ସମୁଦ୍ର ମଝିରେ ଭାଙ୍ଗିଗଲା ଜାହାଜ, ନିଜେ ପରିସ୍ରା ପିଇ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ମହିଳା, ପୁରା ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଭରିଯିବ

ବନ୍ଧୁଗଣ, ମା’ ଏହି ଦୁନିଆରା ସବୁଠାରୁ ବଡ ଯୋଦ୍ଧା ଅଟେ । ଏହା କେବଳ ଏକ କଥା ନୁହେଁ ଏହା ସତ୍ୟ ଅଟେ । କାରଣ ମା ନିଜ ପିଲା ମାନଙ୍କୁ କଠିନ ରୁ କଠିନ ପରିସ୍ଥିତି ରେ ମଧ୍ୟ ଖୁସି ରଖିବାକୁ ପ୍ରୟାସ କରିଥାଏ । ଏହି ଦୁନିଆରେ କେବଳ ମା’ ହିଁ ଅଛି ଯିଏ ନିଜ ଶିଶୁ ର ଜୀବନ ବଞ୍ଚାଇବା ନିମନ୍ତେ କୌଣସି ସୀମା ପାର କରିପାରେ । ଏହିଭଳି କିଛି ଆମେରିକାର ଜଣେ ମା କରି ଦେଖାଇଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ଟି କଣ ଅଟେ ?

୩ ସେପ୍ଟେମ୍ବର କୁ ବେନେଜୁଏଲା ରୁ ଲା ଟୋର୍ତୁଗା ଯିବା ପାଇଁ ଗୋଟିଏ ଜାହାଜ ବାହାରିଲା, ଯେଉଁଥିରେ ୯ ଜଣ ଲୋକ ବସିଥିଲେ । ଏହି ୯ ଜଣ ମଧ୍ୟରେ ୪୦ ବର୍ଷ ବୟସୀୟ ମେରିଲି ଚାକୋନ ନାମ ମହିଳା ଥିଲେ । ଏହି ମହିଳା ଙ୍କ ସହିତ ତାଙ୍କର ୬ ବର୍ଷ ର ପୁଅ ଏବଂ ୨ ବର୍ଷ ର ଝିଅ ଥିଲେ । ଏହା ସହିତ ତାଙ୍କ ସ୍ଵାମୀ ମଧ୍ୟ ଥିଲେ । ପିଲା ମାନଙ୍କ ଆୟା ବେରୋନିକା ମଧ୍ୟ ଜାହାଜ ରେ ଥିଲେ ।

ଏହି ସମୟରେ ପ୍ରଚଣ୍ଡ ଲହରୀ ମଧ୍ୟରେ ଲହରୀରେ ଟକ୍କର ଖାଇ ତାଙ୍କ ଜାହାଜ ସଂପୂର୍ଣ୍ଣ ରୂପେ ଭାଙ୍ଗିଗଲା । ଏହା ଫଳରେ ଜାହାଜ ର କିଛି ଭାଗ ସମୁଦ୍ରରେ ଡୁବି ଗଲା । ଆଉ କିଛି ଭାଗ ସମୁଦ୍ର ମଧ୍ୟରେ ଭାସିବାର ନଜର ଆସିଲା । ଏହି ପରିସ୍ଥିତି ରେ ମେରେଲି ନିଜ ୨ ଶିଶୁ କୁ ସେହି ଜାହାଜ ର କିଛି ଭାଗ ମଧ୍ୟରେ ବସାଇ ଦେଲେ ଏବଂ ନିଜେ ପିଲାଙ୍କ ଆୟା ସହିତ ସମୁଦ୍ରରେ ପହଁରି ରହିଲେ । ମଝି ସମୁଦ୍ରରେ ନିଜ ପରିସ୍ରା ନିଜେ ସେବନ କରି ୨ ଶିଶୁ ଙ୍କୁ ସ୍ତନ୍ୟପାନ କରାଉଥିଲେ ।

କାରଣ ଜଳ ର ମାତ୍ର ଯଦି ମେରିଲି ଙ୍କ ମଧ୍ୟରେ କମିଥାନ୍ତା ତେବେ ସେ ସଠିକ ଭାବରେ ସ୍ତନ୍ୟପାନ କରାଇ ପାରି ନଥାନ୍ତେ । ପିଲାମାନେ ଭୋକ ରେ ନ ତଡପନ୍ତୁ ସେଥିପାଇଁ ଲଗାତାର ୪ ଦିନ ପର୍ଯ୍ୟନ୍ତ ଏହିଭଳି କରିଲେ ମେରିଲି । ମାତ୍ର ଯେ ପର୍ଯ୍ୟନ୍ତ ତାଙ୍କ ପାଖରେ ରେସକ୍ୟୁ ଟିମ ଆସି ପହଞ୍ଚନ୍ତି ପିଲାଙ୍କ ମା’ ଙ୍କ ଜୀବନ ଚାଲିଯାଇଥିଲା । କିନ୍ତୁ ପିଲା ଏବଂ ତାଙ୍କ ସହିତ ଯାଇଥିବା ଆୟା ବଞ୍ଚିଯାଇଥିଲେ ।

ମା ର ମୃ-ତ୍ୟୁ Dehydration କାରଣରୁ ହୋଇଥିଲା ବୋଲି ରେସକ୍ୟୁ ଟିମ କହିଥିଲେ । ରେସକ୍ୟୁ ଟିମ ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଲାପତା ଅଛନ୍ତି । ୨ ଶିଶୁ ଏବଂ ତାଙ୍କର ଆୟା ହସ୍ପିଟାଲ ରେ ଚିକିତ୍ସ୍ୟା ହୋଇ ବର୍ତ୍ତମାନ ସୁସ୍ଥ ଅଛନ୍ତି । ବନ୍ଧୁଗଣ ଏହି ଘଟଣା ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ଏପଜ୍କୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *