Rupa Pintu ଙ୍କ ସହ ଝଗଡାର ଅସଲ କଥା ଖୋଲି କହିଦେଲେ… Jaga-Sasmita, ଜଣାପଡିଗଲା ସବୁ ଗୁମର…

ରୂପା ପିଣ୍ଟୁଙ୍କ ସହ ଝଗଡାର ଅସଲ କଥା ଖୋଲି କହିଦେଲେ ଜଗା ସସ୍ମିତା…ହଁ ଆଜ୍ଞା ୟୁଟ୍ୟୁବରେ ଆପଣ ମାନେ ଖୁବ ସାରା ଭଲ ପାଇବା ଦେଉଥିବା ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ଯୋଡି ହେଉଛନ୍ତି ଜଗା ସସ୍ମିତା ଯୋଡି । ଯାହାଙ୍କ ଯୋଡିକୁ ଓଡିଶାବାସୀ ସୋସିଆଲ ମିଡିଆରେ ବହୁତ ପସନ୍ଦ କରିଥାନ୍ତି । ତେବେ ଗଣ ମାଧ୍ୟମର ଏକ ସାକ୍ଷାତକାରରେ ଜଗା ଓ ସସ୍ମିତା କହିଛନ୍ତି। ଯେ ଜଗାଙ୍କ କହିବା ଆଧାରରେ ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦ ଓ ମୋ ମାଆ ର ଭଲ ପାଇବା ଯୋଗୁ ଆଜି ମୁଁ ମୋ ପରିବାର ସମସ୍ତେ ଭଲରେ ଅଛୁ ।

ଓଡିଶାବାସୀ ମଧ୍ୟ ମୋତେ ଏବେ ଏତେ ସାରା ଭଲ ପାଇବା ଦେଉଛନ୍ତି । ତେଣୁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଁ କମ୍ ବର୍ଷ ବୟସରେ ଗୋଟେ ଭୁଲ୍ କରିଦେଇଥିଲି । ଯେ ମୁଁ ସସ୍ମିତାଙ୍କୁ ଭଲ ପାଇ ବାହା ହେଇଯାଇଥିଲି । ସେତେବେଳେ କେହି ମୋର ବନ୍ଧୁବାନ୍ଧବ କି ଆତ୍ମୀୟ ସ୍ଵଜନ ମୋ ପାଖରେ ଆସି ଠିଆ ହୋଇନଥିଲେ । ଏମିତିକି ମୋ ଭାଇ ମାନେ ବି ମୋ ପାଖରେ ଠିଆ ହୋଇନଥିଲେ । ହେଲେ ମୋର ସବୁ ଭଲ ମନ୍ଦ ପରିସ୍ଥିତିରେ ମୋ ମାଆ ମୋର ସାଥ୍ ଦେଇଛି ।

ତେଣୁ ମୁଁ ମୋ ମାଆ କୁ ସବୁବେଳେ କୁହେ । ମାଆ ମୁଁ ତୋ ପାଇଁ ଯେଉଁ ବୋହୁ ଆଣିଛି । ସେ ତୋ ଭଲରେ ମନ୍ଦରେ ସବୁକିଛି କରିବ । ଯଦି ସେ ନକରିବ । ତେବେ ତୁ ମୋତେ ଯାହା ବି ଶାସ୍ତି ଦେବୁ ମୁଁ ସହିବାକୁ ରାଜି ଅଛି। ତେବେ ସସ୍ମିତା କହିଛନ୍ତି । ଯେ ଯେହେତୁ ମୁଁ ଭଲ ପାଇ ତାଙ୍କ ସହ ଚାଲି ଆସିଥିଲି । ତେଣୁ ବହୁତ ଲୋକ ବହୁତ କିଛି କଥା କହିବେ ସେଇଟା ମୁଁ ଜାଣିଥିଲି । ତେଣୁ ଯିଏ ଯାହା ମୋତେ କୁହନ୍ତି । ମୁଁ ସେସବୁ କଥା ଗୁଡିକୁ କିଛି ମାଇଣ୍ଡକୁ ନିଏନି । କାରଣ ମୋ ଉପରେ ମୋ ସ୍ଵାମୀ ଓ ମୋ ଶାଶୁ ଅଛନ୍ତି ।

ଆମ ଘରକୁ ଯିଏ ବି ଆସନ୍ତି । ମୁଁ ସମସ୍ତଙ୍କର ସମ୍ମାନ କରେ । ତେବେ ଏହି ସାକ୍ଷାତକାରରେ ଜଗା କହିଛନ୍ତି । ଯେ ରୂପା, ପିଣ୍ଟୁଙ୍କ ସହ ଜଗା ସସ୍ମିତାଙ୍କର ଝଗଡା ହେଉଛି ବୋଲି ସୋସିଆଲ ମିଡିଆରେ ଚର୍ଚା ଅନେକ ସମୟରେ ହୋଇଥାଏ । ତେଣୁ ମୁଁ ଏଠାରେ କହି ରଖିବା ପାଇଁ ଚାହିଁବି । ଯେ ରୂପା, ପିଣ୍ଟୁଙ୍କ ସହ ଏବେ ପର୍ଯ୍ୟନ୍ତ ମୋର ଭଲ ସମ୍ପର୍କ ରହିଛି । ହୁଏତ ସମୟ ଅଭାବରୁ ଏତେ କେହି କାହା ସହ ଦେଖା ସାକ୍ଷାତ କରିପାରୁନାହାନ୍ତି । ହେଲେ କିଛି ଲୋକ ନିଜର ଭିୟୁଜ ପାଇଁ ରୂପା, ପିଣ୍ଟୁଙ୍କ ସହ ଆମର ଝଗଡା ହେଉଛି ବୋଲି କହି ଦିଅନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *