ନିଜ ପରିବାର ବିରୁଦ୍ଧରେ ଯାଇ ହିରୋଇନ ବନିଥିଲେ Manisha Koirala, ନିଜ ମା’ଙ୍କୁ ଏମିତି କରିଥିଲେ ବ୍ଳାକମେଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମନୀଷା କୋରେଇଲା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ମନୀଷାଙ୍କୁ ନିଶ୍ଚୟ ଦେଖିଥିବେ । ମନୀଷାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟ ଲୋକ ମାନଙ୍କୁ ବେସ ଅଧିକ ପସନ୍ଦ ଆସେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମନୀଷା କୋରେଇଲାଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମନୀଷା ପିଲା ଦିନରୁ ହିରୋଇନ ହେବା ପାଇଁ ଚାହୁଁ ଥିଲେ । ହେଲେ ତାଙ୍କ ପରିବାର ଲୋକ ମନୀଷାଙ୍କ ଏହି କଥାର ବିରୋଧ କରୁଥିଲେ । ଏହି ସବୁ କଥାର ଖୁଲାସା ମନୀଷା ନିଜେ ‘ଦ କପିଲ ଶର୍ମା ସୋରେ କରିଥିଲେ ।

ମନୀଷା ସେହି ସୋରେ କହିଥିଲେ-‘ମୋର ଲାଳନ ପାଳନ ବହୁତ ସାଧାରଣ ଥିଲା ଓ ମୁ ସବୁଠାରୁ ପ୍ରଥମେ ହିରୋଇନ ହେବା କଥା ମୋ ଜେଜେ ମାଙ୍କୁ କହିଥିଲି । ଏହା ବିଷୟରେ ଜାଣିବା ପରେ ଜେଜେ ମା ମୋତେ କହିଥିଲେ, ଠିକ ଅଛି ଯାହା ତମେ ଚାହୁଁଛ । ଜେଜେ ମାଙ୍କୁ ମନେଇବା ପରେ ଘରର ସବୁ ଲୋକ ଜେଜେ ମାଙ୍କ କଥା ଶୁଣି ଚୁପ ହେଇଗଲେ । ଆଉ ରହିଲା ମୋ ମାଙ୍କ କଥା ମୁ ତାଙ୍କ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲି’ ।

ଆଗକୁ ମନୀଷା କହିଛନ୍ତି-‘ମୁ କହିଥିଲି ମତେ ବାର୍ଥ ଡେ ଗିଫ୍ଟରେ ମୋତେ ମୁମ୍ବାଇ ନେଇ ଯାଅ । ମୁମ୍ବାଇରେ ମୋ ମାଙ୍କର ଜଣେ ସାଙ୍ଗ ରହୁଥିଲେ । ମୁମ୍ବାଇ ଆସିବା ପରେ ଆମେ ମାନେ ଅନେକ ଫିଲ୍ମ ମେକର୍ଷଙ୍କ ସହ ସାକ୍ଷାତ କରିଲୁ । ପ୍ରଥମେ ପ୍ରଥମେ ଲୋକ ମାନଙ୍କୁ ମୋ ଉପରେ ବିଶ୍ଵାସ ନଥିଲା ହେଲେ ପ୍ରଥମ ଫିଲ୍ମ ରିଲିଜ ହେବା ପରେ ଲୋକମାନଙ୍କୁ ମୋ ଅଭିନୟ ବେସ ପସନ୍ଦ ଆସିଥିଲା’ ।

ଆଗକୁ ମନୀଷା କହିଛନ୍ତି-‘ଅବଶ୍ୟ ମୋ ଘରେ ମୋ ଜେଜେ ବାପା ପ୍ରଧାନ ମନ୍ତ୍ରୀ ଥିଲେ ହେଲେ ସେ ସମସ୍ତଙ୍କୁ ମାଟି ସହ ଯୋଡି କରି ରଖିବା ପାଇଁ ଚାହୁଁ ଥିଲେ’ । ବନ୍ଧୁଗଣ ମନୀଷା କୋରେଇଲା ହିରୋଇନ ହେବା ପାଇଁ ବହୁତ କଷ୍ଟ କରିଛନ୍ତି । ଆଜି ସେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମନୀଷା କୋରେଇଲା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *