ପ୍ରଥମେ ଭାଇ ଡାକିଦେଲା, ମାସେ ପରେ ନମ୍ବର ଦିଆ ନିଆ, ଆଉ 10 ବର୍ଷ ପରେ ଆଜି ନିର୍ବନ୍ଧ…

ରାସ୍ତା ଉପରୁ ଆରମ୍ଭ ଆମ ଲଭ ଷ୍ଟୋରି ! ହଁ ଆଜ୍ଞା ତୃଷ୍ଣା ଓ ରାହୁଲ ଯାହାଙ୍କ ଯୋଡିକୁ ସୋସିଆଲ ମିଡିଆରେ ଲୋକେ ଖୁବ ସାରା ଭଲ ପାଇବା ଦେଇଛନ୍ତି । ତେବେ ରାହୁଲ ଓ ତୃଷ୍ଣା ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଗତ କାଲି ଉଭୟଙ୍କର ନିର୍ବନ୍ଧ ସରିଛି । ତେବେ ତୃଷ୍ଣା ଓ ରାହୁଲ ଗଣ ମାଧ୍ୟମ ସାମ୍ନାରେ ନିଜର କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ତେବେ ରାହୁଲ ନିଜର ଲଭ ଷ୍ଟୋରିକୁ ନେଇ ଏପରି କିଛି କଥା ଶେୟାର କରିଥିଲେ ।

ତାଙ୍କ କହିବା ଆଧାରରେ ଆମ ଦୁଇ ଜଣଙ୍କ ଲଭ ଷ୍ଟୋରି ରାସ୍ତା ଉପରୁ ଆରମ୍ଭ ହୋଇଥିଲା । ମୁଁ ଥରେ ରୋଡ ସାଇଡରେ ବାଇକ ରଖିଥିଲି । ତୃଷ୍ଣା ଆସି କହିଥିଲେ । ଭାଇ ଟିକେ ଗାଡି ସାଇଡ କର । ହେଲେ ତୃଷ୍ଣାଙ୍କର ସେହି ଭାଇ ଡାକ ରାଖୀ ବାନ୍ଧିବା ବାଲା ଭାଇ ନୁହେଁ । ବଂର ସ୍ଵାମୀ ହୋଇଗଲା । ତାପରେ ଗୋଟେ ମାସ ମଧ୍ୟରେ ହିଁ ଆମ ଦୁଇ ଜଣଙ୍କର ପରସ୍ପର ମଧ୍ୟରେ ନମ୍ବର ଏକ୍ସଚେଞ୍ଜ ହେଇଯାଇଥିଲା । ତାପରେ ଏମିତି କଥା ହେଉ ହେଉ ତୃଷ୍ଣାଙ୍କୁ ମୁଁ ପ୍ରପଜ କରିଥିଲି ।

ତାପରେ ବର୍ଷ ସମୟ ନେଇକି ସେ ମୋତେ ହଁ କହିଦେଇଥିଲେ ।  ଆମ ପ୍ରେମର 10 ବର୍ଷ ପରେ ଆମ ଦୁଇ ଜଣଙ୍କର ପ୍ରେମ ସଫଳ ହେବାକୁ ଯାଉଛି । ବହୁତ ଲୋକ କହୁଥିଲେ । ଆମେ ଦୁଇ ଜଣ ଭଲ ପାଉଛି ହେଲେ କେହି କାହାକୁ ବାହା ହେଇପାରିବୁ ନାହିଁ । ହେଲେ ଆମ ଦୁଇ ଜଣଙ୍କର ନିର୍ବନ୍ଧ ଦେଖି ସେମାନଙ୍କର ନିହାତି ଭାବେ ମୁହଁ ଚୁପ ହେଇଯିବ । ହେଲେ ତୃଷ୍ଣା ଓ ମୋ ଭିତରେ ଅନେକ ଥର ବ୍ରେକଅପ ହେଉଛି ପୁଣି ପ୍ୟାଚଅପ ବି ହେଇଯାଏ ।

ରିଲେସନରେ ଏମିତି ବେଳେ ପରିସ୍ଥିତି ସବୁ ଆସେ । ହେଲେ ଯାହା ବି ଆମ ଭିତରେ ହେଲେ ବି ଆମ ଦୁଇ ଜଣଙ୍କର ଭଲ ପାଇବା ଦୁଇ ଜଣଙ୍କ ପୁଣି ଥରେ ଏକାଠି କରିଦିଏ। ତେବେ ଉଭୟ ରାହୁଲ ଓ ତୃଷ୍ଣାଙ୍କର ଭଲ ପାଇବାର ସମ୍ପର୍କ ଏମିତି ମଧୁରମୟ ରହୁ ବୋଲି ଆମେ ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *