ସାମ୍ନାକୁ ଆସିଲା କିଛି ଏମିତି… ରାତି ସାରା ନ ଶୋଇ ଗୁମୁରି ଗୁମୁରି କାନ୍ଦୁଛନ୍ତି Anubhav Mohanty

ଗୁମୁରି ଗୁମୁରି କାନ୍ଦୁଛନ୍ତି ଅନୁଭବ ! ହଁ ଆଜ୍ଞା ନିକଟ ଅତୀତରେ କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ଘଟିଛି । ଦୀର୍ଘ ଦିନ ଧରି କିଡନୀ ରୋଗରେ ଅସୁସ୍ଥ ଥିବା ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ଦେହାନ୍ତ ଘଟିଯାଇଛି । ତେବେ ନିଜ ବାପାଙ୍କୁ ହରାଇ ଅନୁଭବ ମଧ୍ୟ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । କାରଣ ଅନୁଭବ ତାଙ୍କ ବାପାଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ସେ ଏତେ ବଡ ଦୁନିଆର ନିଜ ବାପା, ମାଆ ଙ୍କୁ ହିଁ ନିଜର ଦୁନିଆ ବୋଲି ଭାବୁଥିଲେ ।

କାରଣ ଏହି ମିଛ ମାୟା ସଂସାରରେ ସତରେ ଯଦି କେହି ଅତି ନିଜର ତେବେ ସେ ଦୁଇ ଜଣ ହେଉଛନ୍ତି ବାପା ଓ ମାଆ ବୋଲି ଅନୁଭବ ହୃଦୟଙ୍ଗମ କରିନେଇଥିଲେ । ତେଣୁ ସେ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ନିଜ ବାପା, ମାଆଙ୍କ ସହ ସମୟ ବିତାଇବାକୁ ଅଧିକ ଭଲ ପାଉଥିଲେ । ତେବେ ସେ ସବୁଠାରୁ ଅଧିକ ଭଲ ପାଉଥିବା ସବୁଠାରୁ ଆଦର ଯତ୍ନ କରୁଥିବା ଲୋକଙ୍କୁ ଅନୁଭବ ନିଜ ଜୀବନରୁ ହରାଇ ଦେଇଛନ୍ତି ।

ସେ ଜଣଙ୍କ ହେଉଛନ୍ତି ଅନୁଭବଙ୍କର ବାପା । ଯାହାଙ୍କୁ ସେ ନିଜ ଜୀବନ ଠାରୁ ବି ଅଧିକ ଭଲପାଉଥିଲେ । ସଭା, ସମିତି ଯୁଆଡେ ଗଲେ ବି ଅନୁଭବଙ୍କ ମୁହଁରେ ଅନେକ ସମୟରେ ତାଙ୍କ ବାପାଙ୍କ କଥା ତାଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ହେଲେ ଏତେ ସବୁ ମଧ୍ୟରେ ବର୍ତ୍ତମାନ ସମୟରେ ଆଉ ଅନୁଭବ ମହାନ୍ତିଙ୍କ ବାପା ଏଇ ଦୁନିଆରେ ନାହାନ୍ତି । ତେଣୁ ବାପାଙ୍କ ଅନ୍ତିମ ସଂସ୍କାର କରିଦେଇ ଆସି ଅନୁଭବଙ୍କ ଆଖିରେ ରାତି ସାରା ନିଦ ନାହିଁ ।

ଅନୁଭବ ନିଜ ହୃଦୟରେ ବାପା ଚାଲିଯିବାର ଯେଉଁ ଦୁଃଖ ଚାପି ରଖିଛନ୍ତି କାହାକୁ ଖୋଲି ହୁଏତ ନିଜ ମନର କଥା କହି ପାରୁନାହାନ୍ତି । ହେଲେ ରାତି ସାରା ଗୁମୁରି ଗୁମୁରି ନିଜ ବାପାଙ୍କ କଥା ମନେ ପକାଉଛନ୍ତି । ତେଣୁ  ଅନୁଭବ ନିଜର ବାପା ଚାଲିଯିବାର ଦୁଃଖରେ ସଂପୂର୍ଣ୍ଣ ରୂପେ ଦୁଃଖୀତ ଓ ମର୍ମାହତ ହୋଇ ପଡିଛନ୍ତି । ତେବେ ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ଆତ୍ମାର ସଦଗତି ହେଉ ବୋଲି ଇଶ୍ଵରଙ୍କ ନିକଟରେ ପ୍ରାଥନା କରିବୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *