Exclusive: ସାମ୍ନାକୁ ଆସିଲା ତିନିଟି ସ୍ତ୍ରୀ ଥିବା ରସିକ ନାଗରଙ୍କ କାରନାମା, ମଝିଆଁ ସ୍ତ୍ରୀର ଉତ୍ପାତରେ ବଡ, ସାନ ବେହାଲ…ଦେଖନ୍ତୁ Video

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ତିନୋଟି ସ୍ତ୍ରୀ ଥିବା ରାଶିକ ନାଗରିକର କାର୍ଣ୍ଣମା । ମଝିଆଁ ସ୍ତ୍ରୀର ଉତ୍ପାତରେ ବଡ, ସାନ ବେହାଲ ହେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମାର୍ସାଘାଇ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଆଉ ଏହି ଘଟଣା ଟି ସାରା ଓଡିଶାକୁ ଚକିତ କରିବ । ସଞ୍ଜୟ ଶେଠୀ ନାମକ ଯୁବକଙ୍କର ତିନୋଟି ସ୍ତ୍ରୀ । ବର୍ତ୍ତମାନ ପ୍ରଥମ ଓ ତୃତୀୟ ସ୍ତ୍ରୀ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ଭିକ୍ଷା କରୁଛନ୍ତି ।

ତିନି ନମ୍ବର ସ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା ମୁତାବକ, ମୁଁ ଗତ କାଲି ଜାଣିବାକୁ ପାଇଥିଲି ସେ ଆଗରୁ ବିବାହିତ ଆଉ ତାଙ୍କର ଦ୍ଵିତୀୟ ପତ୍ନୀ ମୋତେ 10 ଦିନ ତଳେ ଧମକ ଦେଇଥିଲା । ମୁଁ ସ୍ଵାମୀକୁ କହିବା ଦ୍ଵାରା ସେ ମୋତେ ମାରଥିଲା ଆଉ ମୁଁ ବାପ ଘରକୁ ପଳେଈ ଥିଲି । ମୁଁ କାଲି ଥାନା ଆସିଥିଲି ଆଉ କେସଟିକୁ ବୁଝାବଣା କରିବା ପାଇଁ ରଖାଗଲା ।

ମୁଁ 2 ବର୍ଷ ହେଲା ବାହା ହେଇଛି ଆଉ ମୋର ଗୋଟେ 9 ମାସର ଛୁଆ । କାଲି ମୋ ସ୍ଵାମୀ ଘରକୁ ଆସି ମୋତେ ବାଡେଇଛି ଆଉ ହତ୍ୟା କରିବାର ଧମକ ଦେଇଛି । ତେବେ ବନ୍ଧୁଗଣ ପ୍ରଥମ ସ୍ତ୍ରୀଙ୍କ ମତରେ, ମୁଁ ସଞ୍ଜୟ ଶେଠୀ ନାଁରେ ଅଭିଯୋଗ ଆଣି ନଥିଲି ମୋ ପୁଅ ଆଣିଥିଲା ତା ବାପା ନାଁରେ । 2004 ମସିହାରେ ଆମର ବାହାଘର ହୋଇଥିଲା ମୋ ପୁଅକୁ ଏବେ 17 ବର୍ଷ । ମୁଁ ଦୁଇଟି ଛୁଆଙ୍କୁ ନେଇ ଭୁବନେଶ୍ବରରେ ଏକା ରହୁଛି ଜୀବନକୁ ଭୟ ।

ଟ୍ୟୁସନ ଫିସ ଆଉ ସ୍କୁଲ ଫିସ ଦେବା ପାଇଁ ସ୍ଵାମୀ କୁହେ ରିଲେସନରେ ଆସିବା ପାଇଁ । ସେ କୁହେ ରିଲେସନସିପରେ ଯଦି ତୁ ଆସିବୁ ତା ହେଲେ ମୁଁ ତୋ ଛୁଆକୁ ପଇସା ଦେବି ନହଲେ ଦେବିନି । ମୁଁ କହିଲି ତୋ ନାଁରେ କେସ କରିଥିଲି ତୁ ଏବେ ଦୁଇଟି ସ୍ତ୍ରୀ ସହ ରାହୁଛୁ ମୋତେ ସାବତ ଦରକାର ନାହିଁ । ମୋ ସ୍ଵାମୀକୁ ଦରକାର 24 ଘଣ୍ଟା । ତାହା ଆମେ ତ ଯୋଗେଇ ପାରିବୁନି ଆମର ବୟସ ହେଇଗଲାଣି ।

ଆମ ସାଙ୍ଗରେ ଏଞ୍ଜୋଏ କରି ସାରିଛି ନୂଆ ନୂଆ ପାର୍ଟନର ଦରକାର ପଇସା ଅଛି ତା ପାଖରେ ବାସ ଏଞ୍ଜୋଏ କରୁଛି । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରଥମ ଓ ତୃତୀୟ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ତେବେ ଏହି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *