମାଆ ସବୁ ଏ ବିଷୟରେ ଜାଣିଥିଲେ । ଶୁଭଲକ୍ଷ୍ମୀଙ୍କର ରହସ୍ୟ ଜନଙ୍କ ମୃ-ତ୍ୟୁ ମାମଲାକୁ ନେଇ ଶୁଭଲକ୍ଷ୍ମୀଙ୍କର ପୁରୁଷ ବନ୍ଧୁ ଏପରି କିଛି ପ୍ରତିକ୍ରିୟା ମିଡିଆ ସାମ୍ନାରେ ବାଇଟ ଦେଇଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ମୁଁ ଶୁଭଲକ୍ଷ୍ମୀଙ୍କୁ ବହୁତ ଭଲ ପାଉଥିଲି । ହେଲେ ଅନିଲ ପାଇଁ ଆମ ଦୁହିଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ । ହେଲେ ସେ ମୋତେ ଭୁଲ ମାଗିଲେ ମୁଁ ତାକୁ କ୍ଷମା କରିଦିଏ ।

ହେଲେ ଦିନେ ମୁଁ ଶୁଭଙ୍କ ଘରକୁ ଯାଇଥିଲି । ମୁଁ ଶୁଭଙ୍କୁ ବୁଝାଇ ସୁଝାଇ ପୁଣି ଥରେ ଭୁବନେଶ୍ବର ଆଣିବା ପାଇଁ ଚେଷ୍ଟା କରୁଥିଲି । ଆମ ଦୁହିଙ୍କ ବିଷୟରେ ମଧ୍ୟ ତାଙ୍କ ଘର ଲୋକ ଜାଣିଥିଲେ । ହେଲେ ତା’ ବାପା, ମାଆ ମୋତେ ତାଙ୍କ ଝିଅ ସହ ଦେଖା କରେଇ ଦେଲେନି । ତାଙ୍କ ଝିଅ ସହ ମୋତେ ମିଳାମିଶା କରିବାକୁ ମଧ୍ୟ ମନା କଲେ । କହିଲେ ଶୁଭଲକ୍ଷ୍ମୀ ଆଉ ଭୁବନେଶ୍ବର ଯିବନି । ଏଇଠି ରହି କାମ କରିବ । ତାପରେ ମୁଁ କାନ୍ଦି କାନ୍ଦି ସେ ଜାଗାରୁ ପଳେଇ ଆସିଥିଲି ।

ପୁଣି ଥରେ ପଛରେ ଜାଣିବାକୁ ପାଇଥିଲି । ଯେ ଶୁଭଲକ୍ଷ୍ମୀ ପୁଣି ଥରେ ଭୁବନେଶ୍ବର ଆସିଛି । ସେ ପୁଣି ୩୦ ତାରିଖରୁ ଆସି ତା’ ପୁରୁଷବନ୍ଧୁ ଅନିଲ ସହ ରହୁଛି । ଏ କଥା ଶୁଭଲକ୍ଷ୍ମୀର ମା’ ବି ଜାଣିଛି । ହେଲେ ପଚାରିବା ବେଳକୁ ତା’ ବାପା, ମାଆ କିଛି ଜାଣି ନାହାନ୍ତି ବୋଲି ସମସ୍ତଙ୍କୁ କହୁଛନ୍ତି । ହେଲେ ତାପରେ ଶୁଭଲକ୍ଷ୍ମୀ ସହ ମୁଁ ୨୦ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର ସମ୍ପର୍କରେ ରହିଲି ନାହିଁ ।

ତାଙ୍କୁ କଲ କି ମେସେଜ କିଛି ବି କରିଲି ନାହିଁ । ପରେ ମୁଁ ଶୁଣା ପାଇଲି ଯେ ହୋଟେଲରୁ ଶୁଭଲକ୍ଷ୍ମୀଙ୍କର ମୃ-ତ ଦେହ ଉଦ୍ଧାର କରାଯାଇଛି । ତେଣୁ ଶୁଭଲକ୍ଷ୍ମୀ ତା’ ପୁରୁଷ ବନ୍ଧୁ ଅନିଲ ଭୋଳ ସହ ହିଁ ଯାଇ ହୋଟେଲରେ ୩୦ ତାରିଖରୁ ଯାଇ ରହିଥିଲା । ତେବେ ଆଗକୁ ଖବରର ପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *