ପରୀକ୍ଷା ଖାତାରେ ଏମିତି କିଛି ଲେଖିଦେଲେ ଛାତ୍ର ! ସାର୍ ପଢିଲା ପରେ ମୁଣ୍ଡରେ ହାତମାରି ବସିଲେ…

ପରୀକ୍ଷା ଖାତାରେ ଏମିତି କିଛି ଲେଖିଦେଲେ ଛାତ୍ର ! ଯାହାକୁ ଦେଖି ମୁଣ୍ଡରେ ହାତ ଦେଇଦେଲେ ସାର ! ମୁଁ ଜାଣିଛି ସାର ଆପଣ ମାନେ ମୋ ଲେଖିଥିବା କଥାକୁ ବିଶ୍ବାସ ଜମାରୁ ମଧ୍ୟ କରିବେ ନାହିଁ । ସାର ମୋ ବାପାଙ୍କ ଦେହ ଅସୁସ୍ଥ ଅଛି । ଯେଉଁ କାରଣରୁ ମୁଁ ଠିକ ଭାବେ ପାଠ ପଢିପାରିନାହିଁ । ଏମିତିରେ ବି ମୋ ଦେହ ଖରାପ ସେଥିରେ ବି ମୁଁ ପରୀକ୍ଷା ହଲ୍ କୁ ପରୀକ୍ଷା ଦେବାକୁ ଆସିଛି । ସାର ଦୟା କରି ମୋତେ ଭଲ ମାର୍କ ଦେବେ । ମୋ ପରିସ୍ଥିତି ବହୁତ ଖରାପ ।

ତେଣୁ ଆଶା କରୁଛି ସାର ଆପଣ ମୋ ପରିସ୍ଥିତି ବୁଝି ପାରିବେ । ହଁ ଆଜ୍ଞା ଛାତ୍ର ଜଣଙ୍କର ଏପରି କିଛି ଲେଖା ଦେଖି ସାର ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପରୀକ୍ଷା ହଲ୍ କୁ ପରୀକ୍ଷା ଦେବାକୁ ଆସିଥିବା ପିଲା ପାଠ ଲେଖିକି ଯାଇଥାନ୍ତି । ହେଲେ ସେହି ଛାତ୍ର ଜଣଙ୍କ ପରୀକ୍ଷା ଖାତାରେ କିଛି ଏପରି ଲେଖି ଯାଇଛି । ଯାହାଙ୍କୁ ଦେଖି ସାର ଜଣଙ୍କ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସାର ଜଣଙ୍କ ଏହି ପରୀକ୍ଷା ଖାତାକୁ ନେଇ ଅନ୍ୟ ସାର, ଦିଦି ମାନଙ୍କୁ ଦେଖାଇ ଥିଲେ ।

ଆଉ ଏଭଳି ପରୀକ୍ଷା ଖାତାରେ ଲେଖିଥିବା ଛାତ୍ରକୁ କଣ ମାର୍କ ଦେବେ ବୋଲି ବିଚାର କରିଥିଲେ । କାରଣ ପରୀକ୍ଷା ଖାତାରେ ପାଠ ବଦଳରେ ଏ ସବୁ କଣ ଲେଖି ଦେଇକି ଛାତ୍ରଟି ଯାଇଛି । ହଁ ଆଜ୍ଞା ବିହାର ଅଞ୍ଚଳର ଜଣେ ଛାତ୍ର ଏପରି କିଛି ପରୀକ୍ଷା ଖାତାରେ ଲେଖିଥିବା ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ମାଷ୍ଟର ଜଣଙ୍କ ଉତ୍ତର ପେପର ଛାତ୍ରଟିର ଦେଖିଥିଲେ ।

ସେ ମଧ୍ୟ ନିଜ ମୁଣ୍ଡରେ ହାତ ଦେଇ ବସିଥିଲେ । କାରଣ ପିଲାଟି ସାରଙ୍କୁ କ୍ଷମା ପ୍ରାଥନା କରିବା ସହ ଶେଷରେ ଭଲ ମାର୍କ ଦେବା ପାଇଁ ମଧ୍ୟ ମାଷ୍ଟରଙ୍କୁ ଅନୁରୋଧ କରିଛି । ତେବେ ଛାତ୍ର ଜଣଙ୍କର ଏପରି ପରିସ୍ଥିତି ବିଷୟରେ ପଢି କଣ ତାକୁ ଭଲ ମାର୍କ ଦେବେ ? କାରଣ ନିୟମ ଅନୁଯାଇ ପରୀକ୍ଷାର୍ଥୀ ଯେପରି ଲେଖିଥିବେ ସେହି ଅନୁସାରେ ହିଁ ମାର୍କ ପାଇପାରିବେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *