‘ତତେ ମୁଁ ମ୍ୟାରେଜ କରିବି, ଓଡିଶାରେ ଖେଳ କରିବି…’ ମାର୍କେଟକୁ ଆସିଲା ନୂଆ ଭାଇରାଲ song ଟୁଙ୍ଗୁରୁ ନୂଆପ୍ରେମ, ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏବେ ଏହି ଦୁଇ ପ୍ରେମିଯୁଗଳଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଉଭୟଙ୍କ ଅପୂର୍ବ ପ୍ରେମ କାହାଣୀ ବିଷୟରେ ଯିଏ ବି ଜାନୁଛି ସିଏ ମୁଣ୍ଡରେ ହାତ ଦେଉଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ପ୍ରେମ କାହାଣୀରେ ଆଉ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତ

କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି । ତେବେ ଥାନାରେ ଆପଶ ସମାଧାନ ହେବା ପରେ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ମା ଭଳି ବୋଲି କହିଥିଲେ । ହେଲେ ଗତ କାଲି ଟୁଙ୍ଗୁରୁ ବର୍ଷାଙ୍କୁ ସକାଳେ ଫୋନ କରି ସ୍ଵାମୀ ଭଳି ବ୍ୟବହାର କରିଥିଲେ ଓ ବର୍ଷାଙ୍କୁ ବାହା ହେବା କଥା କହିଥିଲେ ।

ଯେତେବେଳେ ଟୁଙ୍ଗୁରୁ ଜାଣିଲା ଯେ ବର୍ଷା ତାକୁ କଲ୍ କରିବା ବେଳେ ମିଡିଆ ଡକାଇ ଥିଲେ ସେତେବେଳେ ସେ ନିଜର ଅସଲି ରୂପ ଦେଖାଇଥିଲା । ଗତ କାଲି କିଛି ସାମ୍ବାଦିକ ମାନେ ଟୁଙ୍ଗୁରୁ ପାଖକୁ ପ୍ରତିକ୍ରିୟା ନେବାକୁ ଯାଇଥିଲେ ହେଲେ ଟୁଙ୍ଗୁରୁ ସେମାନଙ୍କ ସହ ଦୁର୍ବ୍ୟବହର କରିଥିଲା । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କୁ ନେଇ ଆଉ ଏକ ଆଲବମ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଆଲବମ ଗୀତଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ଗାଁରୁ ସହର ସହରରୁ ଗଳି ସମସ୍ତ ସ୍ଥାନରେ ଏହି ଗୀତ ବାଜୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ନେଇ ହୋଇଥିବା ଏହି ଆଲବମ ଗୀତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଆଲବମ ଗୀତ ବିଷୟରେ ।


ବନ୍ଧୁଗଣ ଏହି ଆଲବମ ଭିଡିଓର ନାମ ହେଉଛି ‘ଟୁଙ୍ଗୁରୁ ନୁଆ ପ୍ରେମ’ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଆଉ ଲୋକମାନେ ଏହି ଭିଡିଓଟି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏବେ ଏହି ଭିଡିଓଟି ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଟୁଙ୍ଗୁରୁ ଓ ବର୍ଷାଙ୍କ ଏହି ନୁଆ ଆଲବମ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *