ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଜୟସ୍ବାଲ ଶତକ ମାରିଲେ, ପଡ଼ିଆ ମଝିରେ ଗାର୍ଲଫ୍ରେଣ୍ଡକୁ ଫ୍ଲାଇଙ୍ଗ କିସ୍ ଦେଲେ…Yashasvi Jaiswal

ପ୍ରେମିକା ଆଗରେ ଜୟସ୍ଵାଲ ପିଟିଲେ ଶତକ ! ବର୍ତ୍ତମାନ ଇଣ୍ଡିଆନ କ୍ରିକେଟ ଟିମ ଏକ ସୁଦୃଢ ସ୍ଥାନରେ ରହିଅଛି । 322 ରନରେ ଆଗୁଆ ରହିଛି। ଯେଉଁ ସମୟରେ ଜୟସ୍ଵାଲ ଶତକ ମାରିଥିଲେ । ସେତେବେଳେ ଶତକ ମରିସରି ପାଭିଲିୟନରେ ବସିଥିବ ନିଜ ପ୍ରେମିକାକୁ ଫ୍ଲାଇଙ୍ଗ କିସ୍ କରିଥିଲେ । ଯେଉଁ ସମୟର ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗି ପଡିଛନ୍ତି ।

ତେବେ କ୍ରିକେଟର ଗିଲ୍ ଓ ସାରାଙ୍କ ପ୍ରେମ କାହାଣୀ ପରେ ପରେ ଏବେ ଜୟସ୍ଵାଲଙ୍କ ଲଭ ଷ୍ଟୋରି ଚର୍ଚା ହେବାରେ ଲାଗି ଗଲାଣି । କାରଣ ଯେତେବେଳେ ଇଂଲଣ୍ଡ ବିପକ୍ଷରେ କ୍ରିକେଟର ଜୟସ୍ଵାଲ ଶତକ ମାରିଥିଲେ । ସେତେବେଳେ ସେ ଖୁସି ମନରେ ଶତକ ମାରି ସାରି ନିଜର ବ୍ୟାଟ ଥୋଇ ଦେଇଥିଲେ । ତାପରେ ପାଭିଲିୟନରେ ବସିଥିବା ନିଜ ପ୍ରେମିକାକୁ ଫ୍ଲାଇଙ୍ଗ କିସ୍ କରିଥିଲେ । ତେବେ କ୍ରିକେଟର ମାନେ ନିଜ ପ୍ରେମିକାକୁ ଦେଖିଲା ପରେ ମଇଦାନରେ ଉପରେ ଜବରଦସ୍ତ ଖେଳୁଛନ୍ତି ବୋଲି ମଧ୍ୟ ଅନେକ କହୁଛନ୍ତି ।

କାରଣ ଜୟସ୍ଵାଲଙ୍କ କେବଳ କଥା ନୁହେଁ । ଆଗରୁ କ୍ରିକେଟ ମଇଦାନରେ ଅନେକ ଉଦାହରଣ ଦେଖିବାକୁ ଲୋକେ ପାଆନ୍ତି । ଯେତେବେଳେ କ୍ରିକେଟର ପ୍ରେମିକ ମଇଦାନରେ ଭଲ ପଦର୍ଶନ କରିଥାଏ । ସେତେବେଳେ ସେ ପାଭିଲିୟନରେ ବସିଥିବା ନିଜର ପ୍ରେମିକା ପ୍ରତି ନିଜର ଭଲ ପାଇବା ମଇଦାନ ଉପରେ ହିଁ ଜାହୀର କରିଦେଇଥାଏ । ଯାହାପରେ ସେମାନଙ୍କର ଲଭ ଷ୍ଟୋରି ଖୁବ ଚର୍ଚାକୁ ଆସେ । ସମସ୍ତେ ସେହି କପୁଲ୍ କୁ ଜାଣିପାରନ୍ତି ।

ତେବେ ସେହିପରି ବର୍ତ୍ତମାନର ଚର୍ଚିତ ଯୋଡି ହେଉଛହନ୍ତି । ଜୟସ୍ଵାଲ ଓ ତାଙ୍କର ପ୍ରେମିକା । ଯେତେବେଳେ ଇଂଲଣ୍ଡ ବିପକ୍ଷରେ ଜୟସ୍ଵାଲ ଶତକ ମାରିଥିଲେ । ସେତେବେଳେ ସେ ନିଜର ପ୍ରେମିକାକୁ ମଇଦାନ ଉପରୁ ଫ୍ଲାଇଙ୍ଗ କରିଥିଲେ । ତେବେ ଏହିଭଳି ଯୁବ କ୍ରିକେଟର ମାନେ କ୍ରିକେଟ ମ୍ଯାଚରେ ନିଜର ମ୍ଯାଚ ଭଲ ପଦର୍ଶନ ପାଇଁ ଯେତିକି ଚର୍ଚାରେ ରହିଥାନ୍ତି । ସେତିକି ତାଙ୍କ ଲଭ ଷ୍ଟୋରିକୁ ନେଇ ମଧ୍ୟ ଚର୍ଚାରେ ରହିଥାନ୍ତି ।

ଖାସ୍ କରି ଯେତେବେଳେ କିଛି କ୍ରିକେଟର ଛକା, ଚଉକା ମାରି କମାଲ କରି ଦେଖାଇଥାନ୍ତି । ସେତେବେଳେ ସେ କ୍ରିକେଟ ମଇଦାନ ଉପରେ ଠିଆ ହୋଇ ପାଭିଲିୟନରେ ବସିଥିବ ନିଜର ପ୍ରେମିକାକୁ ଫ୍ଲାଇଙ୍ଗ କିସ କରିବାର ଉଦାହରଣ ବହୁ ସମୟରେ ଦେଖିବାକୁ ମିଳେ । ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *